ବର୍ଷା ଙ୍କ ସହ ଆଉ ସିନେମା କରିବେ କି ନାହିଁ ପ୍ରଶ୍ନ ପଚାରିବାରୁ ଏମିତି କାହିଁକି ପାଟି ରେ ହାତ ଦେଲେ ଅନୁଭବ ମହାନ୍ତି ?

ଦର୍ଶକ ବନ୍ଧୁ ସାଂସଦ ଅନୁଭବ ମହାନ୍ତି ଙ୍କୁ ନେଇ ଏକ ବଡ ଖବର ଆସିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗଣମାଧ୍ୟମରେ ଅନୁଭବ ଙ୍କୁ ପଚରା ଯାଇଛି ସେ ବର୍ଷାଙ୍କ ସହ ଆଉ ସିନେମା କରିବେ କି ନାହିଁ ? ଏହି ପ୍ରଶ୍ନ ସେତେବେଳେ ପଚରା ଯାଇଛି ଯେବେ କୋର୍ଟ ଦୁହିଙ୍କର ଛାଡପତ୍ର ପାଇଁ ନୁମତି ଦେଇ ସାରିଛନ୍ତି । ଆଉ ଅନୁଭବ ବର୍ଷାଙ୍କ ହାତ ଧରି ଚଳିବେନି କି ବର୍ଷା ଙ୍କୁ ସମଥିଙ୍ଗ ସମଥିଙ୍ଗ କହିବେନି ।

କି ଅନୁଭବଙ୍କ ପାଇଁ ବର୍ଷାଙ୍କ ହୃଦୟ ସମଥିଙ୍ଗ ସମଥିଙ୍ଗ ହେବେ ନାହିଁ । ଦର୍ଶକ ମାନେ ରୁପେଲି ପରଦାରେ ବର୍ଷା ଅନୁଭବଙ୍କୁ ଏକାଠି ଦେଖୁଥିଲେ ପସନ୍ଦ କରୁଥିଲେ ଅନ୍ତତ ପକ୍ଷେ ଦର୍ଶକ ମାନେ ବୁଝିବା ଦରକାର ଆଉ ଏମାନେ ଦୁହେଁ ଏକାଠି ହେବେ ନାହିଁ । ଶୁଆ ସାରି ହୋଇ ଏମାନେ ଆଉ କଥା କହିବେନି । କାରଣ ବ୍ୟକ୍ତିଗତ ଜୀବନର ଝଡ ଏମାନଙ୍କର ସିନେମା ଉପରେ ପ୍ରଭାବ ପକାଇଛି ।

ଅତୀତରେ ଅଭିନେତା ସିଦ୍ଧାନ୍ତ ଓ ଅଭିନେତ୍ରୀ ରଚନା ଙ୍କ ଯୋଡି ଯେବେଠୁ ଯାଇଛି ସେବେ ଠାରୁ ବର୍ଷା ଅନୁଭବଙ୍କ ଯୋଡି ହିଟ ହୋଇଛି । ଦର୍ଶକ ମାନେ ଯେମିତି ସିଦ୍ଧାନ୍ତ ରଚନାଙ୍କ ଯୋଡି କୁ ପସନ୍ଦ କରୁଥିଲେ ଠିକ ସେମିତି ବର୍ଷା ଅନୁଭବଙ୍କ ଯୋଡି କୁ ମଧ୍ୟ ପସନ୍ଦ କରିବେ ଆଉ ଖୋଜିବେ ମଧ୍ୟ । ସେହି ପୁରୁଣା ସ୍ମୃତି ତାଜା ହୋଇ ରହିବ । ବର୍ଷାଙ୍କ ପାଇଁ ଅନୁଭବ ରୁପେଲି ପରଦାରେ ଦିୱାନା ହୋଇ ରହୁଥିଲେ କିନ୍ତୁ ଆଉ ଏବେ ହେବେ ନାହିଁ ।

ଆଉ ସିନେମା କିନ୍ତୁ ଯୁବ ପିଢୀ ଦେଖିବେ ନାହିଁ ବର୍ଷା ଅନୁଭବଙ୍କର । କାରଣ ଅନୁଭବ ବର୍ଷାଙ୍କର ପାରିବାରିକ ବିବାଦ ସେହି ମାନଙ୍କୁ କଷ୍ଟ ଦେଇଛି ଯେଉଁ ମାନେ ଦୁହିଙ୍କର ରୋମାନ୍ସ ଦେଖୁଥିଲେ । ଯେଉଁ ମାନେ ପ୍ରେମ କଣ ତାହା ବର୍ଷା ଅନୁଭବ ଙ୍କ ଠାରୁ ଶିଖିବାକୁ ଚାହୁଁଥିଲେ ସେମାନେ ଆଉ ଏଇ ଷ୍ଟାର ଦମ୍ପତି ଙ୍କୁ ଏକାଠି ଦେଖିବାକୁ ପାଇବେ ନାହିଁ । ସେଥିପାଇଁ ସେହି ଦର୍ଶକ ମାନେ କଷ୍ଟ ପାଉଛନ୍ତି ଏ ଦୁହିଙ୍କର ଯୋଡି କୁ ନେଇ ।

ଯେମିତି ରଚନା ସିଦ୍ଧାନ୍ତ ଙ୍କ ଯୋଡି କୁ ଆଉ ଦେଖିବାକୁ ମିଳୁ ନାହିଁ ଠିକ ସେମିତି କଣ ଅନୁଭବ ବର୍ଷା ଙ୍କୁ ଆଉ ଦେଖିବାକୁ ମିଳିବନି । ଏମିତି ନାନା ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚା ର ବିଷୟ ବସ୍ତୁ ପାଲଟିଛି । ଏମିତି ଆଶା ଆଶଙ୍କାରେ ଯେବେ ସାମ୍ବାଦିକ ମାନେ ଅନୁଭବଙ୍କୁ ଏହି ପ୍ରଶ୍ନ କରିଛନ୍ତି ସେହି ସମୟରେ ଅନୁଭବ ପାଟି ରେ ହାତ ଦେଇ ଏ କଥା ନ ପଚାରିବାକୁ କହିଛନ୍ତି । ଅନୁଭବ କହିଛନ୍ତି ଆଉ ସେ କଥା ଉଠାଅ ନାହିଁ । ଆଉ ସେମିତି ଭୁଲ ହେବ ନାହିଁ । ହାଟ ମଝିରେ ସେ କଥା ଆଉ ପଚାର ନାହିଁ ।  ବନ୍ଧୁଗଣ ଆଗକୁ ଏଭଳି ଓଲିଉଡ ସମ୍ବଧିତ ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।