ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ମୁମ୍ବାଇରେ ଏକ କୃଜ ପାର୍ଟିରୁ ଗି-ର-ଫ ହେବା ପରେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଡ୍ର-ଗ ମା-ମ-ଲା-ରେ ମୁମ୍ବାଇ ପୋ-ଲି-ସ ଘ-ଟ-ଣା-ସ୍ଥ-ଳ-ରୁ ତାଙ୍କୁ ଗି-ର-ଫ କରିବା ପରେ ବଲିଉଡରେ ମା-ମ-ଲା ଗରମ ରହିଛି । ଏହି ଘ-ଟ-ଣା ସମ୍ପର୍କରେ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ମତ ରଖୁଛନ୍ତି । N-C-B ମୁତାବକ ଆର୍ୟନ ଖାନ ଡ୍ର-ଗ ନେବା ସହ ଡ୍ର-ଗ ସ-ପ୍ଲା-ଇ ମଧ୍ୟ କରୁଥିବା ନେଇ ସୂଚନା ରହିଛି ।

ତେବେ କାହା ପାଖରୁ କେତେ ପରିମାଣରେ ଡ୍ର-ଗ ମିଳିଛି ଏନେଇ ସଂପୂର୍ଣ୍ଣ ବିବରଣୀ ଦେଇ ନାହିଁ N-C-B । ଏହା ମଧ୍ୟରେ ମି-ଡି-ଆ ଉପରେ ଦାଉ ସାଧିଛନ୍ତି ଅଭିନେତା ସୁନିଲ ସେଟ୍ଟୀ । ସେ ଆ-ର୍ୟ-ନ-ଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି । ଅନେକ ସ୍ଥାନରେ ରେ-ଡ ହେଲେ ପୋ-ଲି-ସ ଅନେକ ଲୋକଙ୍କୁ ନିଜ ହେପାଜତରେ ନେଇଥାଏ । କିନ୍ତୁ ସବୁବେଳେ ବଲିଉଡ ସହ ଜଡିତ ଲୋକଙ୍କୁ ଏଥିପାଇଁ ଟା-ର୍ଗେ-ଟ କରିବା ବିଚାର ସାପେକ୍ଷ ନୁହେଁ ବୋଲି ସେ କହିଛନ୍ତି ।
ସତ ସମାନାକୁ ଆସିବା ପୂର୍ବରୁ ପିଲାକୁ ଦୋ-ଷୀ ବୋଲି ବିଚାର ନକରି ଏହି ସମୟରେ ତାକୁ ସାହସ ଦେବା ପାଇଁ ସେ କହିଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ଛୋଟ ବଡ କିଛି ବି ହେଲେ ମି-ଡି-ଆ ତାକୁ ସବୁବେଳେ ବଢେଇ ଚଢେଇ ଖବର ପ୍ରସାରିତ କରୁଛି ଓ ଏକଦମ ବଲିଉଡ ପଛରେ ଲାଗି ପଡୁଛି ପଡୁଛି କହିଛନ୍ତି ସୁନିଲ ସେଟ୍ଟୀ । ତେବେ ସୁନିଲ ସେଟ୍ଟୀଙ୍କ ଏହି ମନ୍ତବ୍ୟକୁ ନେଇ ଏବେ ମି-ଡି-ଆ ଗରମ ହୋଇଛି ।
ସୁନିଲ ସେଟ୍ଟୀ ଆର୍ୟନ ଖାନଙ୍କ ସମର୍ଥନରେ କହି ମି-ଡି-ଆ-କୁ ଦୋ-ଷ ଦେଇଥିବାରୁ ମି-ଡି-ଆ ମଧ୍ୟ ସୁନିଲଙ୍କ ମନ୍ତବ୍ୟକୁ ଭୁଲ ବୋଲି ସାବ୍ୟସ୍ତ କରିବାରେ ଓ ତାଙ୍କୁ ଏକ ପ୍ରକାର ଟ୍ରୋ-ଲ କରିବାରେ ଲାଗି ପଡିଛି । ସୁନିଲ ସେଟ୍ଟୀଙ୍କ ଏହିପରି ମନ୍ତବ୍ୟକୁ ଅନେକ ଲୋକ ସମର୍ଥନ କରୁଥିବା ବେଳେ ଅନେକ ଲୋକ ବି-ରୋ-ଧ ମଧ୍ୟ କରୁଛନ୍ତି । ଏପରି ସବୁ ଘ-ଟ-ଣା ସାମନାକୁ ଆସିଲେ ବଲିଉଡର ନାମ ଖରାପ ହେଉଛି ସତ କିନ୍ତୁ ବଲିଉଡ ମଧ୍ୟ ସୁଧୁରୁ ନାହିଁ ବୋଲି କହିଛି ମି-ଡି-ଆ ।

ମୁମ୍ବାଇର ଡ୍ର-ଗ କା-ର-ନା-ମା-ରେ ପ୍ରାୟ ପ୍ରତ୍ଯେକ ଦିନ ବଲିଉଡର ବଡ ବଡ କଳାକାରଙ୍କ ନାମ ସାମନାକୁ ଆସୁଥିବା ସମସ୍ତେ ଦେଖୁଛନ୍ତି । ତେବେ ଆର୍ୟନଙ୍କ ପାଇଁ ଆଜି ବେ-ଲ୍ ଆପ୍ଲାଇ କରା ଯାଇଥିବା ବେଳେ ତାଙ୍କ ଗି-ର-ଫ-ର ସମ୍ଭାବନା ଅଧିକ ରହିଛି ବୋଲି ମି-ଡି-ଆ କହୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।