ଭାରତର 4ଟି ଭଣ୍ଡ ବାବା ଙ୍କ କାରନାମା, ଯାହାଙ୍କ Video ହେଇଥିଲା ଖୁବ ଭାଇରାଲ, ଆପଣ ବି ଦେଖନ୍ତୁ ଭିଡିଓ, କେମତି ଏମାନେ ଲୋକଙ୍କୁ ଲଗାନ୍ତି ଚୂନା

ଆମ ଦେଶରେ ଅଧିକାଂଶ ଲୋକ ମାନେ ଧାର୍ମିକ କାମକୁ ନେଇ ଅଧିକ ଭାବୁକ ହୋଇଥାନ୍ତି । ସେଥିପାଇଁ କିଛି ଲୋକ ମାନେ ଧର୍ମ ନାମ ନେଇ ଅନେକ କିଛି କରିଥାନ୍ତି । ଏହାକୁ ଆଧାର କରି କିଛି ଭ-ଣ୍ଡ ବା-ବା ଅନେକ ଲୋକଙ୍କୁ ଟଙ୍କା ଲୋ-ଭ-ରେ ପ୍ର-ତା-ର-ଣା କରିଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଭ-ଣ୍ଡ ବା ଠ-କ ବା-ବା-ଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଟଙ୍କା ଲୋ-ଭ-ରେ ନାରୀ ମାନଙ୍କ ସହ ଖ-ରା-ପ ଆ-ଚ-ର-ଣ କରି ଟ-ଙ୍କା ଲୁ-ଟ କରୁଛନ୍ତି । ବନ୍ଧୁଗଣ ଆପଣ ମାନେ ବିଭିନ୍ନ ପ୍ରକାରର ବାବା ଦେଖିଥିବେ ଯେଉଁ ମାନେ ନିଜ ଚମତ୍କାର ଜରିଆରେ ଲୋକ ମାନଙ୍କୁ ରୋଗ ବୈରାଗକୁ ଠିକ କରିଥାନ୍ତି । ଏମିତି ଏକ ଭ-ଣ୍ଡ ବା-ବା ଯାହାର ନାଁ ହେଉଛି ରାମ ପ୍ରକାଶ ଚୌହାନ ଯିଏ ନାରୀ ମାନଙ୍କ ରୋଗ ଠିକ କରିବା ବାହାନାରେ ସେମାନଙ୍କ ଠାରୁ ଟଙ୍କା ଆଦାୟ କରିଥାଏ । ଏହି ବ୍ଯକ୍ତିର ଅନ୍ୟ ନାମ ହେଉଛି ଚୁ-ମ୍ବ-ନ ବାବା ।

ଏହି ବାବା ମହିଳା ମାନଙ୍କୁ କି-ସ କରି ସେମାନଙ୍କ ରୋଗ ଠିକ କରୁଥିଲା । ଏହିଭଳି ଘୃ-ଣ୍ୟ କାମରେ ତାର ମା ମଧ୍ୟ ତାକୁ ସାହାଜ୍ଯ କରୁଥିଲା । ସେଥିପାଇଁ ୨୨ ଅଗଷ୍ଟ ୨୦୧୯ରେ ପୋ-ଲି-ସ ଏହି ଭ-ଣ୍ଡ ବା-ବା ଓ ତାର ମାକୁ ଆ-ରେ-ଷ୍ଟ କରିଥିଲା । ଦୁନିଆରେ ଅନେକ ଲୋକଙ୍କୁ ଭୁ-ତ, ପ୍ରେ-ତ ଲାଗିବାର ଆପଣ ମାନେ ନିଶ୍ଚୟ ଜାଣିଥିବେ । ସେଥିପାଇଁ ଏହି ଲୋକ ମାନେ ବା-ବା ବା ତା-ନ୍ତ୍ରି-କ ପାଖକୁ ଏହାର ନୀବାରଣ ପାଇଁ ଯାଇଥାନ୍ତି ।

ଏମିତି ଏକ ଭ-ଣ୍ଡ ବା-ବା ଅଛି ଯିଏ ନାରୀ ମାନଙ୍କ ସହ ଖ-ରା-ପ ବ୍ୟ-ବ-ହା-ର କରି ତାଙ୍କ ଦେହରୁ ଭୂ-ତପ୍ରେ-ତ ବାହାର କରିବା ପାଇଁ ବାହାନା କରିଥାଏ । ଅନ୍ୟ ପଟେ ଦେଖିବାକୁ ଗଲେ ଆଉ ଗୋଟେ ଭ-ଣ୍ଡ ବା-ବା ସେ ନାଚିବା ମାତ୍ରେ ତା ଉପରେ ପଇସା ବର୍ଷା ହୁଏ ବୋଲି କହି ଲୋକ ମାନଙ୍କୁ ଠକି କେତେ ଯେ ଟଙ୍କା ଲୁ-ଟ କ-ରି-ଛି ତାହା କହିବା ସମ୍ଭବ ନୁହେ । ପ୍ରକୃତରେ ସରଳ ଓ ନିରୀହ ଲୋକ ମାନଙ୍କୁ ଏଭଳି ଭ-ଣ୍ଡ ବା-ବା ଠ-କି ସେମାନଙ୍କର ସରଳତାର ଫାଇଦା ଉଠାଇଥାନ୍ତି ।

ଅନ୍ୟ ଏକ ବାବାଙ୍କ କାହାଣୀ କହିବାକୁ ଗଲେ ସେ ହେଉଛନ୍ତି ନିତ୍ଯାନନ୍ଦ ସ୍ଵାମୀ ଯିଏ ଆଜି କେବଳ ବାବା ନୁହେ ବରଂ ଦେଶର ମାଲିକ ମଧ୍ୟ ଅଟନ୍ତି ଯାହାର ପ୍ରକୃତ ନାଁ ହେଉଛି କୈଳାସ ଯାହା ପାଖରେ କୋଟୋ କୋଟି ତାଙ୍କର ଖଜଣା ରହିଛି । ଏହି ବାବା ଲୋକଙ୍କୁ ଠକି ଟଙ୍କା ଲୁ-ଟ କରୁଥିବାରୁ ପୋ-ଲି-ସ ତାକୁ ଆ-ରେ-ଷ୍ଟ କରିଥିଲେ ମଧ୍ୟ ସେ ପ-ଳା-ଯ-ନ କରିଥିଲା ।

ଏହା ପରେ ସେ ଆମେରିକାରେ ଏକ ଆଇଲ୍ୟାଣ୍ଡ କିଣି ସେଠାରେ ନିଜକୁ ମହାଦେବଙ୍କର ଅବତାର କହି ସେଠିକାର ଲୋକଙ୍କୁ ଠକିବା ଆରମ୍ଭ କରିଛି । ପ୍ରକୃତରେ ଦେଖିବାକୁ ଗଲେ ଯେଉଁ ମାନେ ଏହିଭଳି ଠକ ବାବାଙ୍କ ଉପରେ ବିଶ୍ବାସ କରିଥାନ୍ତି ସେମାନେ ନିଜ ଜୀବନରେ ଅସୁବିଧାରେ ପଡିଥାନ୍ତି ।

ବନ୍ଧୁଗଣ ଏହି ଘ-ଟ-ଣା-କୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ କରି ଜଣାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ