Vastu Shastra- ହୋଲି ଦିନ ରାତିରେ କେବଳ କରନ୍ତୁ ଏହି 1 ଗୁପ୍ତ କାମ, ବର୍ଷ ସାରା ବର୍ଷିବ ଖାଲି ଟଙ୍କା ହିଁ ଟଙ୍କା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଉ ମାତ୍ର କିଛି ଦିନ ପରେ ରଙ୍ଗ ର ପର୍ବ ହୋଲି ର ଆଗମନ ହେବାକୁ ଯାଉଛି। ଏହି ଦିନ ବହୁତ ଶୁଭମୟ ହୋଇଥାଏ।ଏହି ସମୟରେ ପ୍ରାୟତଃ ବ୍ୟକ୍ତି ନିଜର ସମସ୍ୟା ରୁ ମୁକ୍ତି ପାଇବା ନିମନ୍ତେ ଅନେକ ପ୍ରକାର ଉପାୟ ର ମଧ୍ୟ ପ୍ରୟୋଗ କରିଥାନ୍ତି। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଏଭଳି କିଛି ଉପାୟ ସମ୍ବନ୍ଧରେ ଯାହାକୁ ଆପଣ ଏହି ହୋଲି ପର୍ବ ରେ ହୋଲିକା ଦହନ ସମୟରେ ପ୍ରୟୋଗ କରିବେ। ଏହି ଉପାୟ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଜୀବନ ର ସମସ୍ତ ସମସ୍ୟା ଦୂର ହେବ ଏବଂ ଆପଣ ଅପାର ଧନର ଅଧିକାରୀ ହେବେ।

୧. ବନ୍ଧୁଗଣ ପ୍ରଥମତଃ, ଯଦି ଆପଣଙ୍କ ଜୀବନ ରେ ଅନେକ ସମସ୍ୟା ର ଆଗମନ ହେଉଛି ଏବଂ ସେହି ସମସ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ତେବେ ଆପଣ ସପରିବାର ଙ୍କ ସହିତ ହୋଲିକା ଦହନ ର ପବିତ୍ର ଅଗ୍ନି ରେ ଦେଶୀ ଘିଅ, ଦୁଇଟି ଲବଙ୍ଗ, ବତାସା, କୁମକୁମ ଏବଂ ଅଗ୍ନି ର ଏଗାରତମ ପରିକ୍ରମା କରି ସେଥିରେ ଶୁଖିଲା ନଡ଼ିଆ ଚଢାଇ ଦିଅନ୍ତୁ ଏବଂ ସପରିବାର ହୋଲିକା ମାତା ଙ୍କ ଆରାଧନା କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଜୀବନ ର ସମସ୍ତ ସମସ୍ୟା ର ଅନ୍ତ ଘଟିବ।

୨. ବନ୍ଧୁଗଣ ଦ୍ବିତୀୟତଃ, ଏହି ସମୟରେ ଅଧିକାଂଶ କଳା ଯାଦୁ ହୋଇଥାଏ। ଯଦି ଆପଣଙ୍କୁ ମଧ୍ୟ ଲାଗୁଛି ଯେ ଆପଣଙ୍କ ସହିତ ମଧ୍ୟ ଏପରି ହୋଇଛି ତେବେ ଆପଣ ହୋଲିକା ଦହନ ର ସକାଳୁ ଏକ କଳା କପଡ଼ା ରେ ଅଳ୍ପ କିଛି କଳା ରାଶି କୁ ରଖି ବାନ୍ଧି ଦିଅନ୍ତୁ ଏବଂ ଏହାକୁ ସନ୍ଧ୍ୟା ରେ ହୋଲିକା ଦହନ ସମୟରେ ହୋଲିକା ଦହନ ର ପବିତ୍ର ଅଗ୍ନି ରେ ପକାଇ ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ଉପରେ ପଡ଼ିଥିବା କଳା ଯାଦୁ ନଷ୍ଟ ହୋଇଯିବ ଏବଂ ଭଗବାନ ନରସିଂହ ଙ୍କ କୃପା ରୁ କେହି ମଧ୍ୟ ଆପଣଙ୍କ କିଛି ବିଗାଡ଼ି ପାରିବେ ନାହିଁ।

୩. ବନ୍ଧୁଗଣ ଚତୁର୍ଥତଃ, ଯଦି ଆପଣଙ୍କ ମନରେ ଶତ୍ରୁ ପ୍ରତି ଭୟ ରହିଛି ଅଥବା ଆପଣ କୌଣସି ରୋଗରେ ବହୁତ ଦିନ ଧରି ପୀଡ଼ିତ ରହିଛନ୍ତି ତେବେ ଆପଣ ହୋଲିକା ଦହନ ଦିନ ଗୋମତି ଚକ୍ର ଆଣି ହୋଲିକା ଦହନ ର ଅଗ୍ନି ଚାରି ପାଖରେ ସାତ ଥର ବୁଲନ୍ତୁ ଏବଂ ସେହି ଗୋମତି ଚକ୍ର କୁ ସେହି ପବିତ୍ର ଅଗ୍ନି ରେ ପକାଇ ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ସମସ୍ତ ରୋଗ ର ଅନ୍ତ ହେବ ଏବଂ ଶତ୍ରୁ ଭୟ ର ଦମନ ମଧ୍ୟ ହେବ।

୪. ବନ୍ଧୁଗଣ ଚତୁର୍ଥତଃ, ଯଦି ଆପଣଙ୍କ ବ୍ୟାପାର ରେ କ୍ଷତି ହେଉଛି ଏବଂ ପରିବାର ରେ ମଧ୍ୟ କଲହ ସୃଷ୍ଟି ହେଉଛି ତେବେ ଆପଣ ହୋଲିକା ଦହନ ର ଭସ୍ମ କୁ ଆଣି ସେଥିରେ ଅଳ୍ପ ଲୁଣ ମିଶାଇ ନିଜର ବ୍ୟାପାର ସ୍ଥାନରେ ରଖି ଦିଅନ୍ତୁ ଅଥବା ଘରେ ତୁଳସୀ ଗଛ ର ମାଟିରେ ମିଶାଇ ରଖି ଦିଅନ୍ତୁ ଏବଂ ସେଠାରେ ପ୍ରତିଦିନ ଦୀପ ଜଳାନ୍ତୁ। ଆପଣ ସ୍ୱୟଂ ଦେଖିବେ ଆପଣଙ୍କ ବ୍ୟାପାର ରେ ଉନ୍ନତି ହେବ ଏବଂ ପାରିବାରିକ ଜୀବନ ସୁଖମୟ ହେବ।

୫. ବନ୍ଧୁଗଣ ପଞ୍ଚମତଃ, ଯଦି ଆପଣଙ୍କୁ ସର୍ବଦା ଭୁତ ଏବଂ ପ୍ରେତ ର ଡର ଲାଗି ରହିଥାଏ। ତେବେ ଆପଣ ଆସୁଥିବା ହୋଲି ପର୍ବ ରେ ହୋଲିକା ଦହନ ଦିନ ବଜରଙ୍ଗ ବାଣ ର ପାଠ ଆରମ୍ଭ ଅବଶ୍ୟ କରନ୍ତୁ ଏବଂ ହୋଲିକା ଦହନ ଦିନ ରୁ ନେଇ ଲଗାତାର ୪୦ ଦିନ ପର୍ଯ୍ୟନ୍ତ ଏହାକୁ ପାଠ କରନ୍ତୁ।ଏପରି କରିବା ଦ୍ୱାରା ଆପଣଙ୍କ ମନରେ ଥିବା ସମସ୍ତ ପ୍ରକାର ଭୟ ତୁରନ୍ତ ଦୂର ହୋଇଯିବ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।