ଆଜି ରାତିରେ ଗୋଟେ କାଗଜରେ ଏହି ୩ ଟି ଅକ୍ଷର ଲେଖି ହନୁମାନଙ୍କ ଚରଣରେ ରଖି ଦିଅନ୍ତୁ, ହେବ ଏମିତି ଚମତ୍କାର କି ଆଶ୍ଚର୍ଯ୍ୟ ହେଇଯିବେ

ଧର୍ମି ଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନଟି ହନୁମାନଙ୍କୁ ସମର୍ପିତ ହୋଇଥାଏ । ମାନେ ଏହା ହନୁମାନଙ୍କର ଦିନ ହୋଇଥାଏ । ଏମିତି କୁହାଯାଏ କି ଯେଉଁ ବ୍ୟକ୍ତି ଏହି ଦିନରେ ହନୁମାନଙ୍କୁ ଶ୍ରଦ୍ଧାର ସହିତ ପୂଜା କରିଥାଏ, ତେବେ ତାହାର ସବୁ ବାଧା ଦୂର ହୋଇଯାଏ । ଏହି ଆଧାରରେ ଆଜି ଆମେ ଆପଣଙ୍କ ପାଇଁ କିଛି ଉପାୟ ନେଇ ଆସିଛୁ, ଯାହା ଆପଣଙ୍କର ସବୁ ସମସ୍ୟାକୁ ଶେଷ କର ଦେବ ଓ ଏହା ସହିତ ଆପଣଙ୍କର ଟଙ୍କା ସମ୍ବନ୍ଧିତ ସମସ୍ୟା ବି ଶେଷ ହୋଇଯିବ ।

ଏହି ଉପାୟ ଅନ୍ତର୍ଗତ ସର୍ବ ପ୍ରଥମେ ଆପଣ ସନ୍ଧ୍ୟା ସମୟରେ ସ୍ନାନ କରନ୍ତୁ । ଏହା ପରେ ନିଜ ଘରର ମନ୍ଦିରରେ ବସି ହନୁମାନ ଚାଳିସା ପାଠ କରନ୍ତୁ ଓ ହନୁମାନଙ୍କୁ ସ୍ମରଣ କରନ୍ତୁ । ଏହା ପରେ ଖାଲି କାଗଜ ନିଅନ୍ତୁ ଓ ତାହା ଉପରେ ସିନ୍ଦୁରରେ ୩୦୭ ନମ୍ବର ଲେଖି ଦିଅନ୍ତୁ । ପୁଣି ଏହାକୁ ହନୁମାନଙ୍କ ମୂର୍ତ୍ତି ସାମ୍ନାରେ ରଖି ଦିଅନ୍ତୁ ଓ ଧ୍ୟାନ ରଖନ୍ତୁ କି ଏହି କାଗଜ ହନୁମାନଙ୍କ ଚରଣରେ ହିଁ ରହିବା ଦରକାର । ଏହା ପରେ ଆପଣ ଦୁଇ ହାତ ଯୋଡି ହନୁମାନଙ୍କୁ ନିଜର ମନୋକାମନା ବିଷୟରେ କୁହନ୍ତୁ ।

ପୁଣି ଏହି କାଗଜକୁ ନିଜର ଟଙ୍କା ରଖୁଥିବା ସ୍ଥାନରେ ମାନେ ଆଲମାରିରେ କିମ୍ବା ତିଜୋରିରେ ରଖି ଦିଅନ୍ତୁ । କହିଦେଉଛୁ କି ଏହି ଉପାୟକୁ କେବଳ ମଙ୍ଗଳବାର ଦିନ ହିଁ କରିବେ । ବିଶ୍ଵାସ କରନ୍ତୁ ଏହି ଉପାୟ ଏତେ ଜଲ୍ଦି ପ୍ରଭାବ ଦେଖାଇଥାଏ କି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଦ୍ଵିତୀୟ ଉପାୟ ଅନୁସାରେ ୭ଟି ନଡିଆକୁ ନେଇ ଆପଣ ନିଜର ମୁଣ୍ଡ ଉପରେ ବୁଲାଇ ଆଣନ୍ତୁ । ଏହା ପରେ ଏହି ସବୁ ନଡିଆକୁ ହନୁମାନଙ୍କ ସାମ୍ନାରେ ଭାଙ୍ଗି ଦିଅନ୍ତୁ ଓ ହନୁମାନଙ୍କ ସାମ୍ନାରେ ହାତ ଯୋଡି ନିଜର ସମସ୍ୟା ବିଷୟରେ କୁହନ୍ତୁ । କହିଦେଉଛୁ କି ଏହି ଉପାୟକୁ ବି ଆପଣ ମଙ୍ଗଳବାର ଦିନ ହିଁ କରି ପାରିବେ । ଏହା ଛଡା ମଙ୍ଗଳବାର ଦିନ ସୂର୍ଯ୍ୟାସ୍ତ ପରେ ତୁଳସୀଙ୍କ ପାଖରେ ଘିଅର ଦୀପ ଜଳାଇବା ଦ୍ଵାରା ବି ମନୋକାମନା ପୁରା ହୋଇଥାଏ ।

ଅନ୍ୟ ପଟେ ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ଶିବଙ୍କର କୌଣସି ମନ୍ଦିରକୁ ଯାଇ ଦୀପ ଜଳାଇବା ଓ ଭଗବାନ ଶିବଙ୍କୁ କଞ୍ଚା ଚାଉଳ ଚଢାଇବା ଦ୍ଵାରା ବି ମନୋକାମନା ପୁରା ହୋଇଥାଏ । ବର୍ତ୍ତମାନ ଆମେ ତ ଆପଣଙ୍କୁ ବହୁତ ଉପାୟ କହିଦେଲୁ । ବର୍ତ୍ତମାନ ଆପଣଙ୍କ ଉପରେ ନିର୍ଭର କରେ କି ଆପଣ ଏଗୁଡିକ ମଧ୍ୟରୁ କେଉଁ ଉପାୟକୁ କରିବେ ।