ଆର୍ମୀର ଖାଦ୍ୟରେ ବିଷ ମିଶାଇବା ପାଇଁ ପ୍ଳାନ କରୁଥିଲେ ପାକିସ୍ତାନୀ ISI, ସେନା ଉଠାଇଲେ ଏମିତି ପଦକ୍ଷେପ

ବନ୍ଧୁମାନେ ଗୋଟିଏ ପଟେ ପାକିସ୍ତାନ ୱିଙ୍ଗ କମାଣ୍ଡର ଅଭିନନ୍ଦନକୁ ଫେରାଇ ନିଜକୁ ଶାନ୍ତି ଏବଂ ଅମନ ପ୍ରିୟ ଦେଶ ବୋଲି କହୁଛି ଏବଂ ଅନ୍ୟ ପଟେ ତାହାର ଖରାପ ବିଚାର ବାହାରକୁ ଆସୁଛି । କହିବାକୁ ଗଲେ ତାଜା ସୂତ୍ର ଅନୁସାରେ ପାକିସ୍ତାନୀ MI (ମିଲିଟ୍ରୀ ଇଂଟେଲିଜେଂସ) ଏବଂ ISI (ଇଂଟର ସର୍ବିସ ଇଂଟେଲିଜେଂସ) ଏକାଠି ହୋଇ ଭାରତୀୟ ସୁରକ୍ଷାକର୍ମୀଙ୍କର ଖାଦ୍ୟରେ ବିଷ ମିଶାଇବା ପାଇଁ ଷଡଯନ୍ତ୍ର କରୁଥିଲେ ।

ସେ ଚାହୁଁଥିଲେ କି ଇଣ୍ଡିଆନ ଆର୍ମୀର ଖାଇବା ପିଇବା ଜିନିଷରେ କୌଣସି ପ୍ରକାରରେ ବିଷ ମିଶାଇ ଦେବେ ଯାହା ଦ୍ଵାରା ଭାରତକୁ ଆହୁରି ଏକ ବଡ ଝଟକା ଲାଗିବ, ଖାସ କରି ଜମ୍ମୁ ଏବଂ କାଶ୍ମୀରରେ ଥିବା ସକ୍ରିୟ ସେନା ଉପରେ ତାହାର କଡା ନଜର ଅଛି ।

ଆମ ଦେଶର ଖୁଫିୟା ଏଜେଂସୀ IB (ଇଂଟେଲିଜେଂସ ବ୍ଯୂରୋ)କୁ ଏହି କଥାର ସୂଚନା ପ୍ରଥମେ ହିଁ ଲାଗି ଯାଇଛି । ଏମତିରେ ସେମାନେ ଜମ୍ମୁ – କାଶ୍ମୀରରେ ଥିବା ସେନାଙ୍କୁ ଠିକଣାରେ ଏହି କଥାକୁ ନେଇ ଆଲର୍ଟ କରି ଦେଇଛନ୍ତି । ଏହି ଚେତାବନୀ ପରେ ଇଣ୍ଡିଆନ ଆର୍ମୀ ନିଜର ଭୋଜନ ନିମନ୍ତେ କିଣୁଥିବା ସବୁ ଜିନିଷ ପତ୍ରକୁ ସାବଧାନ ସହ କିଣୁଛନ୍ତି । ଏଠି ଖାଇବା ପିଇବା ସହିତ ଜଡିତ ସବୁଥିରେ ଚେକିଙ୍ଗ ଆରମ୍ଭ ହୋଇଯାଇଛି ।

ସୂତ୍ର ଅନୁସାରେ ଇଂଟେଲିଜେଂସ ବ୍ଯୂରୋକୁ ଏହି କଥାର ସୂଚନା ପାକିସ୍ତାନର ଏକ ନମ୍ବରରେ ଚ୍ୟାଟ ମାଧ୍ୟମରୁ ଜଣା ପଡିଛି । ଏହି ନମ୍ବରରୁ ଜଣା ପଡୁଛି କି ପାକିସ୍ତାନୀ ଆର୍ମୀ ଭାରତର ସେନାର ଖାଦ୍ୟ ଜିନିଷ ପତ୍ରର ଗୋଦାମକୁ ଟାର୍ଗେଟ କରିଛନ୍ତି ।

ଏହା ଛଡା ଆମେରିକାର ଏକ ଖୁଫିୟା ଏଜେଂସୀ ଭାରତକୁ ସଚେତନ କରିଛନ୍ତି କି ପାକିସ୍ତାନକୁ ସପୋର୍ଟ କରୁଥିବା ଏକ ଦହଶତନାକ ସଂଗଠନ ଭାରତ ଉପରେ କିଛି ଆକ୍ରମଣ କରି ପାରିବେ । ଏହି ଖୁଫିୟା ଏଜେଂସୀଙ୍କର ଅନୁସାରେ ପାକିସ୍ତାନ ମାଟିରେ ବି ଆତଙ୍କବାଦୀମାନେ ଆହୁରି ବି କେତେକ ପ୍ରକାରର ଆଟାକ କରିବା ପାଇଁ ପ୍ଲାନିଂ କରୁଛନ୍ତି ।

କିଛି ଖୁଫିୟା ଏଜେଂସୀଙ୍କର କହିବା ଅଟେ କି ପାକିସ୍ତାନି ମାଟି ଉପରେ ବାସ କରୁଥିବା କିଛି ଉପଦ୍ରବୀ ସଂଗଠନ କେବଳ ଭାରତକୁ ନୁହେଁ ଆଫଗାନିସ୍ତାନ ଏବଂ ଆମେରିକା ଉପରେ ବି ଆକ୍ରମଣ କରିବାର ପ୍ଲାନିଗ କରୁଛନ୍ତି । ଏମିତିରେ ପାକିସ୍ତାନକୁ ଯେ କୌଣସି ଭାବରେ ବି ଶିକ୍ଷା ଦେବାର ଅଛି । ବର୍ତ୍ତମାନ ଦେଖିବାର ଅଛି କି ଏହି ମାମଲାକୁ ନେଇ ଭାରତ ସରକାର କଣ ପଦକ୍ଷେପ ଉଠାଉଛନ୍ତି ।

ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ।