ଭାରତୀୟ ଦଳରେ ଗୋଟେ ପଟେ ଗୋଟେ ୱିକେଟ ପଡିଗଲା, ଏକା ଲଢିଲେ ରିଙ୍କୁ ସିଂ… ଆଉ ଦେଲେ ଏକ ସମ୍ମାନଜନକ ସ୍କୋର

ପଡିଆରେ ନିଜେ ଲଢେଇ କରିଲେ ରିଙ୍କୁ ସିଂ । ନିରାଶ କରିଲା ପୁରା ଦଳ । ୱିକେଟ ଯାଉଥିଲେ ଆଉ ଲଢୁଥିଲେ ରିଙ୍କୁ । କାହାକୁ ଛାଡିଲେନି ସମସ୍ତଙ୍କୁ ମାତ ଦେଲେ । ହଁ ଦର୍ଶକ ବନ୍ଧୁ ଅଷ୍ଟ୍ରେଲିୟା ଓ ଭାରତ ମଧ୍ୟରେ ଚାଲିଛି ଟି-20 ସିରିଜ । ଟ୍ରଫି ହାତେଇବାକୁ ଚେଷ୍ଟା ଚାଲିଛନ୍ତି ଉଭୟ ଦଳ । ତେବେ ଚତୁର୍ଥ ମ୍ଯାଚରେ ଭାରତୀୟ ଦଳ ପୁରା ନିରାଶଜନକ ପ୍ରଦର୍ଶନ କରିଛନ୍ତି । ତଥାପି ରଙ୍କୁ ସିଂ କମାଲ କରିଛନ୍ତି ।

ବିସ୍ଫୋରକ ବ୍ୟାଟିଂ କରି ସମସ୍ତଙ୍କ ମନ କିଣି ନେଇଛନ୍ତି ରିଙ୍କୁ । ଅଷ୍ଟ୍ରେଲିଆ ବୋଲୋର ମାନଙ୍କୁ କନ୍ଦାଇ ଥିଲେ ରିଙ୍କୁ । କାହାରିକୁ ବି ଛାଡି ନ ଥିଲେ । ଯିଏ ଆସିଥିଲା ସମସ୍ତଙ୍କୁ ମାତା ଦେଇଥିଲେ ରିଙ୍କୁ ସିଂ । ଷ୍ଟାଡିୟମ ରିଙ୍କୁ ଙ୍କ ମାଡ ରେ ପ୍ରକମ୍ପିତ ହୋଇଥିଲା । ଗତ କାଲିର ମ୍ଯାଚରେ ରିଙ୍କୁ ସିଂ ଅଧିକ ବଲ ଖେଳିବାର ସୁଯୋଗ ପାଇଥିଲେ । କାରଣ 10 ଓଭୋର ଭିତରେ ପଡି ଯାଇଥିଲା 3ଟି ୱିକେଟ ।

ପ୍ରେସର ସମୟରେ ମଇଦାନ କୁ ଓଲହାଇଥିଲେ ରିଙ୍କୁ । ଯଶସ୍ଵୀ, ସୂର୍ଯ୍ୟ, ଶ୍ରେୟସ କେହି ବି କମାଲ କରିପାରି ନ ଥିଲେ । ସେଥିପାଇଁ ଦଳ 200 ରନ ବି ଛୁଇଁ ପାରି ନ ଥିଲା । ଅଷ୍ଟ୍ରେଲିୟା କୁ 175 ରନ ର ବିଜୟ ଲକ୍ଷ ଦେଇଥିଲା ଭାରତ । ଯାହା ଗୋଟେ ସହଜ ଚ୍ୟାଲେଞ୍ଜ ଥିଲା କଙ୍ଗାରୁ ଦଳ ପାଇଁ । ସବୁଠାରୁ ବଡ କଥା ହେଉଛି ରିଙ୍କୁ ଭଲ ପ୍ରଦର୍ଶନ କରିଛନ୍ତି ।

ସମସ୍ତେ ଚାହୁଁ ଥିଲେ ରିଙ୍କୁ ଙ୍କୁ ଉପରେ ଛାଡିବାକୁ କାରଣ ସେ ବହୁତ କମ ବଲ ଖେଳିବାକୁ ସୁଯୋଗ ପାଉଛନ୍ତି । ଯାହା ପରେ ରିଙ୍କୁ ଗତ କାଲିର ମ୍ଯାଚରେ ସୁଯୋଗ ମିଳିଥିଲା । ଚତୁର୍ଥ ଟି-20 ରେ ୱିକେଟ ପଡିଯିବା କାରଣରୁ ଅଧିକ ବଲ ଖେଳିବାକୁ ସୁଯୋଗ ମିଳିଥିଲା ରିଙ୍କୁ ଙ୍କୁ । ଆଉ ଏହା ପରେ କମାଲ କରିଥିଲେ ରିଙ୍କୁ । ମାରି ଚାଲିଲେ ଚଉକା ଛକା । 29 ଟି ବଲ ଖେଳି କରିଥିଲେ 46 ରନ ।

50 ରନ କରି ନ ପାରି ନିରାଶ ହୋଇଥିଲେ ରିଙ୍କୁ । ପ୍ରଥମେ ସୁଯୋଗ ପାଇଥିବା ହିତେଶ ମଧ୍ୟ ଭଲ ଖେଳିଥିଲେ ଗତ କାଲିର ମ୍ଯାଚ ରେ । 19 ଟି ବଲ ରେ କରିଥିଲେ 35 ରନ ହିତେଶ । କିନ୍ତୁ ଅକ୍ସର ପଟେଲ ଓ ଦୀପକ ଚହର 0-0 କରି ପ୍ୟାଭିଲିଅନ କୁ ଫେରି ଯାଇଥିଲେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।