ବିବାହର 13 ବର୍ଷ ପରେ ସ୍ଵାମୀଙ୍କୁ ଧୋକା ଦେଇ ପ୍ରେମିକ ସହ ଫେରାର ହେଲା ସ୍ତ୍ରୀ, ଯିବା ପୂର୍ବରୁ ଲୁଟି ନେଇଗଲା ସବୁ କିଛି, ଆଉ ତା’ପରେ ଯାହା ହେଲା…

ମରେ ଉବୁଟୁବୁ ହୋଇ ସମସ୍ତଙ୍କୁ ଛାଡି ପ୍ରେମିକଙ୍କ ପାଖକୁ ଧାଇଁ ପଳାଇଲେ ସ୍ତ୍ରୀ । ସେପଟେ ଘରେ ଥିଲେ ସ୍ଵାମୀ ଓ ଦୁଇ ପିଲା । ସରଳିଆ ସ୍ଵାମୀଙ୍କୁ ଜଣେ ସ୍ତ୍ରୀ ଏମିତି ଏକ ସାଂଘାତିକ ଧୋକା ଦେଇଛନ୍ତି । ପୂର୍ବରୁ ସ୍ତ୍ରୀଙ୍କ ନାଁରେ ସବୁକିଛି କରି ଦେଇଛନ୍ତି ଆଉ ଏବେ ଦାଣ୍ଡର ଭିକାରି ହୋଇ ଯାଇଛନ୍ତି ସ୍ଵାମୀ । ଯେଉଁଥି ପାଇଁ ତାଙ୍କ ଅର୍ଜିତ ସମ୍ପତ୍ତି ଛୁଆଙ୍କ ପାଇଁ ଫେରାଇ ଆଣିବାକୁ ଏବେ ଥାନାରେ ଅର୍ଜି ଦେଇଛନ୍ତି ।

ବିବାହର ୧୩ ବର୍ଷ ପରେ ସ୍ଵାମୀ ଓ ଘର ସଂସାର ଥାଇ ମଧ୍ୟ ଅନ୍ୟ ଜଣଙ୍କୁ ପ୍ରେମ କରି ପଳାଇଛନ୍ତି । ସେପଟେ ପ୍ରେମିକ ତ ତାଙ୍କୁ ଗ୍ରହଣ କରି ନେଇଛନ୍ତି କିନ୍ତୁ ଏପଟେ ନିଜ ପିଲାଛୁଆଙ୍କ ସଂସାର ଭାସିଗଲା । ଦୀର୍ଘ ବର୍ଷର ବିବାହ ପରେ ସ୍ଵାମୀଙ୍କୁ ଛାଡି ପ୍ରେମିକ ହୋଇ ଯାଇଛନ୍ତି ସ୍ତ୍ରୀ ଆଉ ଘରର ଭବିଷ୍ୟତ କରି ଦେଇଛନ୍ତି ଅନ୍ଧାର । ବେଦି ଉପରେ ସ୍ଵାମୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଭୁଲିଗଲେ ସ୍ତ୍ରୀ ।

ସାତ ଜନ୍ମ ପାଇଁ ହାତ ଧରିବାର କଥା ହୋଇଥିଲେ ବି ଗୋଟିଏ ଜନ୍ମରେ ହିଁ ସ୍ତ୍ରୀ ଧୋକା ଦେଇ ଚାଲିଯାଇଛି । ନିକଟରେ ସାମ୍ନାକୁ ଆସିଥିବା ଏପରି ଘଟଣା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମାନସ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଅନ୍ଧାର ଘର ଭିତରେ ସ୍ତ୍ରୀଙ୍କ ସହ ଥିବାର ଦେଖିଥିଲେ ସ୍ଵାମୀ । ତାଙ୍କୁ ଦେଖି ମାନସ ଦୌଡି ପଳାଇଥିଲେ ।

ସ୍ଵାମୀ ତାଙ୍କ ସ୍ତ୍ରୀକୁ ସବୁ କଥା ପଚାରିବାରୁ ସେ ମାନସଙ୍କ ସହ ରହିବାକୁ ଚାହାନ୍ତି ବୋଲି କହିଥିଲେ । କିନ୍ତୁ ଝିଅ ୧୨ ବର୍ଷର ହେଲାଣି ପୁଅ ମଧ୍ୟ ଧୀରେ ଧୀରେ ବଡ ହେଉଛି କହି ସ୍ଵାମୀ ସ୍ତ୍ରୀକୁ ଯେତେ ବୁଝାଇଥିଲେ ମଧ୍ୟ ସେ ଶୁଣି ନଥିଲେ । ତେବେ ଟଙ୍କା ଏବଂ ସମ୍ପତ୍ତି ପାଇଗଲେ ମଣିଷ କେତେଶୀଘ୍ର ବଦଳିଯାଏ, ଏହା ହେଉଛି ତା’ର ସବୁଠୁ ବଡ ଉଦାହରଣ ।

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ସୁଧୀର ପାତ୍ର ପ୍ରାୟ ୧୩ ବର୍ଷ ତଳେ ଦେବୀ ଅର୍ଚ୍ଚନା ବେହେରାଙ୍କୁ ବିବାହ କରିଥିଲେ । ଯାହା ପରେ ଏବେ ଏପରି କିଛି ହୋଇଛି ଯାହା ସମସ୍ତଙ୍କୁ ଚକିତ କରି ଦେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।