ବଲିଉଡ ସୁପର ଷ୍ଟାର ବିଗ-ବି ଅମିତାଭ ବଚ୍ଚନ ଙ୍କ ପୁଅ ଅଭିଷେକ ଓ ବୋହୂ ଐଶ୍ଵରୀୟା ଙ୍କ ଛାଡପତ୍ର..

ଅଲଗା ହେବେ ଐଶ୍ଵରୀୟା ବଚ୍ଚନ ଓ ଅଭିଷେକ ବଚ୍ଚନ । ଐଶ୍ଵରୀୟା ଙ୍କ ପାଇଁ ଅଭିଷେକ ଦେବେ ଛାଡପତ୍ର । ଛାଡପତ୍ର ପାଇଁ ଉଭୟ ରାଜି ମଧ୍ୟ ହୋଇଛନ୍ତି । ଅଭିଷେକ କାଢି ଦେଲେ ଆଙ୍ଗୁଳି ରୁ ବାହାଘର ର ମୁଦି । ହଁ ଦର୍ଶକ ବନ୍ଧୁ ବଲିଉଡ ସୁପର ଷ୍ଟାର ଅମିତାଭ ବଚ୍ଚନ ଙ୍କ ପୁଅ ଅଭିଷେକ ଓ ତାଙ୍କ ସ୍ତ୍ରୀ ଐଶ୍ଵରୀୟା ଙ୍କ ମଧ୍ୟରେ ପାରିବାରିକ ଝଡ ଦେଖା ଯାଇଛି । ତଥାପି ଦୁହେଁ ପରସ୍ପର ଠାରୁ ଦୂରେଇ ଯାଆନ୍ତୁ ବୋଲି ଚାହୁଁ ନାହାନ୍ତି ଅମିତାଭ ବଚ୍ଚନ ।

ଅନେକ ଜାଗାରେ ଏହି ଦୁଇ ଯୋଡି ଆଉ ଏକାଠି ଦେଖିବାକୁ ମିଳୁ ନାହିଁ । ସବୁଠୁ ବେଷ୍ଟ ଯୋଡି ଓ ସୁଖୀ ଦମ୍ପତି ଇସବ ରେ ଦୁହିଙ୍କର ଉଦାହରଣ ଦିଆଯାଉ ଥିଲା ବେଳେ ଏବେ ଏହି ଦୁଇ ଯୋଡି ଅଲଗା ହେବାକୁ ଯାଉଛନ୍ତି । ଏହା ସହ ଏହି ଦୁଇ ଯୋଡି ସବୁ ଦିନ ପାଇଁ ଅଲଗା ହେବେ ବୋଲି ବଲିଉଡ ଜଗତ ରେ ଚର୍ଚ୍ଚା ଧରିଛି । ଅନ୍ୟ ପଟେ ଦୁହିଙ୍କର ଫ୍ୟାନ୍ସ ମାନେ ଏହି କଥାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।

ଏହି ଖବର ପ୍ରସାରଣ ପରେ କିଛି ୟୁଜର୍ସ କହିଛନ୍ତି ଯେ ଉଭୟଙ୍କର ଯୋଡି ଅଧିକ ମଜବୁତ । ଡୁହନେ କେବେ ବି ପରସ୍ପର ଠାରୁ ଅଲଗା ହୋଇ ପାରିବେ ନାହିଁ । ତେବେ ଅଭିଷେକ ଐଶ୍ଵରୀୟା ଙ୍କ ଠାରୁ ବୟସରେ 6 ବର୍ଷ ସାନ । ତଥାପି ଦୁହେଁ ଏକ ସୁଖୀ ଦମ୍ପତି ଭାବେ ରହୁଥିଲେ । ଉଭୟଙ୍କର ଗୋଟେ କନ୍ୟା ସନ୍ତାନ ମଧ୍ୟ ଅଛି ଯାହାର ନାଁ ହେଉଛି ଆରାଧ୍ୟା ବଚ୍ଚନ ।

ଯାହାକୁ ନେଇ ବେଶ ଖୁସିରେ ରହିଛନ୍ତି ଏହି ଦମ୍ପତି । ତେବେ କେଉଁ କାରଣ ପାଇଁ ଏହୁ ଦୁଇ ଯୋଡି ଅଲଗା ହେବେ ତାହା ଏ ଯାଏଁ ସ୍ପଷ୍ଟ ସୂଚନା ମିଳି ନାହିଁ । କିନ୍ତୁ ଚର୍ଚ୍ଚା ହେଉଛି କି ଐଶ୍ଵରୀୟା ଙ୍କ ମନ କୁଆଡେ ପୁଣି ଥରେ ସଲମାନ ଙ୍କ ପାଇଁ ବ୍ଯାକୁଳ ହେଲାଣି । ତେବେ ଦର୍ଶକ ବନ୍ଧୁ କଣ ସତରେ ସଲମାନ ଖାନ ଙ୍କ ପାଇଁ ହେବ ଅଭିଷେକ ଓ ଐଶ୍ଵରୀୟା ବଚ୍ଚନ ଙ୍କ ଛାଡପତ୍ର ।

ଅଲଗା ହୋଇଯିବେ କି ଏହୁ ଦୁଇ ଯୋଡି । ଏଥିପାଇଁ କଣ ସ୍ଟେପ ନେବେ ବିଗ-ବି ଅମିତାଭ ବଚନ । ତେବେ ଏହି ଘଟଣାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ଯଦି ଏହ ଦୁଇ ଯୋଡି ଅଲଗା ହୁଅନ୍ତି ତେବେ ବଲିଉଡ ଜଗତରେ ସବୁଠାରୁ ବଡ କ୍ଷତି ହେବ । ତେବେ ସମୟ କହିବ ଅଭିଷେକ ଓ ଐଶ୍ଵରୀୟା କଣ ସତରେ ଅଲଗା ହେଉଛନ୍ତି ନା ଏହା ପଛର ଅନ୍ୟ କୌଣସି କାରଣ ରହିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିବ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।