ବାହାଘର ର 2 ବର୍ଷ ପରେ ସ୍ତ୍ରୀ ମା ହେବାର ଖବର ଶୁଣି ଆଶ୍ଚର୍ଯ୍ୟ ହେଇଗଲା ସ୍ଵାମୀ, କହିଲା- ଆଜି ପର୍ଯ୍ୟନ୍ତ ତ ଚଉଠି ରାତି କରିନି, ତ ପିଲା ଆସିଲା କେଉଁଠୁ ?

ଉତ୍ତର ପ୍ରଦେଶର ବରେଲୀରେ ଜଣେ ମହିଳା ବିବାହର ୨ ବର୍ଷ ପରେ ମା ହୋଇଗଲା । କିନ୍ତୁ ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଏହି ମହିଳାର ସ୍ଵାମୀ ପିଲାକୁ ନିଜର କରିବାକୁ ମନା କରିଦେଲା । ଏହା ସହିତ ମହିଳାର ଚରିତ୍ର ଉପରେ ବି ପ୍ରଶ୍ନ ଛିଡା କରିଲା ଓ କହିଲା କି ଏହି ଶିଶୁ ତାର ନୁହେଁ । ସ୍ଵାମୀର କହିବା ଅଟେ କି ବିବାହ ପରେ ସେମାନେ ଚଉଠିରାତି ହିଁ ପାଳନ କରି ନାହାନ୍ତି । ତେବେ ପିଲା କେମିତି ହେଲା । କିନ୍ତୁ ସ୍ତ୍ରୀ ସ୍ଵାମୀର ଏହି ସମସ୍ତ ଆରୋପକୁ ମିଥ୍ୟା ବୋଲି କହିଛି । କହିଦେଉଛୁ କି ଏହି ପୁରା ମାମଲା ଇଜ୍ଜତନଗର ଥାନା କ୍ଷେତ୍ରର ପ୍ରେମନଗରର ଅଟେ ।

ପୀଡ଼ିତା ଯୁବତୀ ଏହି ମାମଲାରେ ନିଜର ପକ୍ଷ ରଖି କହିଲେ କି ତାହାର ସ୍ଵାମୀ ଏହି ସବୁ ଆରୋପ ତାକୁ ବଦନାମ କରିବା ପାଇଁ କହିଛି । ପୀଡ଼ିତା ଅନୁସାରେ ଯୌତୁକ କମ ଦେବା କାରଣରୁ ଆରମ୍ଭରୁ ହିଁ ଶଶୁର ଘର ଲୋକମାନେ ତାକୁ ବଦନାମ କରିବାରେ ଲାଗିଛନ୍ତି ।

ବର୍ତ୍ତମାନ ଏମାନେ ମୋର ସନ୍ତାନକୁ ବି ନିଜର କରୁ ନାହାନ୍ତି । ସ୍ଵାମୀର ଏହି ସମସ୍ତ ଆରୋପରୁ ଚିନ୍ତିତ ହୋଇ ଶେଷରେ ପୀଡ଼ିତା ମହିଳା ଜଣକ ସ୍ଵାମୀ ବିରୁଦ୍ଧରେ କେସ ଦର୍ଜ କରିଛି । କହିଦେଉଛୁ କି ପ୍ରେମ ନଗରର ଅଞ୍ଚଳରେ ରହୁଥିବା ପିଡିତାର ବିବାହ ବର୍ଷ ୨୦୧୭ରେ ଇଜ୍ଜତନଗର ଅଞ୍ଚଳରେ ଗୋଟିଏ ଯୁବକ ସହ ହୋଇଥିଲା । ଏମିତିର ସ୍ତ୍ରୀର ଆରୋପ ଏହା ଅଟେ କି ବିବାହର ଦୁଇ ଦିନ ପର୍ଯ୍ୟନ୍ତ ତାହାର ସ୍ଵାମୀ ତାହା ସହିତ ଚଉଠିରାତି ହିଁ କରି ନାହିଁ ।

ଏହା ସହିତ ବିବାହ ପରେ ଶଶୁରଘର ଲୋକମାନେ ଯୌତୁକ ପାଇଁ ତାଙ୍କୁ ଶାରୀରିକ ଯନ୍ତ୍ରଣା ଦେବାକୁ ଲାଗିଲା । ପୀଡ଼ିତା ମହିଳା ଜଣକ ଚଉଠିରାତି ନ ହେବାର କଥା ଯେତେବେଳେ ଶାଶୁକୁ କହିଲା ତେବେ ଶାଶୁ କହିବା ପରେ ସ୍ଵାମୀ ଦୁଇ ଦିନ ପରେ ଚଉଠିରାତି କରିଲା । ପୀଡ଼ିତାର ଆରୋପ ଏହା ଅଟେ କି ସ୍ଵାମୀକୁ ତାହାର ଘର ଲୋକମାନେ ତାଙ୍କର ଜମିବାଡି ସମ୍ପତ୍ତିରୁ ବେଦଖଲ କରି ଦେଇଥିଲେ । ଯେଉଁ କାରଣରୁ ସ୍ଵାମୀ ନିଜର ପତ୍ନୀ ସହ ଭଡାଘରେ ରହିବାକୁ ଲାଗିଲା ।

ଯେଉଁଠି ସେ ପ୍ରାୟତଃ ମମ-ଦ ପିଇ ଆସୁଥିଲା ଓ ଖରାପ ବ୍ୟବହାର ମଧ୍ୟ କରୁଥିଲା ଓ ବାପଘରୁ ଯୌତୁକ ଆଣିବା ପାଇଁ କହୁଥିଲା । ଏହା ପରେ ଯେତେବେଳେ ଯୁବତୀ ଜଣକ ମା ହେଲା ତେବେ ତାହାର ସ୍ଵାମୀ ତାହାର ଚରିତ୍ର ଉପରେ ପ୍ରଶ୍ନ କରିବାକୁ ଲାଗିଲା ଓ କହିବାକୁ ଲାଗିଲା କି ଏହି ପିଲା ତାହାର ନୁହେଁ । ଏହା ପରେ ଦିନେ ତାହାର ସ୍ଵାମୀ ତାକୁ ଅଚାନକ ସେହି ଭଡାଘରେ ତାକୁ ଛାଡି ଦେଇ ଚାଲିଗଲା ଓ ଘର ଲୋକମାନଙ୍କ ସହିତ ରହିବାକୁ ଲାଗିଲା ।

ପୀଡ଼ିତା କଥାବାର୍ତ୍ତା ଜରିଆରେ ଏହି ମାମଲାକୁ ସମାଧାନ କରିବା ପାଇଁ ଚେଷ୍ଟା କରିଲା । କିନ୍ତୁ ସମସ୍ତେ ନିଜର ନିଜର ଜିଦରେ ଅଡି ବସିଛନ୍ତି ଓ ଏମାନେ ବି ତାହାର ଚରିତ୍ର ଉପରେ ପ୍ରଶ୍ନ କରିବାକୁ ଲାଗିଲେ । ଏହି ସବୁ କଥାରେ ଚିନ୍ତିତ ହୋଇ ଶେଷରେ ପୀଡ଼ିତା ମହିଳା ଜଣକ ଇଜ୍ଜତନଗର ଥାନାରେ କେସ ଦର୍ଜ କରିଛି ।

ତା ହେଲେ ବନ୍ଧୁଗଣ ଏହି ମାମଲା ବିଷୟରେ ଆପଣଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ । ଏହା ସହିତ ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ