ଦୁନିଆର ସବୁଠୁ ବଡ ପାପ କଣ ? ଅଜଣାତରେ ହେଲେ ବି ଏହି 5 ଟି ପାପ କରୁଥିବା ବ୍ୟକ୍ତି ସାରା ଜୀବନ ଦରିଦ୍ର ରହିଥାଏ- Chanakya Niti

ହିନ୍ଦୁ ଧର୍ମରେ ସମୁଦାୟ ୧୮ଟି ପୁରାଣ ରହିଛି । ତନ୍ମଧ୍ୟରୁ ଶିବ ପୁରାଣ ଏପରି ଏକ ପୁରାଣ ଯେଉଁଥିରେ ମନୁଷ୍ୟ ଜୀବନକୁ ସୁଖମୟ କରିବା ପାଇଁ ଅନେକ ମନ୍ତ୍ର ଉଲ୍ଲେଖ ରହିଛି । ଏହି ଶିବ ପୁରାଣରେ ଏପରି ୫ଟି ପା-ପର ବର୍ଣ୍ଣନା କରାଯାଇଛି ଯାହା ମନୁଷ୍ୟ ଅଜାଣତରେ କରିଥାଏ ଓ ତାହାର ଦଣ୍ଡ ଭୋଗିଥାଏ । ଅଜାଣତରେ ଏହି ପା-ପ କରିବା ଦ୍ୱାରା ଆମେ ଯେତେ ପୁଣ୍ୟ କର୍ମ କଲେ ମଧ୍ୟ ଭଗବାନ ଶିବଙ୍କ କୃପାରୁ ବଞ୍ଚିତ ହୋଇଥାଉ । ତେବେ ଆସନ୍ତୁ ଜାଣିବା କେଉଁ ପା-ପ ସବୁ ଆମେ ଅଜାଣତରେ କରିଥାଉ ।

୧- ମାନସିକ ପା-ପ

ଶିବ ପୁରାଣ ଅନୁସାରେ କଳିଯୁଗ ମନୁଷ୍ୟ ପ୍ରତିଦିନ ମାନସିକ ପା-ପ କରିଥାଏ । ଯେକୌଣସି କାରଣ ପାଇଁ ମନରେ ଅନ୍ୟ ପ୍ରତି ଖରାପ ବିଚାର ଆଣିବା ବା ଅନ୍ୟର ଅହିତ ଚିନ୍ତା କରିବା ହିଁ ମାନସିକ ପା-ପ ଅଟେ । ପ୍ରତ୍ୟେକ ମନୁଷ୍ୟ ମନରେ ଭଗବାନଙ୍କ ନିବାସ ରହିଥାଏ । ଅତଃ ମନରେ ଖରାପ ବିଚାର ଆଣିବା ଅର୍ଥ ସେହି ଭଗବାନଙ୍କ ଅପମାନ କରିବା ।

୨- ବାଚକ ପା-ପ

ଶିବ ପୁରାଣ ଅନୁସାରେ ମୁଖରେ ଅନ୍ୟକୁ ଖରାପ କଥା କହିବା ବା କାହାକୁ ଦୁଃଖ ଦେବା ପାଇଁ ଅନୁଚିତ୍ ଭାଷାର ପ୍ରୟୋଗ କରିବା ଏକ ବଡ଼ ପା-ପ ଅଟେ । ମନୁଷ୍ୟ ସର୍ବଦା ନିଜ ମୁଖରେ ସତ୍ୟ ଓ ମଧୁର କଥା କହିବା ଉଚିତ୍ । ମିଥ୍ୟା କହିବା ଓ କଟୁ ବାକ୍ୟରେ ଅନ୍ୟର ଅପମାନ କରିବାକୁ ପା-ପ ବୋଲି କୁହାଯାଏ । ଏପରି ଲୋକ ଜୀବନରେ ସର୍ବଦା ଦରିଦ୍ର ହୋଇ ରୁହନ୍ତି ।

୩- ଶାରୀରିକ ପା-ପ

ଶିବ ପୁରାଣରେ ପ୍ରକୃତିକୁ ଇଶ୍ୱରୀୟ ରୂପ ବୋଲି ମାନାଯାଏ । ସେଥିପାଇଁ ଅକାରଣରେ ପ୍ରକୃତିକୁ କ୍ଷତି କରିବା ପା-ପ ବୋଲି ମାନା ଯାଇଛି । ଗଛ ପତ୍ର କାଟିବା, ପଶୁ ପକ୍ଷୀଙ୍କ ହ-ତ-ୟା କରିବା ଆଦି ଶା-ରୀ-ରି-କ ପା-ପ ଶ୍ରେଣୀର ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ପାଦ ତଳେ ଛୋଟ ଛୋଟ ଜୀବଜନ୍ତୁଙ୍କୁ ଦ-ଳି-ବା ମଧ୍ୟ ପା-ପ ବୋଲି କୁହା ଯାଇଛି ।

୪- ନି-ନ୍ଦା କରିବା

ଶିବ ପୁରାଣ ଅନୁସାରେ ନି-ନ୍ଦା କରିବା କଳିଯୁଗର ସବୁଠୁ ଭୟଙ୍କର ପା-ପ ମଧ୍ୟରୁ ଗୋଟିଏ । ମନୁଷ୍ୟ ଭୁଲ୍ ରେ ମଧ୍ୟ କାହାରି ନି-ନ୍ଦା କରିବା ଉଚିତ୍ ନୁହେଁ । ନି-ନ୍ଦା କରିବା ଆଗରୁ ବ୍ୟକ୍ତି ଜଣକ ନି-ନ୍ଦାର ପାତ୍ର ଅଟନ୍ତି କି ନାହିଁ ନିଶ୍ଚୟ ଭାବନ୍ତୁ । ବୃଦ୍ଧ, ଗୁରୁଜନ, ଶିକ୍ଷକ ଓ ମାତାପିତାଙ୍କ ନିନ୍ଦା କରିବା ସବୁଠୁ ବଡ଼ ପା-ପ ଅଟେ । ସେଥିପାଇଁ ଭୁଲ୍ ରେ ମଧ୍ୟ କାହାରି ନିନ୍ଦା କରନ୍ତୁ ନାହିଁ ।

୫- ମ-ନ୍ଦ ଲୋକଙ୍କ ସଙ୍ଗତି

ଭଗବାନ ଶିବଙ୍କ ଅନୁସାରେ ଚୋ-ରି କରିବା, ହ-ତ-ୟା କରିବା ପା-ପ ଅଟେ । ମାତ୍ର ଏହି ଲୋକଙ୍କ ସଙ୍ଗତିରେ ରେ ଆସିବା, ସେମାନଙ୍କୁ ଶରଣ ଦେବା ବା ସେମାନଙ୍କ କୌଣସି କାର୍ଯ୍ୟରେ ସହାୟତା କରିବା ଅର୍ଥ ସେମାନଙ୍କ ପା-ପର ଭାଗୀଦାର ହେବା । ସେଥିପାଇଁ ଏହି ଲୋକଙ୍କ ସଙ୍ଗତିରୁ ବଞ୍ଚିତ ରହିବା ଉଚିତ୍ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଟିପ୍ପଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ