ଆଜିକାଲିର ଭୁଲ ଜୀବନଶୈଳୀ ଓ ଖରାପ ଖାଦ୍ୟପେୟ ଯୋଗୁ କିଛି ଲୋକମାନେ ଅର୍ଶ ଭଳି ସମସ୍ୟାର ସାମ୍ନା କରିଥାନ୍ତି । ଅର୍ଶ ସମସ୍ୟା ଆରମ୍ଭ ହେଲେ ଆପଣଙ୍କୁ ବିଭିନ୍ନ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଅର୍ଶ ହେଲେ ଆପଣ ସଠିକ ରୂପରେ ବସି ପାରିବେ ନାହିଁ । ଏହା ସହିତ ଅନ୍ୟାନ୍ୟ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏହିଭଳି ସ୍ଥିତିରେ ଅପରେସନ କରିବାକୁ ପଡିଥାଏ ।
କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାକି ଆପଣଙ୍କ ଅର୍ଶ ଭଳି ସମସ୍ୟାକୁ ଦୂର କରିଦେବ । ଅର୍ଶରେ ଯେଉଁ ମାଂସ ଝୁଲି ପଡିଥାଏ ତାକୁ ବି ଭଲ କରିବାରେ ସାହାର୍ଯ୍ୟ କରିବ । ଅର୍ଶ ଭଲ କରିବା ପାଇଁ ଆପଣଙ୍କୁ ପ୍ରଥମେ ପୂଜା ସମୟରେ ବ୍ୟବହାର କରାଯାଉଥିବା କର୍ପୁର, ଲେମ୍ବୁ ଓ ହଳଦୀ ଗୁଣ୍ଡ ଦରକାର ।
ଆପଣ ଗୋଟିଏ ପାତ୍ରରେ ଦୁଇଟି କର୍ପୁର ନେଇ ତାକୁ ଗୁଣ୍ଡ କରି ଦିଅନ୍ତୁ । ସେଥିରେ ଅଳ୍ପ ଲେମ୍ବୁର ରସ ମିଶାନ୍ତୁ । ଏଥିରେ ଅଧ ଚମାଚରୁ ବି କମ ହଳଦୀ ଗୁଣ୍ଡ ଦିଅନ୍ତୁ । ଏଥିରେ ଏକ ଚାମଚ ଜଡା ତେଲ ମିଶାନ୍ତୁ । ବର୍ତ୍ତମାନ ଆପଣ ଏହି ସବୁ ଜିନିଷକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କ ଉପଚାର ପ୍ରସ୍ତୁତ । ବର୍ତ୍ତମାନ ଆପଣ ଏହାକୁ ନିଜର ଅର୍ଶ ସ୍ଥାନରେ ଲଗାନ୍ତୁ ।
ଯଦି ଆପଣ ଏକ ସପ୍ତାହ ପର୍ଯ୍ୟନ୍ତ ଅର୍ଶ ହୋଇଥିବା ସ୍ଥାନରେ ଲଗାଇବେ ତେବେ ଆପଣଙ୍କ ଅର୍ଶ ଭଳି ସମସ୍ୟା ଦୂର ହୋଇଯିବ । ଅର୍ଶ ସ୍ଥାନରେ ଝୁଲି ପଡିଥିବା ମାଂସ ବି ଭଲ ହୋଇଯିବ । ବର୍ତ୍ତମାନ ଜାଣି ନିଅନ୍ତୁ କି ଆପଣ ଏହାକୁ କେମିତି ପ୍ରୟୋଗ କରିବେ । ପ୍ରଥମେ ଆପଣ ନିଜର ଅର୍ଶ ସ୍ଥାନକୁ ଉଷୁମ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ । ଆପଣ ନିଜର ଆଙ୍ଗୁଠି କିମ୍ବା ତୁଳା ସାହାର୍ଯ୍ୟରେ ଏହାକୁ ଲଗାନ୍ତୁ ।
ଏହାକୁ ଲଗାଇବା ପରେ ଅଧ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ଶୁଖିବା ପାଇଁ ଛାଡି ଦିଅନ୍ତୁ । ନଚେତ ଆପଣଙ୍କୁ କୌଣସି ବି ପ୍ରକାରର ଲାଭ ମିଳିବ ନାହିଁ । ଯଦି ଆପଣ ଅପରେସନ କରିବାକୁ ଚାହୁଁ ନାହାନ୍ତି ତେବେ ଆପଣ ଏହି ଘରୋଇ ଉପଚାରକୁ କରନ୍ତୁ । ନଚେତ ଯଦି ଆପଣଙ୍କ ଅଧିକ ସମସ୍ୟା ଅଛି ତେବେ ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।