ବାଛନ୍ତୁ କୌଣସି ଗୋଟିଏ ନମ୍ବର, ଦେଖିବା ଆପଣଙ୍କୁ କିଏ ଅଧିକ ମିସ କରୁଛି ?- Personality Test

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ନମ୍ବର କୁଇଜ ଗେମ । ବନ୍ଧୁଗଣ ଏହି ଗେମ ରେ ଆମେ ଆପଣଙ୍କୁ ନମ୍ବର ଅନୁସାରେ କିଛି ହାର୍ଟ ର ଚିତ୍ର ଦେଖାଇବୁ ଏବଂ ଆପଣଙ୍କୁ ଏହି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ନମ୍ବର କୁ ବାଛିବା କୁ ପଡ଼ିବ ଏବଂ ଏଥିପାଇଁ ଆପଣଙ୍କୁ ୫ ସେକେଣ୍ଡ ର ସମୟ ଦିଆଯିବ । ସେହି ୫ସେକେଣ୍ଡ ମଧ୍ୟରେ ଆପଣଙ୍କୁ ଯେକୌଣସି ଗୋଟିଏ ନମ୍ୱର ହାର୍ଟ କୁ ବାଛିବାକୁ ପଡ଼ିବ ।

ବନ୍ଧୁଗଣ ଆପଣ ଯେ କୌଣସି ଗୋଟିଏ ନମ୍ବର ବାଛିବା ପରେ ଆମେ ଆପଣ ମାନଙ୍କୁ କହିବୁ ଯେ ଆପଣ ବାଛିଥିବା ନମ୍ବର ଅନୁସାରେ ଆପଣଙ୍କୁ ସବୁଠାରୁ ଅଧିକ କିଏ ମିସ କରୁଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଙ୍କୁ କିଛି ହାର୍ଟ ର ଚିତ୍ର ଦେଖାଇବୁ ଏବଂ ଆପଣଙ୍କୁ ୫ସେକେଣ୍ଡ ମଧ୍ୟରେ ଯେ କୌଣସି ଗୋଟିଏ ହାର୍ଟ କୁ ବାଛିବା କୁ ପଡ଼ିବ ।

ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ନିଜ ଇଚ୍ଛା ଅନୁସାରେ ଗୋଟିଏ ନମ୍ବର ବାଛି ନେଇଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣ ବାଛିଥିବା ନମ୍ବର ଅନୁସାରେ ଆପଣଙ୍କୁ କିଏ ସବୁଠାରୁ ଅଧିକ ମିସ କରୁଛି ।

୧. ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ନମ୍ବର ୧ ସମ୍ବନ୍ଧରେ । ଯଦି ଆପଣ ନମ୍ବର ୧ ବାଛିଛନ୍ତି ତେବେ ବର୍ତ୍ତମାନ ଆପଣଙ୍କୁ ସବୁଠାରୁ ଅଧିକ ଆପଣ ଯେଉଁ ବ୍ୟକ୍ତି ଙ୍କୁ ସାହାଯ୍ୟ କରିଛନ୍ତି ସେହି ବ୍ୟକ୍ତି ମିସ କରୁଛନ୍ତି ।

୨. ବନ୍ଧୁଗଣ ଯଦି ଆପଣ ନମ୍ବର୨ ବାଛିଛନ୍ତି, ତେବେ ଯେଉଁ ବ୍ୟକ୍ତି ଆପଣଙ୍କ ସବୁଠାରୁ ଅଧିକ ଧ୍ୟାନ ରଖିଥାଏ ସେହି ବ୍ୟକ୍ତି ଆପଣଙ୍କୁ ବର୍ତ୍ତମାନ ମିସ କରୁଛନ୍ତି ।

୩. ବନ୍ଧୁଗଣ ଯଦି ଆପଣ ନମ୍ବର ୩ ବାଛିଛନ୍ତି, ତେବେ ଆପଣଙ୍କୁ ସବୁଠାରୁ ଅଧିକ ସମ୍ମାନ ପ୍ରଦାନ କରୁଥିବା ବ୍ୟକ୍ତି ବର୍ତ୍ତମାନ ଅଧିକ ମିସ କରୁଛନ୍ତି ।

୪. ବନ୍ଧୁଗଣ ଯଦି ଆପଣ ନମ୍ବର ୪ ବାଛିଛନ୍ତି, ତେବେ ଯେଉଁ ବ୍ୟକ୍ତି ଆପଣଙ୍କ କଥା ସବୁବେଳେ ଭାବିଥାନ୍ତି ସେହି ବ୍ୟକ୍ତି ବର୍ତ୍ତମାନ ଆପଣଙ୍କୁ ବହୁତ ମିସ କରୁଛନ୍ତି ।

୫. ବନ୍ଧୁଗଣ ଯଦି ଆପଣ ନମ୍ବର ୫ ବାଛିଛନ୍ତି, ତେବେ ଯେଉଁ ବ୍ୟକ୍ତି ଆପଣଙ୍କ ସହ ରହିବାକୁ ଚାହୁଁ ନାହାନ୍ତି ସେହି ବ୍ୟକ୍ତି ବର୍ତ୍ତମାନ ଆପଣଙ୍କୁ ମିସ କରୁଛନ୍ତି ।

୬. ବନ୍ଧୁଗଣ ଯଦି ଆପଣ ନମ୍ବର ୬ ବାଛିଛନ୍ତି, ତେବେ ଆପଣଙ୍କ ପାଇଁ ଯେଉଁ ବ୍ୟକ୍ତି ମନରେ ଆଦର ଏବଂ ସମ୍ମାନ ରହିଛି ସେହି ବ୍ୟକ୍ତି ବର୍ତ୍ତମାନ ଆପଣଙ୍କୁ ବହୁତ ମିସ କରୁଛନ୍ତି ।

୭. ବନ୍ଧୁଗଣ ଯଦି ଆପଣ ନମ୍ବର ୭ ବାଛିଛନ୍ତି, ତେବେ ଯେଉଁ ବ୍ୟକ୍ତି ଆପଣଙ୍କୁ ବହୁତ ଭଲ ପାଆନ୍ତି ସେହି ବ୍ୟକ୍ତି ବର୍ତ୍ତମାନ ଆପଣଙ୍କୁ ବହୁତ ମିସ କରୁଛନ୍ତି ।

୮. ବନ୍ଧୁଗଣ ଯଦି ଆପଣ ନମ୍ବର ୮ ବାଛିଛନ୍ତି, ତେବେ ଆପଣ ଯେଉଁ ବ୍ୟକ୍ତି ଙ୍କ ଠାରୁ ଧାର କରିଛନ୍ତି ସେହି ବ୍ୟକ୍ତି ଆପଣଙ୍କୁ ବର୍ତ୍ତମାନ ମିସ କରୁଛନ୍ତି ।

୯. ବନ୍ଧୁଗଣ ଯଦି ଆପଣ ନମ୍ବର ୯ ବାଛିଛନ୍ତି, ତେବେ ଯେଉଁ ବ୍ୟକ୍ତି ଙ୍କ ପାଖରେ ଆପଣଙ୍କ ଦ୍ଵାରା କିଛି କାମ ରହିଛି ସେହି ବ୍ୟକ୍ତି ଆପଣଙ୍କୁ ବର୍ତ୍ତମାନ ମିସ କରୁଛନ୍ତି ।

୧୦. ବନ୍ଧୁଗଣ ଯଦି ଆପଣ ନମ୍ବର ୧୦ ବାଛିଛନ୍ତି, ତେବେ ଯେଉଁ ବ୍ୟକ୍ତି ଆପଣଙ୍କ ଆଖପାଖ ରେ ଅଛନ୍ତି ସେହି ବ୍ୟକ୍ତି ଆପଣଙ୍କୁ ବର୍ତ୍ତମାନ ବହୁତ ମିସ କରୁଛନ୍ତି ।

ତେବେ ବନ୍ଧୁଗଣ ଏହା ଥିଲା ଆପଣଙ୍କ ପାଇଁ ଏକ ମଜାଦାର ନମ୍ବର କୁଇଜ ଗେମ । ଆଶା କରୁଛୁ ଯେ, ଆପଣ ମାନଙ୍କୁ ଏହି ନମ୍ବର କୁଇଜ ଗେମ ଟି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।