ବିବାହ କାର୍ଡ ରେ କନ୍ୟା ନିଜେ ଛପାଇଲା ଏହି ମେସେଜ, ଯାହାକୁ ପଢି ସମସ୍ତେ କରୁଛନ୍ତି ପ୍ରଶଂସା, ଦେଖନ୍ତୁ

ଆଜିର ସମୟରେ କିଛି ବିବାହ ଏମିତି ବି ହୋଇଥାଏ ଯାହାର ଚର୍ଚ୍ଚା ସବୁଆଡେ ହେବାକୁ ଲାଗିଥାଏ । ଆଜି ଆମେ ଆପଣଙ୍କୁ ଏହିପରି ଏକ ବିବାହ ବିଷୟରେ କହିବାକୁ ଯାଉଛୁ ଯାହା ବର୍ତ୍ତମାନ ଚର୍ଚ୍ଚାରେ ଅଛି । ପ୍ରକୃତରେ ଝିଅଟି ତା’ର ବିବାହା ପୂର୍ବରୁ ବାପାଙ୍କ ଠାରୁ କିଛି ଏମିତି ମାଗିଲା କି ଯାହା ତାଙ୍କୁ ପୁରା କରିବାକୁ ପଡିଲା । ଏହା ତ ସମସ୍ତେ ଜାଣିଛନ୍ତି କି ବିବାହମାନଙ୍କରେ ମଦପରୋଶିବା ବା କାକଟେଲ ପାର୍ଟି କରିବା ସାଧାରଣ କଥା ଅଟେ ।

ଏହି କଥାକୁ ନେଇ ଝିଅଟି ତା’ର ବାପାଙ୍କୁ କହିଲା କି ସେ କାର୍ଡରେ ମଦପାର୍ଟି ନ ହେବାର ମ୍ଯାସେଜ ଛାପି ଦିଅନ୍ତୁ ।

Image courtesy: Google

ଝିଅଟିର ବାପାଙ୍କୁ ପ୍ରଥମେ ଏହା ଭଲ ଲାଗି ନଥିଲା କିନ୍ତୁ ପରେ ସେ ନିଜ ଝିଅର କଥା ମାନି କାର୍ଡରେ ଛାପି ଦେଲେ କି ଏହି ବିବାହରେ କାକଟେଲ ପାର୍ଟି ହେବ ନାହିଁ । କନ୍ୟା ଏହା ମଧ୍ୟ କହିଲା କି ମଦଦିଆଯିବ ତ ସେ ବିବାହ ହିଁ କରିବ ନାହିଁ । ଏହି କଥା ଶୁଣି ସମସ୍ତେ ଝିଅଟିର ପ୍ରଶଂସା କରୁଛନ୍ତି ।

Image courtesy: Google

ତା’ ସହିତ ଝିଅଟି ସମସ୍ତଙ୍କୁ ଅନୁରୋଧ କଲା କି ଏହି ପ୍ରକାରର ମାମଲାରେ ଝିଅମାନେ ଆଗକୁ ଆସନ୍ତୁ । ସମାଜ କୁ ନିଶାମୁକ୍ତ କରିବା ପାଇଁ ନିଜର ଯୋଗଦାନ ଦିଅନ୍ତୁ । ନା ନିଶା କରନ୍ତୁ ନା କରିବାକୁ ଦିଅନ୍ତୁ । ତେବେ ଯାଇଁ ସମାଜ ଓ ଆମେ ଉନ୍ନତି କରିବା । ବନ୍ଧୁମାନେ ଏହି ଝିଅଟି ବିଷୟରେ ଆପଣଙ୍କର କଣ ମତାମତ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ ଓ ତାଜା ଖବର ପାଇବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।