ଆଜି ଆମେ ଆପଣଙ୍କୁ ଏପରି ଏକ ଚମତ୍କାରୀ ଗଛ ବିଷୟରେ କହିବୁ ଯାହା ଦେଖିବାକୁ ଖୁବ ସାଧାରଣ କିନ୍ତୁ ଏହା ଦିବ୍ୟ ଗୁଣରେ ଭରପୁର । ଏଥିରେ ଥିବା ଔଷଧୀୟ ଗୁଣ ଆପଣଙ୍କ ଚେହେରାରେ ଚମକ ଆଣିବାରେ, ଆପଣଙ୍କ କେଶ କଳା ରଖିବାରେ ଓ ଆପଣଙ୍କୁ ବୁଢା ହେବାରୁ ବଞ୍ଚିବା ପାଇଁ ବହୁତ ଅଧିକ ଉପଯୋଗୀ ଅଟେ ।
କିନ୍ତୁ ଅନେକ ଲୋକ କେବଳ ପୂଜାରେ ଏହାର ଫୁଲକୁ ବ୍ୟବହାର କରନ୍ତି ଓ ଏହି ଫୁଲ ଗଛକୁ ଅଦରକାରୀ ବୋଲି ଭାବନ୍ତି । ବହୁତ ଲୋକ ଏହି ଗଛର ଏବଂ ଫୁଲର ଉପକାରିତା ବିଷୟରେ ଜାଣି ନାହାନ୍ତି । ଏହି ଫୁଲକୁ ସଦାବିହାରୀ, ସିନ୍ଧୁପୁଷ୍ପ ଓ ବାରାମାସୀ ମଧ୍ୟ କୁହାଯାଏ । କାରଣ ଏହି ଫୁଲ ବାରମାସ ଫୁଟିଥାଏ । ଆଜି ଆମେ ଆପଣଙ୍କୁ ଏହି ଫୁଲରେ ପ୍ରସ୍ତୁତ କିଛି ଉପଚାର ବିଷୟରେ କହିବୁ ଯାହାର ପ୍ରୟୋଗ କରି ଆପଣ ନିଜ ଚେହେରାକୁ ସଫାସୁତୁରା କରି ପାରିବେ ଏବଂ ବାଳକୁ କଳା ଓ ଶକ୍ତ କରି ପାରିବେ ।
ଏହାର ପ୍ରୟୋଗ କରି ଆପଣ ବୁଢା ପରି ଦେଖାଯିବାକୁ ମଧ୍ୟ ଏଡାଇ କରିବେ । ଏହି ସବୁ ପାଇଁ ଆପଣ କିପରି ଏହି ଫୁଲର ଉପଯୋଗ କରିବେ ତାହା ଆଜି ଆମେ ଆପଣଙ୍କୁ ଜଣେଇବୁ । ବାଳକୁ କଳା କରିବା ପାଇଁ ଆପଣ କିଛି ସଦାବିହାରୀ ପତ୍ର ନେଇ ତାକୁ ଭଲ ଭାବେ ପେଶୀ କରି ସେଥିରୁ ଦୁଇ ଚାମୁଚ ରସ ବାହାର କରି ଦିଅନ୍ତୁ । ଏହି ରସକୁ ଆପଣ ନିଜ କେଶରେ ଭଲ ଲାଗେ ଲଗାଇ ଦିଅନ୍ତୁ ଓ ଏହାକୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ସେହିପରି ଛାଡି ଦିଅନ୍ତୁ ।
ଏହାପରେ ଆପଣ କେଶକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ଆପଣଙ୍କ କେଶକୁ କଳା କରିବା ସହ ଶକ୍ତ ଏବଂ ଚମକଦାର ମଧ୍ୟ କରିବ । ଆପଣଙ୍କ ବାଳକୁ ସୁସ୍ଥ ରଖିବା ପାଇଁ ଏହା ଦିବ୍ୟ ପ୍ରୟୋଗ ଅଟେ । ଯଦି ଆପଣ ନିଜ ଚେହେରାକୁ ସଫା ଏବଂ ଚମକଦାର ରଖିବାକୁ ଚାହାନ୍ତି ତେବେ କେବଳ ସଦାବିହାରୀ ଫୁଲକୁ ନେଇ ତାକୁ ପେଶୀ ସେଥିରୁ ଗୋଟିଏ ପେଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ । ସେଥିରୁ ଏକ ରୁ ଦୁଇ ଚାମୁଚ ପେଷ୍ଟ ନେଇ ନିଜ ଚେହେରାରେ ଲଗାଇ ଦିଅନ୍ତୁ ।
ଏହା ଏକ ଘଣ୍ଟା ପର୍ଯ୍ୟନ୍ତ ନିଜ ଚେହେରାରେ ଲଗାଇ ରଖନ୍ତୁ, ତାପରେ ମୁହଁ କୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହପରି କରିବା ଦ୍ଵାରା ଆପଣଙ୍କ ଚେହେରା ଚମକି ଉଠିବ ଓ ତ୍ଵଚା ମଧ୍ୟ କୋମଳ ଓ ସୁନ୍ଦର ଦେଖାଯିବ । ସେହିପରି ଆପଣ ନିଜ ତ୍ଵଚାକୁ ସୁସ୍ଥ ଏବଂ ସୁନ୍ଦର ରଖିବାକୁ ଚାହୁଁଥିଲେ ଓ ଶୀଘ୍ର ବୁଢା ଦେଖାଯିବାକୁ ନ ଚାହୁଁଥିଲେ ଏହି ଉପାୟଟି ନିଶ୍ଚୟ କରନ୍ତୁ । ଦୁଇରୁ ତିନୋଟି ସଦାବିହାରୀ ଫୁଲ ଏବଂ ଦୁଇରୁ ତିନୋଟି ପତ୍ର ସମାନ ମାତ୍ରାରେ ନେଇ ଏହାକୁ ଭଲ ଭାବେ ପେଶୀ ଦିଅନ୍ତୁ ।
ସେଥିରୁ ଅଧ ଚାମୁଚ ରସ ବାହାର କରି ଦିନରେ ଠାରେ ଏକ ଗ୍ଳାସ ପାଣିରେ ମିଶାଇ ସେବନ କରନ୍ତୁ । ଦେଖିବେ ଆପଣ ଯବାନ ଦେଖାଯିବେ । ଆମ ପୋଷ୍ଟ ଆପଣଙ୍କୁ ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।