‘ମତେ ବେଲ୍ ଦିଅନ୍ତୁ, ମୁଁ ନିର୍ଦ୍ଦୋଷ, NCB ପାଖେ ମୁଁ ନିଶା ନେବା ପ୍ରମାଣ ନାହିଁ’, ଦେଖନ୍ତୁ ନିଜ ସଫେଇ ରେ କଣ କହୁଛନ୍ତି Aryan Khan, ଦେଖନ୍ତୁ Video

ଆଜି ମୁମ୍ବାଇର ଏକ କୋ-ର୍ଟ-ରେ ହା-ଜି-ର ହୋଇଛନ୍ତି ଆର୍ୟନ ଖାନ । ସେ ଆଜି କୋ-ର୍ଟ-ରେ ନିଜ ବେ-ଲ୍ ପାଇଁ ମଧ୍ୟ ଦାଖଲ କରିବେ । ତାଙ୍କ ଓକିଲ ସତୀଶ ମାନସିନ୍ଧେ ଙ୍କ ମୁତାବକ ତାଙ୍କ କ୍ଲାଏଣ୍ଟ ଆର୍ୟନ ଖାନଙ୍କ ପକ୍ଷେ କୃଜର କୌଣସି ଟିକେଟ ନଥିଲା । ତାଙ୍କୁ ଏହି କୃଜକୁ ନିମନ୍ତ୍ରଣ କରାଯାଇ ଥିଲା ଏବଂ ଏହାସହ ତାଙ୍କ ଠାରୁ କୌଣସି ନି-ଶା-ଦ୍ର-ବ୍ଯ ମଧ୍ୟ ମିଳିନାହିଁ । ଆର୍ୟନଙ୍କ ବନ୍ଧୁ ମର୍ଚାଣ୍ଟଙ୍କ ଜୋତାରୁ କିଛି ପରିମାଣରେ କୋ-କେ-ନ ବାହାରିଥିଲା ।

ତେବେ ପୁଅ ଗି-ର-ଫ ହେବା ନେଇ ତାଙ୍କ ମା ଗୌରି ଖାନ ଏବଂ ପିତା ଶାହରୁଖ ଖାନ ମଧ୍ୟ ଚିନ୍ତିତ ଥିବା ଆର୍ୟନଙ୍କ ଓକିଲ କହିଛନ୍ତି । N-C-B ଆର୍ୟନଙ୍କୁ ନେଇଥିବା ଗୋଟିଏ ଦିନର ରି-ମା-ଣ୍ଡ ଅବଧି ଆଜି ଶେଷ ହେବ ଏବଂ ଏହାପରେ ତାଙ୍କୁ ଜୁ-ଡି-ସି-ଆ-ଲ କ-ଷ୍ଟ-ଡି-ରେ ପଠାଇ ଦିଆଯିବ । ଏହା ପୂର୍ବରୁ ହିଁ ତାଙ୍କୁ ବେ-ଲ୍ ରେ ଆଣିବା ପାଇଁ ଚେଷ୍ଟା କରାଯାଉଛି । ତେବେ ଆର୍ୟନ ଯାଇଥିବା କୃଜ ପାର୍ଟିରେ ତାଙ୍କ ପାଖେ କୌଣସି ଟିକେଟ ନଥିଲା କି କୌଣସି ବୁଥ ସେ ତାଙ୍କ ନାମରେ ବୁକ କରି ନଥିଲେ ।

ତେବେ ଏହି ମା-ମ-ଲା-ରେ N-C-B ମଧ୍ୟ ଆଜି ନିଜ ପକ୍ଷ ରଖିବ । ତେବେ ଆଜି ଆର୍ୟନ ଖାନଙ୍କୁ ବେ-ଲ୍ ମିଳିବ କି ନାହିଁ ତାହା ଦେଖିବାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ତେବେ କୋ-ର୍ଟ-ରେ ଉଭୟ ପକ୍ଷର ବିଚାର କରିବା ପରେ ଜଜ୍ ନିର୍ଣ୍ଣୟ ନେବେ ଆର୍ୟନଙ୍କୁ ଜୁ-ଡି-ସି-ଆ-ଲ କ-ଷ୍ଟ-ଡି-ରେ ପଠାଯିବ ନା ତାଙ୍କୁ ବେ-ଲ୍ ମିଳିବ । ତେବେ ଆର୍ୟନଙ୍କ ସହ ଗି-ର-ଫ ହୋଇଥିବା ତାଙ୍କର କିଛି ବନ୍ଧୁମାନଙ୍କ ପିତାମାତା ମଧ୍ୟ ଆଜି ବେ-ଲ୍ ପାଇଁ ଆସି ପହଞ୍ଚିଛନ୍ତି । ତେବେ ଆର୍ୟନ N-C-B ଆଗରେ କାନ୍ଦି ନାହାନ୍ତି ବୋଲି କହିଥିବା ଶୁଣିବାକୁ ମିଳିଛି ।

ଏହାସହ ସେ କୌଣସି ପ୍ରକାର ନି-ଶା-ଦ୍ର-ବ୍ଯ ସେ-ବ-ନ କରନ୍ତି ନାହିଁ ବୋଲି କହିଛନ୍ତି । ତେବେ ଏହି ମାମଲାରେ N-C-B ଆର୍ୟନ ଖାନଙ୍କ ଉପରେ ଦ-ଫା ୨୭, ୮(ଗ)  ମଧ୍ୟ ଲଗାଇଛି । ତେବେ ଏହି ସବୁ ଜା-ମି-ନ ମୂ-ଳ-କ ଦ-ଫା ଅଟେ ବୋଲି ଓକିଲ ସତୀଶ ମାନସିନ୍ଧେ କହିଛନ୍ତି । ତେବେ ଆର୍ୟନଙ୍କ ହ୍ଵା-ଟ୍ସ-ଆ-ପ୍ ଚା-ଟ-ରେ ସେ ଡ୍ର-ଗ ନେଉଥିବା ଏବଂ ସ-ପ୍ଲା-ଇ କରୁଥିବା କଥା କହିଛି N-C-B ।

ତେବେ ଏହିସବୁକୁ ପ୍ରମାଣିତ କରିବା ପାଇଁ N-C-B-କୁ ଅଧିକ ପ୍ରମାଣ ଆବଶ୍ୟକ ହେବ ଓ ଏଥିପାଇଁ ସେ ବିଭିନ୍ନ ସ୍ଥାନରେ ରେ-ଡ ମଧ୍ୟ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।