ଚହଲଙ୍କ ହେଲା ମ୍ୟାଚରେ ଆଶ୍ଚର୍ଯ୍ୟ ଜନକ ଏଣ୍ଟ୍ରି… ଏମିତି ଖେଳିଲେ କି ମିଳିଲା MOM ଜଡେଜା ପହଞ୍ଚିଲେ ହସ୍ପିଟାଲ

ଭାରତ ଓ ଅଷ୍ଟ୍ରେଲିୟା ମଧ୍ୟରେ ପ୍ରଥମ ଟି – ୨୦ ମ୍ୟାଚ ଖେଳା ଯାଇ ଥିଲା । ଏହି ମ୍ୟାଚକୁ ଭାରତ ମାତ୍ର ୧୧ ରନରେ ନିଜ ନାମରେ କରିଛି । କିନ୍ତୁ ଏହି ମ୍ୟାଚରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଲା ଓ ସେହି ଚମତ୍କାର ଥିଲେ ୟୁଜବେନ୍ଦ୍ର ଚହଲ । କାରଣ ୟୁଜବେନ୍ଦ୍ର ଚହଲ ଟିମରେ ନ ଥିଲେ ଓ ୧୧ ଜଣ ଖେଳାଳିଙ୍କ ମଧ୍ୟରେ ବି ନ ଥିଲେ । ତଥାପି ଅଚାନକ ୟୁଜବେନ୍ଦ୍ର ଚହଲ ମ୍ୟାଚରେ ବୋଲିଙ୍ଗ କରିବାକୁ ଲାଗିଲେ । ଏହା ସହିତ ଅଷ୍ଟ୍ରେଲିୟା ଖେଳାଳିଙ୍କୁ ବି ବହୁତ ବଡ ଝଟକା ଦେଲେ । କହିବାକୁ ଗଲେ କଣ ଥିଲା ଚମତ୍କାର ଚାଳନ୍ତୁ ଏହା ବିଷୟରେ ବିସ୍ତାର ରୂପରେ ଜାଣିବା ।

କ୍ୟାପଟେନ ବିରାଟ ଯେତେବେଳେ ଟି – ୨୦ ମ୍ୟାଚ ଅଷ୍ଟ୍ରେଲିୟା ବିରୁଦ୍ଧରେ ଟିମ ଘୋଷଣା କରିଲେ ତେବେ ସେହି ସମୟରେ ୟୁଜବେନ୍ଦ୍ର ଚହଲ ଟିମରେ ସାମିଲ ନ ଥିଲେ । ଏମିତିରେ ସମସ୍ତ ବିରାଟ କୋହଳିଙ୍କ ନିଷ୍ପତି ଉପରେ ପ୍ରଶ୍ନ କରିବାକୁ ଲାଗିଲେ ।

କିନ୍ତୁ ଏହି ସବୁ ମଧ୍ୟରେ ଭାରତର ଖେଳାଳିମାନେ ଯେତେବେଳେ ବୋଲିଙ୍ଗ କରିବାକୁ ଲାଗିଲେ ତେବେ ଅଚାନକ ୟୁଜବେନ୍ଦ୍ର ଚହଲ ବୋଲିଙ୍ଗ କରିବାକୁ ଲାଗିଲେ । ଅଷ୍ଟମ ଓଭରରେ କ୍ୟାପଟେନ ବିରାଟ କୋହଳି ୟୁଜବେନ୍ଦ୍ର ଚହଲକୁ ବୋଲିଙ୍ଗ କରିବାକୁ କହିଲେ । ୟୁଜବେନ୍ଦ୍ର ଚହଲ ଟିମରେ ନ ଥିଲେ ତଥାପି ବୋଲିଙ୍ଗ କରିବାକୁ ଆସିଲେ ଏହାକୁ ଦେଖି ସବୁ ଦର୍ଶକ ଆଶ୍ଚର୍ଯ୍ୟ ହୋଇଗଲେ । ଏତିକି ନୁହେଁ ୟୁଜବେନ୍ଦ୍ର ଚହଲ ବୋଲିଙ୍ଗ କରି ନିଜର ଟିମକୁ ଦୁଇଟି ବଡ ୱିକେଟ ବି ଦେଲେ ।

ପ୍ରଥମ ଓଭରରେ ଫିଞ୍ଚ ଓ ଦ୍ଵିତୀୟ ଓଭରରେ ସ୍ମିଥକୁ ଆଉଟ ବି କରି ଦେଲେ । କହିବାକୁ ଗଲେ ଏହି ସବୁ ଆଇସିସିର ନୂଆ ନିୟମ କାରଣରୁ ହୋଇଛି । ଆପଣଙ୍କୁ କହିଦେଉଛୁ କି ବ୍ୟାଟିଙ୍ଗ ସମୟରେ ଜାଡେଜାଙ୍କୁ ଶକ୍ତ ଆଘାତ ଲାଗିଥିଲା । ଯେଉଁ କାରଣରୁ ଜାଡେଜାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ଭର୍ତ୍ତି କରାଗଲା । ଏହା ପରେ ଆଇସିସିର ନୂଆ ନିୟମ ଅନୁସାରେ ଯଦି ଖେଳାଳି ନିଜକୁ ଖେଳିବା ପାଇଁ ଅସମର୍ଥ ଭାବୁଛନ୍ତି ତେବେ କ୍ୟାପଟେନ ନିଜର ଖେଳାଳିକୁ ବଦଳି ପାରିବେ ।

ଏହା ପରେ କ୍ୟାପଟେନ ବିରାଟ ଜାଡେଜା ସ୍ଥାନରେ ୟୁଜବେନ୍ଦ୍ର ଚହଲଙ୍କୁ ଟିମରେ ସାମିଲ କରି ନେଲେ । କହିବାକୁ ଗଲେ ପୂର୍ବରୁ ବି ଖେଳାଳିକୁ ଚଞ୍ଜେ କରାଯାଉ ଥିଲା । କିନ୍ତୁ ସେହି ଖେଳାଳି ଅନ୍ୟ ଖେଳାଳିଙ୍କ ବଦଳରେ କେବଳ ଫିଲଡିଙ୍ଗ କରୁଥିଲେ । କିନ୍ତୁ ବର୍ତ୍ତମାନର ନୂଆ ନିୟମ ଅନୁସାରେ ବଦଳି ଥିବା ଖେଳାଳି ବୋଲିଙ୍ଗ ଓ ବ୍ୟାଟିଙ୍ଗ ବି କରି ପାରିବ ଓ ଏହା ହିଁ କାଲିର ମ୍ୟାଚରେ ହୋଇଥିଲା ଓ ଜାଡେଜା ସ୍ଥାନରେ ୟୁଜବେନ୍ଦ୍ର ଚହଲ ଆସିଲେ ଓ ବୋଲିଙ୍ଗ କରିବାକୁ ଲାଗିଲେ ।

ଏହା ସହିତ ଦୁଇଟି ବଡ ୱିକେଟ ବି ନେଲେ । ଯଦି ରବୀନ୍ଦ୍ର ଜାଡେଜାଙ୍କ ଆଘାତ ବିଷୟରେ କଥାବାର୍ତ୍ତା କରିବା ତେବେ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି । କହିବାକୁ ଗଲେ ନୂଆ ନିୟମ କାରଣରୁ ଏହି ଚମତ୍କାର ହେଲା । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।