ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମେ ସମସ୍ତେ ନିଜର ଚେହେରାକୁ ଦାଗ ମୁକ୍ତ, ଗ୍ଲୋଇଙ୍ଗ ତଥା ସୁନ୍ଦର କରିବାକୁ ଚାହିଁଥାଉ । ହେଲେ ମାର୍କେଟରୁ ଅନେକ ପ୍ରକାର କ୍ରିମ, ଫେଶ ୱାଶ ତଥା ଅନେକ ପ୍ରକାର ଫେସ ପ୍ରଡ଼କ୍ଟ ବ୍ୟବହାର କରିବା ସତ୍ବେ ମଧ୍ୟ ଅନେକ ପ୍ରକାର ଫେସରେ ଦାଗ ରହିବା ସହ ମୁହଁର ସୁନ୍ଦରତା କମିଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଉପାୟଟି କହିବା ପାଇଁ ଯାଉଛୁ । ତାହା ସଂପୂର୍ଣ୍ଣ ପ୍ରାକୃତିକ ଓ ପ୍ରଭାବଶାଳୀ ଅଟେ ।
ଏହି ରେମିଡି ପାଇଁ ବେସନ, ଅଟା, ହଳଦୀର, ମହୁ ଓ ଦହି ଦରକାର ପଡିବ । ତେବେ ରେମିତି ପାଇଁ ଆପଣଙ୍କୁ ପ୍ରଥମେ ୧ ଚାମଚ ବେସନର ଆବଶ୍ୟକତା ପଡିବ । ତେବେ ବେସନରେ ଏପରି ଏକ ପୋଷକ ରହିଥାଏ । ଯାହା ଚେହେରାରେ ଥିବା ଦାଗକୁ କମାଇବା ସହ ଚେହେରାକୁ ଭିତରୁ ସଫା କରିବାରେ ସାହାଜ୍ଯ କରିଥାଏ । ଏହାପରେ ଆପଣଙ୍କୁ ୧ ଚାମଚ ଅଟାର ଦରକାର ପଡିବ । ଅଧା ଚାମଚ ହଳଦୀ ସେଥିରେ ମିଶାନ୍ତୁ ।
ହଳଦୀ ଆମ ଚେହେରା ଜମି ରହିଥିବା ଅଏଲ ଓ ମଇଳାକୁ ବାହାର କରିଥାଏ । ଏହା ସହ ଚେହେରାରେ ଚମକ ପ୍ରଦାନ କରିଥାଏ । ଏହାପରେ ଅଧା ଚାମଚ ମହୁ ସେଥିରେ ମିଶାନ୍ତୁ । ଏହାପରେ ୧ କିମ୍ବା ୨ ଚାମଚ କଞ୍ଚା କ୍ଷୀ ବା ଦହି ସେଥିରେ ମିଶାନ୍ତୁ । ଏହାପରେ ଏହି ସମସ୍ତ ସାମଗ୍ରୀକୁ ଆପଣ ଭଲ ଭାବରେ ଗୋଳାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।
ଆପଣ ଏହି ପେଷ୍ଟକୁ ଆପଣଙ୍କ ଚେହେରାରେ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ନିଜର ଚେହେରାକୁ ଭଲ ଭାବରେ ଧୋଇ ପରିଷ୍କାର କରି ଦିଅନ୍ତୁ । ଏହାପରେ ଆପଣ ପ୍ରସ୍ତୁତ କରିଥିବା ଏହି ଜବରଦସ୍ତ ରେମିଡିକୁ ଆପଣ ଆପଣଙ୍କର ଚେହେରାରେ ଭଲ ଭାବରେ ମସାଜ କରି ଲଗାନ୍ତୁ । ଆପଣ ଚାହିଁଲେ ଏହାକୁ ଆପଣ ବେକ, ହାତ କିମ୍ବା ଶରୀରର କୌଣସି ଜାଗାରେ ମଧ୍ୟ ଆପଲାଏ କରିପାରିବେ ।
ଏହା ଫେସରେ ଶୁଖିଲା ପରେ ହିଁ ଏହାକୁ ସାଧାରଣ ଥଣ୍ଡା ପଣିରେ ଧୋଇ ଦିଅନ୍ତୁ । ପ୍ରଥମ ବ୍ୟବହାରରେ ହିଁ ଆପଣ ଏହାର ବେଷ୍ଟ ରେଜଲ୍ଟ ଦେଖିବାକୁ ପାଇବେ । ଆପଣ ସପ୍ତାହରେ ଏହି ରେମିଡିକୁ ୨ ରୁ ୩ ଥର ବ୍ୟବହାର କରିପାରିବେ । ଏହି ଘରୋଇ ରେମିଡି ବ୍ୟବହାର କରିବା ଦ୍ଵାରା ଆପଣଙ୍କ ସ୍କିନରେ କୌଣସି ପ୍ରକାର ସାଇଡଇଫେକ୍ଟ ମଧ୍ୟ ଦେଖିବାକୁ ମିଳିନଥାଏ ।
ଏହା ଛଡା ଆପଣଙ୍କ ଚେହେରାରେ ଥିବା ଦାଗ, ବ୍ରଣକୁ ଦୂର କରିବା ସହ ମୁହଁରେ ଏକ ଅଲଗା ଚମକ ଆଣିଦେଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହ ବହୁ ମାତ୍ରାରେ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ