ସମ୍ପର୍କରେ ନିଆଁ ଆଗରୁ କୁହୁଳୁ ଥିଲା, ଏବେ ସେହି ନିଆଁରେ ଜଳୁଛନ୍ତି Tapaswini ଓ Sumit, ଦେଖନ୍ତୁ ଏହି Video

ସାଧାରଣ ଭାବେ ଆମେ ମାନେ ଅଧିକ ଖୁଶି ଥିବା ସମୟକୁ ନିଜ କାମେରା ରେ ବନ୍ଦ କରି ଚିର ଦିନ ପାଇଁ ରଖୀ ଥାଉ । କିନ୍ତୁ ଦେଖିବା ପାଇଁ ଯିବାତ ଆମେ ଜାଣି ପାରିବା କି ତପସ୍ଵିନୀ ଓ ସୁମିତ ଏହାଙ୍କ ଭିଡିଓ ଓ ଫଟ ସବୁ ଆଡେ ଏବେ ଭାଇରାଲ ହେଉଛି ସତ କିନ୍ତୁ ଏହା ସେମାନଙ୍କ ଖୁଶିର ମୂହୁର୍ତ୍ତର ନୁହେଁ । ଏହା ସେମାନଙ୍କ ଜୀବନରେ ଘଟି ଥିବା ଅଶାନ୍ତିର ମୂହୁର୍ତ୍ତ । ଆପଣମାନେ କିଛି ଦିନ ତଳେ ଭାଇରାଲ ହୋଇଥିବା କିଛି ଫଟ ଦେଖି ଥିବେ ଯେଉଁ ଥିରେ ତପସ୍ଵିନୀ କହୁ ଥିଲେ କି ତାଙ୍କର ଆବୋର୍ଶନ ଫଟ ଥିଲା ।

ପ୍ରେମ କରି ବିବାହ କରିଥିବା ଦମ୍ପତ୍ତି ଯେଉଁ ମାନେ ସୁଖର ସମୟ ବିତାଇବା ପାଇଁ ଚିନ୍ତା କରିଥିଲେ ଏବେ ଏହା ବିପରୀତ ହୋଇ ସାରିଛି । ସୁମିତ ଜାରି କରିଥିବା ଭିଡିଓ ରେ ସୁମିତ ଭିଲିଆନ ଭଳି ଲାଗୁଛନ୍ତି ତ ତପସ୍ଵିନୀ ଭିଲିଆନ ଲାଗୁଛନ୍ତି । ବିବାଦ ଏତେ ଅଧିକା ବଡ ହୋଇଯାଇଛି କି ଏହା ଆଉ ଘରେ ନଥିଲା । ଏହା ବୋଧେ ହୁଏ ସବୁ ପରିବାର ଲୋକ ଓ ସୁମିତ, ତପସ୍ଵିନୀ ମଧ୍ୟ ଜାଣି ଥିଲେ କି ଏହି ନିଆଁ ତାଙ୍କ ଘର ଜଳେଇ ଦେବ ।

ଆମେମାନେ ଦେଖିବା ପାଇ ଥିବା ଭିଡିଓ ରେ ଦୁହେଁ ପରସ୍ପର ବିରୁଦ୍ଧରେ ମତ ଦେଉଛନ୍ତି ଓ ଏହା ସହ ସେମାନେ ପାରସ୍ପରର ବିପକ୍ଷରେ କହୁଥିବାର ମଧ୍ୟ ଦେଖା ଯାଉଛି । ଏବେ ଏହି ବିବାଦ ଚରମ ସୀମାରେ ପହଞ୍ଚି ଯାଇଛି । ଏହା ବହୁତ ଆଗରୁ ଜଣା ଯାଇ ଥିଲା କି ଏହା ଏହି ରୂପ ନେବ । ଏହା ପାଇଁ ପୂର୍ବ ପ୍ରସ୍ତୁତି କରିବା ଭଳି ଲାଗୁଛି ଲୋକଙ୍କୁ ।

ବୋଧେ ହୁଏ ସେଇ ପାଇଁ ସୁମିତ ରାଜି ନାହାଁନ୍ତି ତପସ୍ଵିନୀ କୁ ଘରେ ରଖିବା ପାଇଁ ଓ ତପସ୍ଵିନୀ ଚାହୁଁ ନାହାନ୍ତି ସୁମିତ ଙ୍କ ଘର ଛାଡିବା ପାଇଁ । ଉଭୟ ନିଜ ନିଜ ର ନିଆରା ଢଙ୍ଗରେ ପରସ୍ପରକୁ ଦୋଷୀ ସାବବ୍ୟସ୍ତ କରିବା ପାଇଁ ଲାଗିଛନ୍ତି ଯାହା ପାଇଁ ଅନେକ ଥର ତପସ୍ଵିନୀ ନିଜ ମତ ଦେଇଛତି ଭିଡିଓ ରେ ସୁମିତ ମଧ୍ୟ ନିଜ ମତ ଜାହିର କରିଛନ୍ତି ମିଡିଆ ଆଗରେ ।

ନିଜ ଅଧିକାର ପାଇଁ ଲଢୁଥିବା ବେଳେ ତପସ୍ଵିନୀ ନିଜ ସମ୍ମାନ ର କଥା କହି ସୁମିତ ଙ୍କ ସହ ରହିବା ପାଇଁ ଚାହୁଁ ଥିବା ବେଳେ ସୁମିତ ନିଜ ନିର୍ଦୋଷ ର ପ୍ରମାଣ ଦେବାକୁ ଯାଇକି ତପସ୍ଵିନୀ ଙ୍କୁ ଘର ଭିତରକୁ ନ ନେବା ପାଇଁ ଚେଷ୍ଟା କରୁଛନ୍ତି । ଏବେ ଏହି ଯୁଧ୍ୟରେ କିଏ ଜିତିବା ଓ କିଏ ହାରିବ ଏହା ପର କଥା କିନ୍ତୁ ଏବେ ଦୁହେଁ କେହିଭି ନିଜକୁ ଭୁଲ  ପ୍ରମାଣିତ କରିବା ପାଇଁ ଚାହୁଁ ନାହାଁନ୍ତି କି ପରସ୍ପର ସହ ଆଉ ମନ ମିଶିବ ଲାଗୁନି । ଏହି ପରିସ୍ଥିତି ଦେଖିକି ଲାଗୁଛି ସମ୍ପର୍କ ରେ ନିଆ ଅନେକ ଆଗରୁ ଲାଗି ସାରିଛି ।