ପୁରସ୍କାର ଜିତି ସାରିଛନ୍ତି ଏହି 20 ଟି ସୁନ୍ଦର ଫୋଟୋ, ଦେଖିବେ ତ କୌଣସି ଯାଦୁ ଠାରୁ କମ ଲାଗିବନି ଏହି ଫୋଟୋଗ୍ରାଫି

ବର୍ତ୍ତମାନ ହିଁ Siena International Photo Awards 2018 ର ପରିଣାମ ଘୋଷିତ ହୋଇଛି । ଏହି ପ୍ରତିଯୋଗିତାରେ ସର୍ବମୋଟ ୧୫୬ ଦେଶର ପାଖାପାଖି ୪୮୦୦୦ ଫଟୋ ଆସିଥିଲା । ଏହି ପ୍ରତିଯୋଗିତାରେ ଅଲଗା ଅଲଗା କ୍ୟାଟାଗୋରୀର କେତେକ ଫଟୋ ପ୍ରାଇଜ ଜିତିଲେ । ବହୁତ ଦିନ ହେବ ଫୋଟୋଗ୍ରାଫର୍ସଙ୍କର ଉସ୍ଚାହ ବଢାଇବା ପାଇଁ ଏହି ପ୍ରାଇଜ ଦିଆ ଯାଉଅଛି ।

୪୮୦୦୦ ଫୋଟରେ ଆମେ ଆପଣମାନଙ୍କ ପାଇଁ ୨୦ ଟି ଫଟୋ ଆଣିଛୁ ଯାହାକୁ ଦେଖି ଆପଣଙ୍କର ମନରେ ଉଲ୍ଲାସ ଖେଳିଯିବ । ଏହି ଫଟୋକୁ ଦେଖି ଆପଣ ଜାଣି ପାରିବେ କି ସତରେ ଦୁନିଆ ବହୁତ ସୁନ୍ଦର ଅଟେ । ଏହାକୁ ଦେଖି ଆପଣ ବି କହିବେ କି ଯଦି ଠିକ ପ୍ରକାରରେ କରାଯାଏ ଫୋଟୋଗ୍ରାଫୀ, ତେବେ ତାହା କୌଣସି ଯାଦୁ ଠାରୁ କମ ନୁହେଁ ।

El Calbuco

Sharing Emotion

Rhino Silhouette

Underwater View Of The Winter Lofoten

Nemo In The House

Toy Houses

The Wave

Love On The Rocks

Run

Break

Kid With Hand Crafts

The Road Of Fortune

Battle Victim

Killer Whale In Polar Night

The Beakful Of The Hoopoe

Flying On The Beach

ଛୁଆଟି କେମିତି ପାଣି ପିଉଛି

ଫ୍ଲୋଟିଙ୍ଗ ମାର୍କେଟ, ଏଠି ଡଙ୍ଗାରେ ଚାଲେ ବାଣିଜ୍ୟ ବ୍ୟବସାୟ

ଟ୍ରାଭେଲର୍ସ

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଶେୟାର କରିବାକୁ ଭୁଲିବେ ନାହିଁ । ଏମିତି ଅନେକ ସୁନ୍ଦର ସୁନ୍ଦର ପୋସ୍ତ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।