ବର୍ଷା ଙ୍କ ଭଉଣୀ ଙ୍କ ସହ ଅନୁଭବଙ୍କର ଭିତିରି କଥା । ଶାରୀରିକ ସମ୍ପର୍କ କୁ ନେଇ ଦୁହେଁ ହୋଇଥିଲେ କଥାବାର୍ତ୍ତା । ଅନୁଭବ କହିଥିଲେ ଦିଦି ବର୍ଷା ମୋ ସହ ସମ୍ପର୍କ ରଖୁ ନାହାନ୍ତି । ହଁ ଦର୍ଶକ ବନ୍ଧୁ ଏବେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ କହି ଦେଇଛନ୍ତି ସବୁ ଭିତିରି କଥା । ଏମିତି କଥା ସବୁ ଅନୁଭବ କହି ଦେଲେ ଯାହା କେହି କେବେ ଜାଣି ନ ଥିଲେ ।

ସମସ୍ତଙ୍କର ଗୁପ୍ତ ରାଜ ଖୋଲି ଦେଇଛନ୍ତି ଅନୁଭବ ମହାନ୍ତି । କେମିତି ସେ ମରି ମରି ବଞ୍ଚିଛନ୍ତି ତାହା ସମସ୍ତଙ୍କୁ ଜଣାଉଥିଲେ । ସୂଚନା ଅନୁଯାୟୀ ବର୍ଷା ଙ୍କ ବଡ ଭଉଣୀଙ୍କୁ ହାତ ଯୋଡି ଗୁହାରି କରିଥିଲେ ଅନୁଭବ । ଅନୁଭବ କହିଥିଲେ କି ମୋ ସହ ବର୍ଷା ଶାରୀରିକ ସମ୍ପର୍କ ରଖୁ ନାହାନ୍ତି । ମୋତେ ଟିକେ ଶାନ୍ତିରେ ମରିବାକୁ ଦିଅ । ଏମିତି କିଛି ଲେଖି ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅନୁଭବ ମହାନ୍ତି ।
ଅନୁଭବ ପୋଷ୍ଟ ରେ ଲେଖିଛନ୍ତି କି “ଦିଦି ମୁଁ ଯେବେ ଅସମର୍ଥ ଥିଲି ସେତେବେଳେ ମୋତେ ସଫଳତା କରିବା ପାଇଁ ବର୍ଷା ଙ୍କର ଯୋଗଦାନ ବହୁତ ଅଛି । ଯାହାକୁ ମୁଁ କେବେ ବୁଲି ପାରିବିନି । କିନ୍ତୁ ଦିଦି ଏହି କଥା ପଚାରିବା ପୂର୍ବରୁ ମୁଁ ତୁମକୁ କ୍ଷମା ମାଗୁଛି । ଗୋଟେ ସ୍ଵାମୀ ସ୍ତ୍ରୀ ନିଜ ସାଥୀକୁ କେମିତି ସ୍ଵୀକାର କରିପାରିବ ଯେ ବାହାଘରର ର 5 ବର୍ଷ ପରେ ବି ଦୁହେଁ ଦୁହିଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ପରାମର୍ଶ ଦିଅନ୍ତି ନାହିଁ ।

ମୋ ସହ ଅନ୍ୟ କେହି ମଧ୍ୟ ନାହାନ୍ତି । ଦିଦି ମୋ ଉପରେ ବିଶ୍ଵାସ କରନ୍ତୁ । ଅଟେ ଟିକେ ଶାନ୍ତିରେ ମରିବାକୁ ସାହାର୍ଯ୍ୟ କର । ଦିଦି ତୁମେ ମୋ ଭଗବାନ” । ଏମିତି କିଛି ଲେଖିଥିଲେ ଅନୁଭବ ମହାନ୍ତି ବର୍ଷା ଙ୍କ ବଡ ଭଉଣୀ ଙ୍କୁ ଯେଉଁଥିରେ ସେ ଗୁହାରି ହେବାର ମଧ୍ୟ ଦେଖା ଯାଇଛି । ଏହା ଶୁଣିବା ପରେ ବର୍ଷାଙ୍କ ଭଉଣୀ କହିଥିଲେ ମୁଁ ତୁମ ପାଇଁ ପ୍ରାର୍ଥନା କରୁଛୁ । ଦୁହେଁ ପରସ୍ପରକୁ କିଛି ସମୟ ଦିଅ ।
ଦୁହେଁ ରାତି ହେଲେ କାହିଁକି ଝଗଡା କରୁଛ ? ରିଲାକ୍ସ ରୁହ ଆଉ ଲାଇଫକୁ ଖୁସିରେ ବଞ୍ଚ । ମୋର ଭଲ ପାଇବା ଓ ଆଶୀର୍ବାଦ ତୁମ ଦୁହିଙ୍କ ଉପରେ ରହିଛି” । ଏଠାରେ ବର୍ଷା ଙ୍କ ଭଉଣୀ ରାତିରେ ଝଗଡା ହେବା କଥା କହିଛନ୍ତି ଯାହାର ଅର୍ଥ ଅନୁଭବ ଓ ବର୍ଷା ଉଭୟ ଝଗଡା କରୁଥିଲେ । ବୋଧ ହୁଏ ଏହାର କାରଣ ଶାରୀରିକ ସମ୍ପର୍କ ହୋଇପାରେ ।
ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିବା ନିହାତି ଜରୁରୀ ଓ ଏହା ଦ୍ଵାରା ମାନସିକ ଶାନ୍ତିରେ ବଞ୍ଚିପାରିବ ବୋଲି ଅନେକ ଥର କୋର୍ଟରେ କହିଥିଲେ ଅନୁଭବ । ତେବେ ଦୁହିଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ ବୋଲି ବର୍ଷା ମଧ୍ୟ ସ୍ଵୀକାର କରିଥିଲେ । କୋର୍ଟର ରାୟ ଆସିବା ପରେ ଗୋଟେ ଗୋଟେ ନୂଆ ତଥ୍ୟ ଦେବାରେ ଲାଗିଛନ୍ତି ଅନୁଭବ ମହାନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।