ଇଏ ହେଉଛି ଭାରତର ସବୁଠୁ ବଡ ଜେଲ, ଯାହାର ନାଁ ଶୁଣିଲେ ହିଁ ଭୟରେ ଥରିଥାନ୍ତି କଏଦୀ

କହିବାକୁ ଗଲେ ସମାଜରେ ଶାନ୍ତି ସ୍ଥାପାନ କରିବା ପାଇଁ ଦେଶରେ ଆଇନ ବ୍ୟବସ୍ଥା ଥାଏ । ଆଇନର ଉଲଂଘନ କରୁଥିବା ଲୋକମାନଙ୍କୁ ଆଇନର ରକ୍ଷାକର୍ମୀ ଅର୍ଥାତ ପୋଲିସ ଧରିଥାନ୍ତି ଓ ଯେତେ ଦିନ ପର୍ଯ୍ୟନ୍ତ ନ୍ୟାୟଳୟରୁ କୌଣସି ଆଦେଶ ନ ମିଳିଯାଏ ସେତେ ଦିନ ପର୍ଯ୍ୟନ୍ତ ପୋଲିସ ସେହି ଅପରାଧୀକୁ କିମ୍ବା ଦୋଷୀକୁ ନିଜର ଗିରଫରେ ରଖିଥାଏ । କିନ୍ତୁ ଶେଷରେ କୋର୍ଟର ଶୁଣାଣୀ ପରେ ତାଙ୍କୁ ଅନ୍ୟ ଅପରାଧୀମାନଙ୍କ ସହିତ ଅନ୍ୟ ଏକ ବଡ ଜେଲକୁ ପଠାଇ ଦିଆଯାଏ ।

ଜେଲ ଏକ ଏମିତି ସ୍ଥାନ ଅଟେ ଯେଉଁଠି ଚୋର, ଅପରାଧୀ, ଆତଙ୍କ କରୁଥିବା ଲୋକମାନଙ୍କୁ ରଖାଯାଏ । ଏହା ବିଷୟରେ ପ୍ରାୟତଃ ସମସ୍ତେ ଜାଣିଛନ୍ତି । ଆମ ଦେଶରେ ଏହିଭଳି ବହୁତ ଜେଲ ଅଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଭାରତର ସବୁଠୁ ବଡ ଜେଲ ବିଷୟରେ କହିବାକୁ ଯାଉଛୁ । ଯାହାର ନାମ ଶୁଣିବା ମାତ୍ରେ ହିଁ ଅପରାଧୀମାନେ ଭୟଭୀତ ହୋଇ ଯାନ୍ତି ଓ ସେମାନଙ୍କର ଗୋଡ ତଳୁ ମାଟି ଖସି ଯାଏ ।

ଜେଲ ଏକ ଏମିତି ଜାଗା ଅଟେ ଯେଉଁଠି ଅପରାଧୀମାନଙ୍କୁ ତାଙ୍କର ଅପରାଧ ପାଇଁ ଦଣ୍ଡିତ କରିବା ନିମନ୍ତେ ରଖାଯାଏ । ଯେମିତି ଆପଣ ସମସ୍ତେ ଜାଣିଛନ୍ତି କି ଭାରତରେ ବହୁତ ଅପରାଧ ହୋଇଥାଏ । ଯେଉଁ କାରଣରୁ ଭାରତରେ କେତେକ ବଡ ବଡ ଜିଲ୍ଲାରେ କିଛି ବଡ ଓ ଭୟଙ୍କର ଜେଲ ର ନିର୍ମାଣ କରାଯାଏ । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଭାରତର ସବୁଠୁ ବଡ ଜେଲ କିଏ ଅଟେ ।

ଆମେ କଥାବାର୍ତ୍ତା କରୁଛୁ ତିହାଡ଼ ଜେଲ ବିଷୟରେ । ଯେଉଁଠି ସବୁଠୁ ଭୟଙ୍କର ଅପରାଧୀମାନଙ୍କୁ ରଖାଯାଏ । ତିହାଡ଼ ଜେଲକୁ ଏସିଆ ମହାଦୀପର ସବୁଠୁ ବଡ ଜେଲ କୁହାଯାଏ । ଏହି ଜେଲ ରେ ଅପରାଧୀମାନଙ୍କ ମଧ୍ୟରେ ମାରପିଟ ହେବା ଓ ଝଗଡା ହେବା ସାଧାରଣ କଥା ଅଟେ । ଆପଣଙ୍କୁ କହିଦେଉଛୁ କି ଏହାର ନିର୍ମାଣ ୧୯୫୭ରେ କରାଯାଇଥିଲା ଓ ଏହି ଜେଲ ଦିଲ୍ଲୀର ସବୁଠୁ ଛୋଟ ଜେଲ ଥିଲା ।

Image courtesy: Google

କିନ୍ତୁ ଧୀରେ ଧୀରେ ଏହି ଜେଲରେ ଅପରାଧୀ ବଢିବାକୁ ଲାଇଲେ ଓ ଏହି ଜେଲକୁ ବଡ କରାଗଲା । ଏହି ଜେଲ କେନ୍ଦ୍ର ସରକାରଙ୍କ ଅଧୀନରେ ଅଛି । ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଏହି ଜେଲ ରେ ଅଧିକ ଅପରାଧୀ ଅଛନ୍ତି । ଭାରତର ସବୁଠୁ ସୁରକ୍ଷିତ ଜେଲ ହେବା ପରେ ବି ଏହି ଜେଲ ର ସୁରକ୍ଷାରେ ଅସୁବିଧା ଅଛି ।

ଏହି ଜେଲରେ ୯୦୦ ଘର ଅଛି ଓ ୨୦ଟି ବଡ ସଂଗଠନ ଅଛନ୍ତି ଯେଉଁମାନେ ନିଜର ଆତଙ୍କ ଜେଲରେ ବିସ୍ତାର କରୁଛନ୍ତି । କିନ୍ତୁ ଯଦି ଅପରାଧୀମାନଙ୍କୁ ଧ୍ୟାନରେ ରଖି ଘରର ନିର୍ମାଣ କରାଯାଏ ତେବେ ଜେଲରୁ ପାଖପାଖି ୫୦୦୦ ଘର ଦରକାର ଅଟେ ।ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।