ଜ୍ୟୋତିଷ ଶାସ୍ତ୍ରରେ ବ୍ୟକ୍ତିର ଜୀବନ ବିଷୟରେ ଓ ବ୍ୟକ୍ତିତ୍ବ ବିଷୟରେ ଜାଣିବା ପାଇଁ ବହୁତ କିଛି କୁହାଯାଇଛି । କିନ୍ତୁ ବ୍ୟକ୍ତିର ନାଁର ପ୍ରଥମ ଅକ୍ଷର ତାର ବ୍ୟକ୍ତିତ୍ବ ବିଷୟରେ ବହୁତ କିଛି କହିଥାଏ । ଆମର ହିନ୍ଦୁ ଧର୍ମର ବ୍ୟକ୍ତିର ନାଁ ବହୁତ ଅଧିକ ମହତ୍ଵ ଥାଏ । କାରଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ନାଁର ପ୍ରଥମ ଅକ୍ଷର ଦ୍ଵାରା ହିଁ ବ୍ୟକ୍ତିର ବ୍ୟକ୍ତିତ୍ବ ଜାଣି ପାରିବେ । କହିବାକୁ ଗଲେ ଆଜିକାଲି ଝିଅମାନଙ୍କୁ ନେଇ ଲୋକମାନଙ୍କ ମନରେ ବହୁତ ପ୍ରଶ୍ନ ଆସିଥାଏ ।
ଆଜିକାଲି ଝିଅ ନିଜ ମନରେ ଏମିତି ରହସ୍ୟ ଲୁଚାଇ ରଖନ୍ତି ଯାହା ବିଷୟରେ ସେ କାହାକୁ ବି କହିବାକୁ ଚାହାନ୍ତି ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଦୁଇଟି ନାଁ ର ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ହୃଦୟର ବହୁତ ଭଲ ହୋଇଥାନ୍ତି । କାହା ପ୍ରତି ବି ଖରାପ ଭାବନା ରଖନ୍ତି ନାହିଁ । ଏମାନେ ପରିବାର ପାଇଁ ବହୁତ ଶୁଭ ହୋଇଥାନ୍ତି ।

P ନାଁ ବାଲା ଝିଅମାନେ
ଏହି ଝିଅମାନେ ସମସ୍ତଙ୍କ ସହିତ ମିଶି କାମ କରିବାକୁ ପସନ୍ଦ କରନ୍ତି । ଏମାନେ ସମସ୍ତଙ୍କୁ ଖୁସିରେ ରଖିବା ପାଇଁ ବି ଚେଷ୍ଟା କରନ୍ତି । ଏମାନଙ୍କ ବିଚାରରେ ବି ପବିତ୍ରତା ନଜର ଆସିଥାଏ । ଭଗବାନଙ୍କ ଉପରେ ବି ଏମାନଙ୍କର ଆସ୍ଥା ଥାଏ । ଏମାନେ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷକ ହୋଇଥାନ୍ତି । ଏମିତିରେ ଏମାନଙ୍କୁ ଭଲ ପାଇବା ମିଳିଯାଏ କିନ୍ତୁ ଏଥିପାଇଁ ଏମାନଙ୍କୁ ବହୁତ ବାଧା ବିଘ୍ନର ସାମ୍ନା କରିବାକୁ ପଡିଥାଏ । ଏମାନଙ୍କ ପାଇଁ ମାନ ସମ୍ମାନ ବହୁତ ବଡ ହୋଇଥାଏ ।

ସେଥିପାଇଁ ଏମାନେ କିଛି ବି କରି ପାରନ୍ତି । ଏମାନଙ୍କର ସବୁଠୁ ବଡ ଖାସ କଥା ହେଉଛି ଏମାନେ ଯେତେବେଳେ ଯାହାକୁ ଭଲ ପାଆନ୍ତି ଜୀବନ ସାରା ତାହା ସହିତ ରୁହନ୍ତି ।
R ନାଁ ବାଲା ଝିଅମାନେ
ଯେଉଁ ଝିଅମାନଙ୍କର ନାଁ R ଅକ୍ଷରୁ ଆରମ୍ଭ ହୋଇଥାଏ ସେମାନେ ହୃଦୟର ବହୁତ ଭଲ ହୋଇଥାନ୍ତି । ଏମାନେ ନିଜ ଦୁନିଆରେ ହଜି ରହିଥାନ୍ତି । ଏମାନଙ୍କୁ ଟଙ୍କା ଓ ସମ୍ମାନ ଦୁଇଟି ଜିନିଷ ମିଳିଥାଏ । ଏମାନେ ଯାହା ବି ସ୍ଵପ୍ନ ଦେଖନ୍ତି ତାକୁ ପୁରା କରିବାରେ ବିଶ୍ଵାସ ରଖନ୍ତି । ଏମାନେ ଅନ୍ୟର ସାହାର୍ଯ୍ୟ ବି କରନ୍ତି । ଏମାନେ ସବୁବେଳେ ନୂଆ ନୂଆ ଜିନିଷ ଖୋଜିଥାନ୍ତି । ଏମାନଙ୍କ ପାଇଁ ମାନ ସମ୍ମାନ ବହୁତ ବଡ ହୋଇଥାଏ । ଏଥିପାଇଁ ଏମାନେ କିଛି ବି ତ୍ୟାଗ କରିବା ପାଇଁ ପ୍ରସ୍ତୁତ ଥାନ୍ତି ।

ଏହିଭଳି କୌଣସି ବି କାମ କରିବାକୁ ପସନ୍ଦ କରନ୍ତି ନାହିଁ ଯାହା ଏମାନଙ୍କ ଛବିକୁ ଖରାପ କରୁଥିବ । R ନାଁ ବାଲା ଝିଅମାନେ ସେଠି ସମୟ ବିତାଇବାକୁ ଅଧିକ ଭଲ ଲାଗେ ଯେଉଁଠି ଏମାନଙ୍କୁ କିଛି ନୂଆ ଶିଖିବାକୁ ମିଳିଥାଏ ।