ଭଉଣୀ ମାଓବାଦୀ ଓ ଭାଇ ପୋଲିସ, ଉଭୟ ଜଙ୍ଗଲରେ ହେଲେ ମୁହାଁମୁହିଁ… ଆଉ ତାପରେ…

ଭାଇ ପୋଲିସ ଆଉ ଭଉଣୀ ମାଓବାଦୀ । ଭାଇ ଭଉଣୀ ଜଙ୍ଗଲରେ ହେଲେ ମୁହାଁମୁହିଁ । ଭଉଣୀ ବନ୍ଧୁକ ଟେକିଲା ଆଉ ଭାଇ ଗୁଳି ଚଳାଇଲା । ଶେଷରେ ଜଣଙ୍କର ଜୀବନ ଯାଇଛି । ହଁ ଦର୍ଶକ ବନ୍ଧୁ ଭାଇ ବାରମ୍ବାର ଆତ୍ମସମର୍ପଣ କରିବାକୁ କହିଥିଲା ହେଲେ ଭଉଣୀ ବିଲକୁଲ ଶୁଣି ନ ଥିଲା । ସବୁ ମାଓବାଦୀ ମାନଙ୍କୁ ଧରିବା ପାଇଁ ଭାଇ ରାମା ଅପେରସନ ଆରମ୍ଭ କରିଥିଲା । ସବୁ ମାଓବାଦୀ ଙ୍କୁ ଘେରି ଯାଇଥିଲେ ସୁରକ୍ଷା କର୍ମୀ ।

ଆଉ ମୁହାଁ ମୁହିଁ ହୋଇଥିଲେ ଭାଇ ଭଉଣୀ । ସେପଟେ ମାଓବାଦୀ ରୂପରେ ଭଉଣୀ ଆଉ ଏପଟେ ହାଇ ପୋଲିସ ଭାବେ ମୁହାଁ ମୁହିଁ ହେଲେ । ଭାଇ କହୁଥିଲା ଆତ୍ମସମର୍ପଣ ପାଇଁ ହେଲେ ଭଣି କହିଲା ମୁଁ ମୋର କର୍ତ୍ତବ୍ୟ କୁ ଭୁଲି ପାରିବିନି । ତା ପରେ ଗୁଳି ବିନିମୟ ହେଲା । ମାଓବାଦୀ ଭଉଣୀ ସେଠାରୁ ଖସି ପଳାଇଲା । ଏହା ପରେ ଭାଇ ଭଉଣୀ ମୁହାଁ ମୁହିଁ ହେଲା ।

ଆଉ ଦୁହିଙ୍କର ଏହା ଥିଲା ଶେଷ ଦେଖା । ଭାଇ କୁ ଗୁଳି କରିବାକୁ ଭଉଣୀ ବନ୍ଧୁକ ଉଠାଇ ଥିଲା । କିନ୍ତୁ ଏହା ପୂର୍ବରୁ ଭାଇ ଚଳାଇଥିଲା ଗୁଳି ଭଉଣୀ ଉପରକୁ । ଶେଷରେ ଭଉଣୀ ର ଜୀବନ ଯାଇଥିଲା । ସୂଚନା ଅନୁଯାୟୀ 1990 ମସିହାରେ ଗଗନ ପଲ୍ଲୀ ଗାଁ ର ଉଭୟ ଭାଇ ଭଉଣୀ ମାଓବାଦୀ ରେ ଯୋଗ ଦେଇଥିଲେ । ତାପରେ ଭାଇ 2018 ମସିହାରେ ଆତ୍ମସମର୍ପଣ କରିବାକୁ ନିସ୍ପତି ନେଲା ।

ଆତ୍ମସମର୍ପଣ କରିବା ପରେ ସେ ପୋଲିସ ରେ ଯୋଗ ଦେଇଥିଲେ । ଭାଇ ଭେଟିରାମା ତାଙ୍କ ଭଉଣୀ ଭେଟିଗାନୀ ଙ୍କୁ ଆତ୍ମସମର୍ପଣ କରିବାକୁ ଚିଠି ଲେଖିଲେ । ହେଲେ ଭଉଣୀ କହିଲେ ମୁଁ ମୋ ସାଥି ମାନଙ୍କ ସହ ବେହିମାନ କରି ପାରିବିନି ଆଉ ତୁମେ ମୋତେ କେବେ ବି ଚିଠି ଲେଖିବନି । ଏଭଳି କହିଲେ ଭଉଣୀ ଭାଇ କୁ କହିଲେ ।

ତା ପରେ ଭଉଣୀ କୁ ଧରିବା ପରେ ଭାଇ ଅପରେସନ ଆରମ୍ଭ କରି ଦେଲେ । ଭେଟିରାମା ଥିଲେ ଅପରେସନ ସେକ୍ସନ କମାଣ୍ଡର । ଛତିଶଗଡ ସୂକ୍ଷ୍ମା ଜିଲ୍ଲା ର ବାଲିଙ୍ଗଟଙ୍ଗ ଜଙ୍ଗଲ ରେ ଥିବା ଏକ ପାହାଡ ନିକଟରେ ମାଓବାଦୀ ମାନଙ୍କୁ ଘେରି ଯାଇଥିଲେ ସୁରକ୍ଷା କର୍ମୀ । ଶେଷରେ ଭଉଣୀ ଭେଟିଗାନୀ ର ଜୀବନ ଯାଇଥିଲା ଭାଇ ହାତରେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।