ଭୁଲରେ ବି ଆଉ ଥରେ କ୍ରୟ କରିବେ ନାହିଁ ଆପଣ ଏହି ସବୁ ଜିନିଷ, ଯଦି ଜାଣିନେବେ ଏସବୁର ପ୍ରସ୍ତୁତି ପଛର ସତ… ଦେଖନ୍ତୁ

ଆଜି ଆମେ ଆପଣଙ୍କୁ କିଛି ଖାଉଥିବା ଜିନିଷ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଶୁଣି ଆପଣ ଆଜି ହିଁ ଖାଇବା ଛାଡି ଦେବେ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ମଣିଷ ନିଜର ଭୋକ ମେଣ୍ଟାଇବା ପାଇଁ ବିଭିନ୍ନ ପ୍ରକାରର ଖାଦ୍ୟର ସେବନ କରିଥାନ୍ତି । ଏମାନଙ୍କ ଭିତରୁ କିଛି ପ୍ରକୃତି ପ୍ରଦାନ କରିଥାଏ ତ କିଛି ଜିନିଷକୁ ମଣିଷ ଦ୍ଵାରା ନିର୍ମିତ କରାଯାଏ ।

ଆଜି ଆମେ ଆପଣଙ୍କୁ ମାନବ ନିର୍ମିତ କିଛି ବସ୍ତୁ ସମ୍ବନ୍ଧରେ ସୂଚନା ଦେବୁ । ଆଜି ଆମେ ଆପଣଙ୍କୁ ପାଇଁ ଏମିତି କିଛି ଖାଦ୍ୟ ବସ୍ତୁର ପ୍ରସ୍ତୁତିରେ ଦରକାର ହେଉଥିବା ଜିନିଷ ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ଜାଣି ଆପଣଙ୍କୁ ଝଟକା ଲାଗିବ ।

କ୍ୟାପସୁଲ-

ଆମେ ଯେତେବେଳେ ରୋଗରେ ପୀଡିତ ହୋଇଥାଉ ସେତେବେଳେ ଡାକ୍ତର ଆମମାନଙ୍କୁ ଔଷଧ ରୂପରେ ଟେବଲେଟ ସହିତ କ୍ୟାପସୁଲ ଦେଇଥାନ୍ତି । କ୍ୟାପସୁଲ ଦେଖିବାକୁ ପ୍ଲାଷ୍ଟିକ ଭଳି ଦେଖାଯାଏ । କହି ଦେଉଛୁ ଯେ ଏହା ପ୍ଲାଷ୍ଟିକ ହୋଇ ନଥାଏ ଏହା ଦୁଇଟି ଜିନିଷରେ ତିଆରି ହୋଇଥାଏ । ଯାହାର ଉପରର କଭର ଜିଲେଟିନ ଏବଂ ଭିତରେ ଔଷଧ ଥାଏ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହା ପୁରାପୁରୀ ମାଂସହାର ଶ୍ରେଣୀରେ ଅଟେ । କ୍ୟାପସୁଲ ତିଆରି କରିବା ପାଇଁ ଷଣ୍ଢ କିମ୍ବା ଘୁଷୁରିର ମାଂସକୁ ମୁଖ୍ୟ ରୂପରେ ବ୍ୟବହାର କରାଯାଏ ।

ବ୍ରେଡ ଏବଂ କେକ –

ପ୍ରାୟତଃ ସମସ୍ତେ ବ୍ରେଡ ଏବଂ କେକ ଖାଇଥାନ୍ତି । କିନ୍ତୁ ଆପଣ କେବେ ବି ଜାଣିବାକୁ ଚେଷ୍ଟା କରିଛନ୍ତି କି ଏଥିରେ କେଉଁ ସବୁ ଜିନିଷ ପଡିଥାଏ । ଆପଣଙ୍କର ଜାଣିବା ନିମନ୍ତେ କହିଦେଉଛୁ ଯେ ଏହାକୁ ତିଆରି କରିବା ପାଇଁ ଏଲ – cystien ନାମକ କେମିକାଲର ପ୍ରୟୋଗ କରାଯାଏ । ଯାହାର ନିର୍ମାଣ ମଣିଷର ଚୁଟିରୁ ହୋଇଥାଏ । ଏହା ଛଡା ଏଥିରେ ବତକ ଏବଂ ଅନ୍ୟ ପକ୍ଷୀ ମାନଙ୍କର ପରର ବି ପ୍ରୟୋଗ କରାଯାଏ ।

ଗୁପଚୁପ –

ଆପଣଙ୍କୁ କହିଦେଉଛୁ ଯେ ଏହାର ପ୍ରସ୍ତୁତି ପାଇଁ ଲୋ କ୍ୱାଲିଟୀର ତେଲ ପ୍ରୟୋଗ କରାଯାଏ । ଏହି ସମୟରେ ସଫା ସୁତୁରାର କରାଯାଏ ନାହିଁ । ସେଥିପାଇଁ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ।

ଆଳୁ ଚିପ୍ସ –

ବଜାରରେ ବିକ୍ରି ହେଉଥିବା ଆଳୁ ଚିପ୍ସ ଆପଣ ସମସ୍ତେ ଦେଖିଥିବେ । କିନ୍ତୁ ଆପଣଙ୍କୁ କହିଦେଉଛୁ ଯେ ଏହା ଆପଣଙ୍କ ପାଇଁ ବହୁତ ହାନିକାରକ ଅଟେ କାରଣ ଏଥିରେ ସୋଡିଯମ ଏବଂ fatର ମାତ୍ରା ଅଧିକ ହୋଇଥାଏ । ଯାହାକି ମୋଟାପା ବଢାଇ ଥାଏ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଓଡିଆ ଫାଷ୍ଟ କୁ ଲାଇକ କରିବାକୁ ଭୁଲିବେନି।