ପୁରା ବଲିଉଡ ଇଣ୍ଡଷ୍ଟ୍ରି ଆର୍ୟନ ଖାନଙ୍କ ସମର୍ଥନରେ ଉଠୁଥିବା ବେଳେ ଏବେ ସାମନାକୁ ଆସିଛନ୍ତି ଅଭିନେତା ସୋନୁ ସୁଦ । ସେ ଆର୍ୟନଙ୍କୁ କିଛି ପରାମର୍ଶ ଦେଇଛନ୍ତି । ଆର୍ୟନଙ୍କୁ ଧୈର୍ଯ୍ୟ ସହ ଚିନ୍ତା ଶକ୍ତି ଦୃଢ ରଖିବା ସହ ସମୟ ସହ ବହିବା ପାଇଁ ସେ କହିଛନ୍ତି । ଏହାସହ କା-ନୁ-ନ ବା ଆ-ଇ-ନ ବ୍ୟ-ବ-ସ୍ଥା ନିଜ ସମୟ ନେବ ବୋଲି ସେ କହିଛନ୍ତି । ସେଥିପାଇଁ ଏହି ନ-କ-ରା-ତ୍ମ-କ ସମୟରେ ନିଜ ସ୍ଥିତି ଓ ଆତ୍ମବିଶ୍ଵାସକୁ ଆଗକୁ ରଖି ଚାଲିବାକୁ ହେବ ବୋଲି ସେ କହିଛନ୍ତି ।
ସୋନୁ ସୁଦ ଶାହରୁଖ ଖାନଙ୍କ ସହ ଅନେକ ସିନେମାରେ କାମ କରିଛନ୍ତି ଓ ବ୍ୟକ୍ତିଗତ ଭାବେ ମଧ୍ୟ ଉଭୟ ପରସ୍ପରକୁ ଜାଣନ୍ତି । ଆର୍ୟନ ଗି-ର-ଫ ହେବା ପରେ ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ଆର୍ଥର ରୋଡ ଜେ-ଲ ପଠାଯିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ସୋନୁ ସୁଦ । ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ସାରା ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ନିଜର ପ୍ରତିକ୍ରିୟା ମାଧ୍ୟମରେ ଆର୍ୟନଙ୍କୁ ସମର୍ଥନ କରିଛନ୍ତି । ଶାହରୁଖଙ୍କ ଘନିଷ୍ଠ ବନ୍ଧୁ ସଲମାନ ଖାନ ଏବଂ କରଣ ଜୋହର ମଧ୍ୟ ନିଜ ନିଜର ପ୍ରତିକ୍ରିୟା ଦେଇଥିଲେ ।
ତେବେ କରୋନା ମହାମାରୀ ସମୟରେ ଅନେକ ଲୋକଙ୍କୁ ସାହାଯ୍ୟ କରିଥିବା ଓ ନିଜ ସକାରାତ୍ମକ ଚିନ୍ତା ସବୁବେଳେ ଦେଖାଇ ଆସିଥିବା ସୋନୁ ସୁଦ ଆଜି ପୁଣି ଥରେ ଶାହରୁଖଙ୍କ ପୁଅ ପାଇଁ ନିଜ ସକାରାତ୍ମକତାକୁ ଦେଖାଇଛନ୍ତି । ତେବେ ସୋନୁଙ୍କ ପ୍ରତିକ୍ରିୟାକୁ ଅନେକ ଲୋକ ପ୍ରଶଂସା କରୁଥିବା ବେଳେ ଅନେକ ଲୋକ ଏହାକୁ ସ-ମା-ଲୋ-ଚ-ନା ମଧ୍ୟ କରୁଛନ୍ତି । ତେବେ ସୋନୁ ସୁଦ ନିଜ ପୋ-ଷ୍ଟ-ରେ କେଉଁଠାରେ ମଧ୍ୟ ଆର୍ୟନ କିମ୍ବା ଶାହରୁଖଙ୍କ ନାମ ଉଲ୍ଲେଖ କରି ନାହାନ୍ତି ।
ଏହି ପୋ-ଷ୍ଟ-ରେ ସେ ଆର୍ୟନଙ୍କ ଆଡକୁ କେବଳ ଗୋଟିଏ ଈଷାରା ଦେଇଥିବା ଦେଖିବାକୁ ମିଳିଛି । ତେବେ ସୋନୁଙ୍କ ଏହି ଟ୍ବି-ଟ ବା ପରାମର୍ଶକୁ ଆର୍ୟନ ଖାନ କେତେ ଗ୍ରହଣ କରୁଛନ୍ତି ତାହା ସମୟ କହିବ । ତେବେ ୟୁଜର୍ସଙ୍କ ପ୍ରତିକ୍ରିୟା ଦେଖି ଲାଗୁଛି ଏହି ଟ୍ବି-ଟ ପାଇଁ ସୋନୁଙ୍କୁ ଅନେକ ସ-ମା-ଲୋ-ଚ-ନା-ର ଶି-କା-ର ହେବାକୁ ପଡିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।