ବହୁତ ହିଁ ରାଗି ସ୍ଵଭାବର ହୋଇଥାନ୍ତି ଏହି 6 ଟି ନାମର ଝିଅ- Jyotish Shastra

ଜୋତିଶ ଶାସ୍ତ୍ରରେ ବିଶ୍ଵାସ ରଖୁଥିବା ଲୋକମାନେ ଭବିସ୍ୟତକୁ ଖୁସିରେ ପରିଣତ କରିବା ପାଇଁ ଏହି ଜୋତିଶ ଶାସ୍ତ୍ର ଅନୁସାରେ କାର୍ଯ୍ୟ କରିଥାନ୍ତି । ଜନ୍ମ ପତ୍ରିକା ସହ , ହସ୍ତ ରେଖା , ଅଙ୍କ ଶାସ୍ତ୍ର ଓ ସାମୁଦ୍ରିକ ଶାସ୍ତ୍ର ଉପରେ ବି ବିଶ୍ଵାସ ରଖିଥାନ୍ତି । ଏହି ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତି ଚରିତ୍ର ତାର ନାମର ପ୍ରଥମ ଅକ୍ଷରରୁ ଜଣା ପଡିଥାଏ । କିଛି ବ୍ୟକ୍ତି ସ୍ଵଭାବରେ ଖାସ ମିଜାଜର ହୋଇଥାନ୍ତି ଓ ଆଉ କିଛି ବ୍ୟକ୍ତି ସ୍ଵଭାବରେ ବହୁତ କ୍ରୋଧ କିସମର ହୋଇଥାନ୍ତି ।

ଏହି କ୍ରୋଧ କାରଣରୁ ପୁରାଣ କାଳରୁ ଦୁନିଆ ନଷ୍ଟ ହୋଇଆସୁଛି । କିଛି ବ୍ୟକ୍ତି ବିନା କାରଣରେ ବହୁତ କ୍ରୋଧ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏପରି ୬ ନାମ ବାଲା ମହିଳାଙ୍କ ବିଷୟରେ ଯେଉଁମାନେ କି ସ୍ଵଭାବରେ ବହୁତ କ୍ରୋଧୀ ହୋଇଥାନ୍ତି ।

B  ନାମ ବାଲା ମହିଳା

ଏହି ମହିଳା ମାନେ ବହୁତ ନିର୍ମଳ ହୃଦୟର ହୋଇଥାନ୍ତି । ଏମାନଙ୍କ ମନରେ ଯାହା ଥାଏ ତାହା କଥାରେ ମଧ୍ୟ ଥାଏ । ଏମାନେ କିଛି ଭୁଲ କଥା କୁହନ୍ତି ନାହିଁ । କିନ୍ତୁ ଏମାନଙ୍କର କ୍ରୋଧ ବହୁତ ଖାତରନାକ ହୋଇଥାଏ । ଏଥିପାଇଁ ଏହି ମହିଳାଙ୍କ ଠାରୁ ଟିକିଏ ଜଗି ରଖି ଚଳିବାକୁ ହୋଇଥାଏ ।

H  ନାମ ବାଲା ମହିଳା

ଏହି ମହିଳା ମାନେ ବହୁତ ହାସମୁଖ ସ୍ଵଭାର ହୋଇଥାନ୍ତି ଓ ସମସ୍ତଙ୍କ ସହ ମିଳିମିଶି ରହିଥାନ୍ତି । ଏମାନଙ୍କର ଯେତେ ଗଭୀର ପ୍ରେମ ଥାଏ ତାଠାରୁ ଅଧିକ ତାଙ୍କର କ୍ରୋଧ ଥାଏ । ଏମାନଙ୍କୁ ଶାନ୍ତ କରିବା ବହୁତ ମୁସ୍କିଲ ହୋଇଥାଏ ।

L  ନାମ ବାଲା ମହିଳା

ଏହି ମହିଳା ମାନେ ବହୁତ ପ୍ରତିଭାଶାଳି ହୋଇଥାନ୍ତି । ଏମାନେ ଜୀବନରେ ସଂଘର୍ଷ କରି ବହୁତ ଆଗକୁ ବଢିଥାନ୍ତି । ଜୀବନରେ ବହୁତ ସଫଳତା ପାଇଥାନ୍ତି । କିନ୍ତୁ ଜୀବନ ରେ କ୍ରୋଧ ଏମାନକର ସଫଳତାରେ ପ୍ରତିବନ୍ଧ ସୃଷ୍ଟି କରିଥାଏ । ଯାହା ଫଳରେ କି ଠିକ ସଫଳତା ପାଇବା ପାଇଁ ଯିବାବେଳେ କିଛି ସମସ୍ୟା ସୃଷ୍ଟି ହୋଇଥାଏ ।

P ନାମ ବାଲା ମହିଳା

ଏହି ମହିଳା ମାନେ ସ୍ଵଭାବରେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ସବୁ କ୍ଷେତ୍ରରେ ଠିକ ଭାବରେ ବୁଝି ବିଚାରୀ କାର୍ଯ୍ୟ କରିଥାନ୍ତି । କିନ୍ତୁ ଯେତେବେଳେ ଏମାନେ କ୍ରୋଧ କରିଥାନ୍ତି ଏମାନଙ୍କ ସାମନାରେ ଥିବା ବ୍ୟକ୍ତି ର କୌଣସି କଥା ଶୁଣିନଥାନ୍ତି । ଏମାଙ୍କର ନିଜ କ୍ରୋଧ ଉପରେ କୌଣସି ନିୟନ୍ତ୍ରଣ ନଥାଏ ।

R ନାମ ବାଲା ମହିଳା

ଏହି ମହିଳା ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ବହୁତ ବୁଦ୍ଧିମାନ ହେବା ସହ ବହୁତ ଚାଲାକ ହୋଇଥାନ୍ତି । କିନ୍ତୁ ଏହି ମହିଳା ମାନେ ସ୍ଵଭାବରେ ବହୁତ କ୍ରୋଧୀ କିସମର ହୋଇଥାନ୍ତି । ଏମାନଙ୍କର ଏହି କ୍ରୋଧ ଏମାନଙ୍କର ସବୁଠୁ ବଡ କମାଜୋରି ହୋଇଥାଏ । ହି କ୍ରୋଧ ପାଇଁ ଏମାନେ ବହୁତ କ୍ଷେତ୍ରରେ ଅସଫଳତାର ସମୁଖୀନ ହୋଇଥାନ୍ତି ।

S ନାମ ବାଲା ମହିଳା

ଏହି ମହିଳା ମାନେ ହୃଦୟରୁ ବହୁତ ନିର୍ମଲ ହୋଇଥାନ୍ତି । ଏମାନେ ବହୁତ ବିଶ୍ଵାସୀ ହୋଇଥାନ୍ତି । ଏମାନେ ନିଜ ମନରେ କୌଣସି କଥାକୁ ଲୁଚାଇ ରଖନ୍ତି ନାହିଁ  । ଏହିପରି ଭାବରେ ଏମାନେ ନିଜ କ୍ରୋଧ କୁ ଲୁଚାଇ ରଖିପାରନ୍ତି ନାହିଁ । ଏମାନେ ଛୋଟ ଛୋଟ କଥାରେ ହଟାତ କ୍ରୋଧ କରିବାସନ୍ତି ଯାହାଫଳରେ କି ଏମାନଙ୍କ ସହ କଥା ହେବା ସମୟ ରେ ଜଗି ରାଖୀ କଥା ହେବା ଉଚିତ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।