Health tips- ପ୍ରବଳ ରୁ ଅତିପ୍ରବଳ ଅଣ୍ଟାବିନ୍ଧା ବି ଥରକରେ ଭଲ ହେବ, କେବଳ ଏଥିରୁ ଗୋଟିଏ କପ ପିଇ ନିଅନ୍ତୁ, ନିଶ୍ଚୟ କରି ଦେଖନ୍ତୁ

ଆଜିକାଲୀ ଘରେ ଘରେ ଅଣ୍ଟା ଯନ୍ତ୍ରଣା ସମସ୍ଯା ଅଧିକ ଦେଖା ଯାଉଛି । କିଛି ଲୋକ ମାନେ ଏହି ସମସ୍ୟାକୁ ଦୂର କରିବା ପାଇଁ ମେଡ଼ିସିନର ସେବନ କରିଥାନ୍ତି । କିନ୍ତୁ କିଛି ବି ଲାଭ ମିଳି ନ ଥାଏ । ଅଣ୍ଟା ବିନ୍ଧା ସମସ୍ଯା ହେଲେ ବହୁତ ଅଧିକ କଷ୍ଟ ଅନୁଭବ ହୋଇଥାଏ ।

ଅଣ୍ଟା ବିନ୍ଧା ସମସ୍ଯା ପାଇଁ ଲୋକ ମାନେ ବହୁତ ଉପଚାର କରିଲେ ମଧ୍ୟ ଭଲ ହୋଇ ନ ଥାଏ । ଆଜିକାଲି ସାଧାରଣତ ପୁରୁଷ ହେଉ ବା ମହିଳା ହେଉ ସମସ୍ତଙ୍କ ଠାରେ ଅଣ୍ଟା ବିନ୍ଧା ସମସ୍ଯା ପରିଲକ୍ଷିତ ହେଉଛି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ରେମେଡି ନେଇ ଆସିଛୁ ଯାହା ଦ୍ଵାରା ଆପଣ ମାନେ ଅଣ୍ଟା ବିନ୍ଧା ଯନ୍ତ୍ରଣାରୁ ମୁକ୍ତି ପାଇ ପାରିବେ । ଏହି ଘରୋଇ ରେମେଡି ପ୍ରସ୍ତୁତ କରିବା ପାଇଁ କିଛି ସାମଗ୍ରୀର ଆବଶ୍ୟକତା ରହିଛି ।

ଏଥି ପାଇଁ ୩ଟି ରସୁଣର ଆବଶ୍ୟକ ରହିଛି । ରସୁନର ଭଲେ ଭାବେ ଚୋପା ଛଡାଇ ଏହାକୁ ଛେଚି ଦିଅନ୍ତୁ । ଏହା ପରେ ରସୁଣରେ ଏକ ଚାମଚ ପାଣି ମିଶାନ୍ତୁ । ପାଣି ମିଶାଇବା ପରେ ରସୁଣକୁ ଭଲ ଭାବେ ଛେଚି ଦିଅନ୍ତୁ । ଏହାକୁ ଭଲ ଭାବେ ଛେଚିବା ପରେ ରସୁଣର ଏକ ପେଷ୍ଟ ପ୍ରସ୍ତୁତ ହୋଇଯିବ । ଏହା ପରେ ରସୁଣ ପେଷ୍ଟର ରସ ଭଲ ଭାବେ ଛାଣି ନିଅନ୍ତୁ ।

ଏହା ପରେ ଯେଉଁ ସାମଗ୍ରୀର ଆବଶ୍ୟକତା ରହିଛି ତାହା ହେଉଛି ଲେମ୍ବୁ । ଫଳେ ଲେମ୍ବୁର ରସକୁ ରସୁଣର ପେଷ୍ଟରେ ମିଶ୍ରଣ କରନ୍ତୁ । ଏହା ପରେ ଏଥିରେ ଅଳ୍ପ ମାତ୍ରାରେ ପାଣି ମିଶାନ୍ତୁ । ଏହି ପରି ଭାବେ ଘରୋଇ ରେମେଡି ପ୍ରସ୍ତୁତ କରାଯିବ ଯାହାର ସେବନ କରିଲେ ଅଣ୍ଟା ବିନ୍ଧା ସମସ୍ୟାରୁ ମୁକ୍ତି ମିଳିବ ।

ଏବେ ଆସନ୍ତୁ ଜାଣିବା ଏହାର ସେବନ କିପରି ଓ କେଉଁ ସମୟରେ କରାଯିବ । ଏହି ରେମେଡିକୁ ଦିନକୁ ଦୁଇ ଥର ସେବନ କରିବା ଉଚିତ । ପ୍ରଥମେ ସକାଳେ କିଛି ଖାଇବା ପରେ ଓ ସନ୍ଧ୍ଯାରେ କିଛି ଖାଇବା ପରେ ଏହି ରେମେଡିର ସେବନ କରି ପାରିବେ । ଯଦି କୌଣସି ବ୍ୟକ୍ତିର ଅଣ୍ଟା ବିନ୍ଧା ଆରମ୍ଭ ହେଉଥାଏ ତେବେ ଏହି ମିଶ୍ରଣର ସେବନ କରିବା ଦ୍ଵାରା ତୁରନ୍ତ ସମସ୍ୟାର ସମାଧାନ ହୋଇଯିବ ।

ଯଦି କୌଣସି ବ୍ୟକ୍ତିର ବହୁତ ପୁରୁଣା ଅଣ୍ଟା ବିନ୍ଧା ଯନ୍ତ୍ରଣା ରହିଥାଏ ତେବେ ୧୫ ଦିନ ଜେନ ଏହାକୁ ରେଗୁଲାର ସେବନ କରିବା ଉଚିତ । ଏହାର ସେବନ ଦ୍ଵାରା ଆପଣଙ୍କର କିଛି ବି ପାର୍ଶ୍ଵ ପ୍ରତିକ୍ରିୟା ହେବ ନାହି କି ଶରୀରର କିଛି କ୍ଷତି ମଧ୍ୟ ହେବ ନାହି । ଏହି ରେମେଡିର ସେବନ ଦ୍ଵାରା ଆପଣଙ୍କର ଅଣ୍ଟା ବିନ୍ଧା ସମସ୍ଯା ସବୁ ଦିନ ପାଇଁ ଦୂରେଇ ଯିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜୁକୁ ଗୋଟିଏ ଲାଇକ କରନ୍ତୁ ।