ଭାରତୀୟ ରେଳ ବିଭାଗରୁ ଆସିଛି ବଡ ଖବର, ଗରିବ ଓ ଶ୍ରମିକ ମାନଙ୍କ ପାଇଁ କରାଯିବ ସ୍ଵତନ୍ତ୍ର ଟ୍ରେନ୍ ଯାତ୍ରା ! ଜାଣନ୍ତୁ କଣ ରହିଛି ସୁବିଧା …

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଗରିବ ଓ ଶ୍ରମିକଙ୍କ ପାଇଁ ରେଳବାଇ ନେଇଆସିଛି ବଡ ଖବର । ଚାଲିବ ସ୍ଵତନ୍ତ୍ର ଟ୍ରେନ୍ ଓ ମିଳିବ ଅନେକ ସୁବିଧା । ଏଣିକି ଗରିବ ଓ ଶ୍ରମିକମାନଙ୍କୁ ଦୃଷ୍ଟି ଆଗରେ ରଖି ନିସ୍ପତି ନେଇଛି ରେଳବାଇ । ଗରିବ ଲୋକମାନଙ୍କ ପାଇଁ ହେବ ସ୍ଵତନ୍ତ୍ର ଟ୍ରେନ୍ ।  ସାଧାରଣତଃ ଗରିବ ଶ୍ରେଣୀର ଲୋକମାନେ ଟ୍ରେନ ରେ ଯାତ୍ରା କରିବା ବେଳେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ।

ସେମାନଙ୍କ  ରୋଜଗାରର ଅଧା ଟଙ୍କା ଗାଡି ଭଡାରେ ପଳେଇଯାଇଥାଏ । ଯଦି ଗରିବ ବ୍ୟକ୍ତି ଦିନକୁ 500 ଶହ ଟଙ୍କା ରୋଜଗାର କରେ ତେବେ ତାଙ୍କୁ 200 ଟଙ୍କା ଦେଇ ଟ୍ରେନ୍ ରେ ଯାତ୍ରା କରିବାକୁ ଦେବାକୁ ପଡିଥାଏ । ତେଣୁ ଏହିସବୁ ବିଷୟବସ୍ତୁକୁ ଧ୍ୟାନରେ ରଖି ଭାରତୀୟ ରେଳ ବିଭାଗ ଏକ ନିଷ୍ପତି ନେଇଛି । ଭାରତୀୟ ରେଳବିଭାଗ ପକ୍ଷରୁ  ଖୁବ୍ ଶୀଘ୍ର ଟ୍ରାକ୍ କୁ ଓଲହାଇବ ଜନତା ଏକ୍ସପ୍ରେସ୍ ।

ଏହି ଟ୍ରେନ୍ନ କେବଳ ଶ୍ରମିକମାନଙ୍କ ପାଇଁ ହେବ ଏବଂ ଏହି ଟ୍ରେନ୍ ସେହି ମାର୍ଗ ବାଟେ ଯିବ ଯେଉଁ ଆଡେ ଲୋକେ କାର୍ଯ୍ୟ କରିବାକୁ ଯାଉଥିବେ । ଏହି ଟ୍ରେନ୍ ରେ 22 ରୁ 23 ଟି କୋଚ୍ ରହିବ । ସୂଚନା ଅନୁଯାୟୀ ଏହି ଟ୍ରେନ୍ 2024 ରୁ ଏହି ରେଳ ସେବା ଆରମ୍ଭ ହେବାକୁ ଯାଉଛି । ଏହି ଟ୍ରେନ୍ନ ଜେନେରାଲ ଓ ଶ୍ଲୀପର ବଗି ରହିବ ।

ଏହି ଟ୍ରେନ୍ ରେ ଯାତ୍ରା କରୁଥିବା ଲୋକମାନଙ୍କୁ ଅନ୍ୟ ଟ୍ରେନ୍ନ ଅପେକ୍ଷା ବହୁତ କମ୍ ଟଙ୍କା ଦେବାକୁ ପଡିଥାଏ ।  ରେଳବିବଭାଗର ଜଣେ ଅଧିକାରୀଙ୍କ କହିବା ଅନୁସାରେ ଏହି ଟ୍ରେନ୍ନ ଉତ୍ତରପ୍ରଦେଶ , ଝାରଖଣ୍ଡ ,ବିହାର ,ଛତିଶଗଡ ,ଓଡିଶା , ପଶ୍ଚିମବଙ୍ଗ ,ପଞ୍ଜାବ ,ଆସାମ ,ଗୁଜୁରାଟ ଓ ଦିଲ୍ଲୀ ଭଳି ରାଜ୍ୟରେ ଏହି ସେବା ଯୋଗାଇ ଦିଆଯିବ । ଏହି ରାଜ୍ୟରେ ଅଧିକାଂଶ ଲୋକେ କାମ କରିବାକୁ ଟ୍ରେନ୍ ର ବ୍ୟବହାର ଅଧିକ ମାତ୍ରାରାରେ କରିଥାନ୍ତି ।

ତେଣୁ ଏହି ସ୍ଥାନରେ ଜନତା ଟ୍ରେନ୍ ଯାତାୟତା କରିବ । ଏହିସାବି ସେବା ଗରିବ ଶ୍ରମିକମାନଙ୍କ ପାଇଁ ଏହା ଦ୍ଵାରା ସେମାନଙ୍କ ସମସ୍ଯା କମିଥାଏ । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।