ଆଉ ରଖାଯିବ ନାହିଁ Bahanaga ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀ ଙ୍କ ମୃତ ଦେହ, ଅନ୍ତିମ ସଂସ୍କାର କରିବ BMC

ବାହନଗା ରେ ଜୀବନ ଚାଲିଗଲା । ସେମାନଙ୍କ ମୃତ ଦେହ ସେମିତି ପଡି ରହିଛି । କିଛି ମୃତ ଦେହକୁ ଚିହ୍ନଟ କରି ପରିବାର ଲୋକ ନେଇ ଯାଇଥିବା ବେଳେ ବହୁତ ମୃତ ଦେହ ଏବେ ବି ସେମିତି ପଡି ରହିଛି । ଯାହାକୁ କୌଣସି ପରିବାର ଲୋକେ ଆସି ନେଇ ନାହାନ୍ତି ବା ଚିହ୍ନଟ କରି ନାହାନ୍ତି । ଆଉ ଏବେ ସେହି ମୃତ ଦେହ ଗୁଡକି ଆଉ ଅଧିକ ଦିନ ରଖାଯାଇ ପାରିବ ନାହିଁ । ସେଥିପାଇଁ କୁଆଡେ BMC ତରଫରୁ ନିଆଯାଇଛି ବଡ ନିସ୍ପତି ।

ଆଜି ମସାଣି ରେ ଜାଳି ଦିଆଯିବ ସେହି ମୃତ ଦେହ କୁ ଆଉ ସେଥିପାଇଁ ସଜା ଯାଇଛି 11ଟି ଜୁଇ । ହଁ ଦର୍ଶକ ବନ୍ଧୁ ଭରତପୁର ମଶାଣି ରେ ଜଳିବ ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସେହି ଯାତ୍ରୀ କ ଶବ । କିଛି ଯାତ୍ରୀ ଙ୍କ ଶବ କୁ ପରିବାର ଲୋକେ ଫେରି ପାଇଥିବା ବେଳେ କିଛି ଶବ 8 ଦିନ ହେଲାଣି ସେମିତି ଆଦି ରହିଛି । ନା ପରିବାର ନା ସମ୍ପର୍କୀୟ କେହି ଆସି ଶବ କୁ ଚିହ୍ନଟ କରି ନେଇ ନାହାନ୍ତି ।

ତେବେ ଆଜିକୁ 8 ଦିନ ବୀତି ଗଲା ଏହି ଟ୍ରେନ ଦୁର୍ଘଟଣା କୁ । ଏମିତି ଟ୍ରେନ ଦୁର୍ଘଟଣା ଆଉ ଲୋକଙ୍କର ଏମିତି ଜୀବନ ଯିବା ଯେମିତି କେହି ସହଜରେ ବିଶ୍ଵାସ କରିପାରୁ ନ ଥିଲେ । ଶହ ଶହ ଯାତ୍ରୀ ଙ୍କର ଜୀବନ ଚାଲି ଯାଇଛି କିଛି କ୍ଷଣ ରେ । ଉଧାର କରିବା ବେଳକୁ ଚାଲି ଯାଇଥିଲା ଶହ ଶହ ଜୀବନ । ଦୁର୍ଘଟଣା ପରେ ସେଠାରେ ଛଟପଟ ହେଉଥିଲେ ଲୋକେ ।

ଆଉ ଆଶା କରା ଯାଉଥିଲା ସେମାନଙ୍କୁ ମେଡିକାଲ ନେଲେ କାଳେ ଜୀବନ ବଞ୍ଚିଯିବ । କିନ୍ତୁ କଣ ହେବ ଭାଗ୍ଯର ଖେଳ କିଛି ଅଲଗା ଥିଲା । ଅଧା ବାଟରେ କାହାର ଜୀବନ ଚାଲିଗଲା ତ ଆଉ କେହି କେହି ପାଣି ବୁନ୍ଦାଏ ମାଗି ସେଠାରେ ହିଁ ଆଖି ବୁଜି ଦେଇଥିଲା । ଏଭଳି ଭାବେ ଶହ ଶହ ଲୋକଙ୍କର ଜୀବନ ଚାଲି ଯାଇଥିଲା ।

ଆଉ ପାଖା ପାଖି 300 ମୃତ ଦେହ କୁ ଦୁହାର କରା ଯାଇଥିଲା । ଆଉ ସେହି ମୃତ ଦେହ ଗୁଡିକୁ ପରିବାର ଲୋକ ଆସି ନେଇ ଯାଇଥିବା ବେଳେ ଆଉ କିଛି ଏମିତି ମୃତ ଦେହ ପଡି ରହିଛି ଯାହାକୁ କେହି ଆସି ଚିହ୍ନଟ କରୁ ନାହାନ୍ତି । ଆଉ ସେହି ମୃତ ଦେହକୁ ଅଧିକ ଦିନ ଯାଏଁ ରଖି ହେବ ନାହିଁ । ସେଥିପାଇଁ ତ ପ୍ରସ୍ତୁତ ହୋଇଛି 11ଟି ଜୁଇ । ଆଉ ଜୁଇ ରେ ଜଳିବ ସେହି ମୃତ ଦେହ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କାମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।