ଦେଖନ୍ତୁ ଭାଇରାଲ Video: ବଡ ଭଉଣୀକୁ ମାରିଲା କମେଣ୍ଟ ତ ସାନ ଭଉଣୀ ଦେଲା ଏମିତି ଶିକ୍ଷା, ଶୁଣିଲେ କରିବେ ବାଃ…ବାଃ…

ଆମ ଦେଶରେ ନା-ରୀ ପ୍ରତି ହେଉଥିବା ଅ-ତ୍ୟା-ଚା-ର ଘ-ଟ-ଣା ଆଜିକାଲି ସାଧାରାଣ ଘ-ଟ-ଣା ହୋଇ ଗଲାଣି । ନା-ରୀକୁ ସମାନ ଦେବା ବଦଳରେ ତାର ଅ-ପ-ମା-ନ ଅଧିକ ଆମ ଦେଶରେ ଦେଖା ଯାଉଛି । ଆଜି ଆମେ ଆପଣ ମାନଙ୍କ ପାଇଁ ଠିକ ଏହି ଭଳି ଏକ ଘ-ଟ-ଣା ନେଇ ଆସିଛୁ ।

ଏହି ଘ-ଟ-ଣା ମହାରାଷ୍ଟ୍ରର ଔରାଙ୍ଗବାଦ ସହରରୁ ଆସିଛି ଯାହା ଶୁଣିଲେ ଆ-ଶ୍ଚ-ର୍ଜ୍ୟ ଲାଗିବ । ବଡ ଅ-ଜ-ବ ପ୍ରକାରର ଘ-ଟ-ଣା ଗୋଟେ ଝି-ଅ ସହ ରାସ୍ତାରେ ଯାଉଥିବା ସମୟରେ ଘ-ଟି-ଛି । ଗୋଟେ ଝି-ଅ ରାସ୍ତାରେ ଯାଉଥିବା ସମୟରେ ଦୁଇ ଯୁ-ବ-କ ତା ସହ ଖ-ରା-ପ ଆ-ଚ-ର-ଣ କରିଥିଲେ । ଝିଅଟି ନିଜ କାମରେ ଯାଉଥିବା ସମୟରେ ଦୁଇ ଯୁବକ ଗାଡିରେ ଯିବା ବେଳେ ସେହି ଝିଅ ସହ ଖ-ରା-ପ ବ୍ୟ-ବ-ହା-ର କରିଛନ୍ତି ।

ଏହା ସତ୍ବେ ମଧ୍ୟ ପୀ-ଡ଼ି-ତା ଝିଅ ଜଣକ କିଛି ନ କହି ଚୁପଚାପ ରହିଥିଲା । ଯେତେବେଳେ ଏହି ଘ-ଟ-ଣା-ଟି ସେହି ଝିଅ ସହ ହେଉଥିଲା ସେହି ସମୟରେ ତା ସାନ ଭଉଣୀ ସେଠାରେ ଆସି ପହଞ୍ଚି ନ ଡ-ରି ଦୁଇ ଯୁବକଙ୍କର ଏଭଳି ଆ-ଚ-ର-ଣ କରିଥିବା ଯୋଗୁ ତାଙ୍କୁ ବହୁତ ମା-ଡ ମା-ରି-ଛି । ପୀ-ଡ଼ି-ତା ଝିଅ ଜଣକ ଅଧିକ ଡ-ରି ଯାଇ ଥିବାରୁ ସେଠାରେ ଛି-ଡା ହୋଇଥିଲେ ।

କିନ୍ତୁ ପୀ-ଡ଼ି-ତା-ଙ୍କ-ର ସାନ ଭଉଣୀ ଏତେ ଭଲ ଭାବେ ଦୁଇ ଯୁବକଙ୍କର କ୍ଳା-ସ ନେଇଛି ଯେ ସେମାନଙ୍କ ମଧ୍ୟରୁ ଜଣେ ନିଜ ବାଇକ ଛା-ଡି ସେଠାରୁ ପ-ଳା-ୟ-ନ କରିଥିଲା । ଆଉ ଜଣେ ଯୁବକ ସେଠାରୁ ଖ-ସି ପ-ଳା-ଇ-ବା ସମୟରେ ପୀ-ଡ଼ି-ତା-ଙ୍କ-ର ସାନ ଭଉଣୀ ତାକୁ ଧ-ରି ବହୁତ ମା-ଡ ମା-ରି-ଛ-ନ୍ତି ।

ଏଭଳି ଘ-ଟ-ଣା ହେବ ସମୟରେ ସେଠାରେ ଥିବା ଲୋକ ମାନେ ଭି-ଡ ଜ-ମା-ଇ-ଥିଲେ । କିଛି ଲୋକ ମାନେ ଏହି ଘ-ଟ-ଣା-ର ଭି-ଡି-ଓ କରି ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ କରିଛନ୍ତି ଯାହା ବର୍ତ୍ତମାନ ଖୁବ ଜୋରସୋରରେ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ଘ-ଟ-ଣା ରୁ ସ୍ପଷ୍ଟ ହେଉଛି ଯେ ଆମ ଦେଶରେ ନା-ରୀ ସ୍ଵା-ଧୀ-ନ-ତା ମିଳି ନାହି ।

ଏତେ ବର୍ଷ ହେବ ଦେଶ ସ୍ଵା-ଧୀ-ନ ହୋଇଥିଲେ ମଧ୍ୟ ନା-ରୀ ମାନଙ୍କ ସହ ଖ-ରା-ପ ଆ-ଚ-ର-ଣ ହେବା ସହ ତାଙ୍କ ସହ ଅ-ତ୍ୟା-ଚା-ର କମୁ ନାହି । କିନ୍ତୁ ଏଠାରେ ପୀ-ଡ଼ି-ତା-ଙ୍କର ଭଉଣୀ ଯେପରି ଏକ ଦୁଇ ଯୁବକଙ୍କୁ ଉଚିତ ଶିକ୍ଷା ଦେଇଛି ତାହା ଅତି ପ୍ରଶଂସାର ବିଷୟ ଅଟେ । ଏହି ଭଳି ପୁରୁଷ ମାନଙ୍କୁ କଠୋରରୁ କ-ଠୋର ଦ-ଣ୍ଡ ଦେବା ଉଚିତ ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।