କେବଳ ଏହାକୁ ଥରେ ଲଗେଇ ଦିଅନ୍ତୁ, 99% ଆଣ୍ଠୁ ଗଣ୍ଠି ଦରଜ (Joint Pain), ହାତ, ଗୋଡ ଦରଜ ବିଲକୁଲ ଭଲ ହେଇଯିବ, ଜଲ୍ଦି ଦେଖନ୍ତୁ- Health Tips

ଶରୀର ଅଛି ତ ସମସ୍ଯା ଅଛି । ଏଭଳି ହେବାର ଅନେକ କାରଣ ଅଛି । ଆମେ ଜାଣିଛୁ ଜେଭଳି ଏକ ସୁସ୍ଥ ଶରୀର ପାଇଁ ଆମକୁ ଖାଦ୍ଯ ଓ ଯତ୍ନ ଦରକାର । ତା ଠାରୁ ମଧ୍ୟ ଅଧିକ ଯତ୍ନ ଶରୀର ଅସୁସ୍ଥ ଥିଲେ ଦରକାର ।

ତେବେ ବୟସ ଅଧିକ ହେଲେ କିମ୍ବା ଖାଇବା ପିବା ରେ ଅବହେଳା ହେଲେ ଆମର ରୋଗ ହୁଏ । ମାତ୍ର ଆଣ୍ଠୁଗଣ୍ଠି ବିନ୍ଧା ଓ ଶରୀର ର ଅନ୍ୟ ଜାଗାର ବିନ୍ଧା ଯଦି ହୁଏ ଏହାକୁ କିଭଳି କମେଇ ପାରିବା । ତାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଆପଣ ଜାଣି ଥିବେ ଆୟୁର୍ବେଦରେ ପିଆଜକୁ ବିନ୍ଧା ବିନ୍ଧିର ଔଷଧ ବୋଲି କୁହା ଯାଏ , ତେବେ ଏହାକୁ କିଭଳି ବ୍ୟବହାର କରିବା ଆସନ୍ତୁ ଜାଣିବା ପ୍ରଥମେ ଏକ ପିଆଜ ନେଇ ତାକୁ ବାଟି ଦିଅନ୍ତୁ  ଓ ଏହା ପରେ ଏଥିରେ ଅଳ୍ପ ପରିମାଣରେ ହଳଦୀ ମିଶେଇ ଦିଅନ୍ତୁ ।

ଏବେ ଏଥିରେ କିଛି ସୋରିଷ ତେଲ କିମ୍ବା ଅଲିଭ ତେଲ ପକାଇ ଏହାକୁ ଧୀର ଆଞ୍ଚରେ ଗରମ କରନ୍ତୁ । ଆପଣ ଯେତିକି ସହି ପାରିବେ ସେତିକି ଗରମ  ହିଁ ନିଜ ବିନ୍ଧା ହେଉଥିବା ଜାଗାରେ ଲଗାନ୍ତୁ । ଏହା ପରେ ଆପଣ ଏହାକୁ ହାଲୁକା ହାତରେ ମାଲିସ କରନ୍ତୁ । ଏହାକୁ ଜୋରେ ଘାସିବେ ନି । ଏହା ପରେ ଏଥିରେ ଗୋଟେ କନା କିମ୍ବା ଗାମୁଛା ବାନ୍ଧି ଦିଅନ୍ତୁ । ଏହାକୁ ଏବେ ରାତି ସାରା ଛାଡି ଦିଅନ୍ତୁ ଓ ଏହା କୁ ସକାଳେ ଖୋଲିକି ସଫା କରି ଦେବେ ।

ଏଭଳି ପ୍ରତେକ ଦିନ କରନ୍ତୁ । ଏଭଳି କରିବା ଦ୍ଵାରା ଆପଣ ବିନ୍ଧା ବିନ୍ଧିର ରୁ ମୁକ୍ତି ପାଇ ପାରିବେ । ଆପଣ ଏହା ଜାଣିଲେ ବାହାରୁ କିଭଳି ଉପଚାର କରିବେ । ଏବେ ଆସନ୍ତୁ ଜାଣିବା ଆମେ କିଭଳି ଓ କଣ ଖାଇବା ଦ୍ଵାରା ଏଥିରୁ ମୁକ୍ତି ପାଇ ପାରିବା।  ଆପଣ ମେଥି କୁ ରାତିରେ ଭିଯାଇ ଦିଅନ୍ତୁ ଓ ସକାଳେ ଏହାର ପାଣିକୁ ପି ନିଅନ୍ତୁ । ମେଥିକୁ ଆପଣ ଚୋବେଇକି ଖାଇ ପାରିବେ କିମ୍ବା ଆପଣ ଏହାକୁ ବାଟିକି ଏଥିରେ କିଛି ମହୁ ମିଶାଇ ଏହାକୁ ଖାଇ ପାରିବେ ।

ଯଦି ଆପଣଙ୍କୁ ଥକା ଲାଗୁଛି ତେବେ ଆପଣ ଏହା ସହ ଆକିଛି କିସ୍ମିସ ଭିଜେଇ ଦିଅନ୍ତୁ ରାତିରେ ଓ ଏହାର ସେବନ ସକାଳେ କରନ୍ତୁ । ଆପଣ ମାନେ ଜାଣିଥିବେ କି ସୂର୍ଯ୍ୟ କିରଣରେ ଅଧିକ ରୁ ଅଧିକ ଭିଟାମିନ -ଡି ମିଳି ଥାଏ । ଯଦି ଆପଣ ସକାଳୁ ନିଜକୁ କିଛି ସମୟ ପାଇଁ ସୂର୍ଯ୍ୟ କିରଣ ରେ ରଖିବେ ତେବେ ଆପଣ ନିଜର ଶରୀର ସହ ମନର ମଧ୍ୟ ଶାନ୍ତି ପାଇବେ । ଏହା ସହ ଆପଣ ଚୂନର ସେବନ କରି ପାରିବେ ।

ଚୁନକୁ ଆପଣ ପ୍ରତେକ ଦିନ ୧ ଗ୍ରାମ ଚୂନକୁ ଆପଣ ଜୁଷ କିମ୍ବା ପାଣି ସହ ଖାଇ ପାରିବେ । ମାତ୍ର ଏହାକୁ ଆପଣ କ୍ଷୀର ସହ ଖାଇବେନି। ଚୂନରେ ଆପଣଙ୍କର କ୍ୟାଲସିୟମ ଥାଏ ତେଣୁ ଆପଣ ଏହାର ସେବନ କରି ପାରିବେ । ଏହା ଛଡା ଯେଉଁ ମାନେ ଅଧିକ ବୟସ ର ଅଟନ୍ତି ସେମାନେ କ୍ୟାଲସିୟମ ଟାବ୍ଲେଟ ଖାଇବା ଦରକାର । ଆପଣଙ୍କୁ ଯଦି ଆମର ଏହି ସୂଚନା ଭଲ ଲାଗେ ତେବେ ଏହି ପେଜକୁ ଲାଇକ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ