ଆପଣଙ୍କ ପାଖେ ଏହି 2 ଟଙ୍କିଆ କଏନ ଅଛି କି ? ଏବେ ଆପଣଙ୍କୁ କୋଟିପତି ହେବାରୁ କେହି ରୋକିପାରିବେ ନାହିଁ, ଦେଖନ୍ତୁ ଏଥିପାଇଁ କଣ କରିବାକୁ ହେବ

ଆମେ ପ୍ରତିଦିନ ମୁଦ୍ରାର ବ୍ୟବହାର କରି ଜିନିଷ କିଣି ଥାଉ । ଟଙ୍କିକିଆ, ଦୁଇ ଟଙ୍କିଆ ଓ ୫ ଟଙ୍କିଆ ଆଦି ମୁଦ୍ରାର ବ୍ୟବହାର ଆମେ କରିଥାଉ । କିନ୍ତୁ ସେହି ମୁଦ୍ରା ମଧ୍ୟରେ ଲୁଚି ରହିଥିବା ରହସ୍ୟ ଆମେ ଜାଣି ନାହୁଁ । ଯାହା ଜାଣିଲେ ଆପଣ ହୋଇଯିବେ ଲକ୍ଷପତି । ଆଜି ଆମେ ଆପଣଙ୍କୁ ଏପରି ଏକ ମୁଦ୍ରା ବିଷୟରେ କହିବୁ ଯାହା ଆପଣଙ୍କୁ ରାତାରାତି ଲକ୍ଷପତି କରିଦେବ । ଯଦି ଆପଣଙ୍କ ପାଖେ ଏହି ବିଶେଷ ମୁଦ୍ରା ଅଛି ତେବେ ଆପଣଙ୍କୁ ଧନୀ ହେବାକୁ ସମୟ ଲାଗିବ ନାହିଁ ।

ଆପଣଙ୍କ ପକ୍ଷେ ଯଦି ଏହି ଦୁଇ ଟଙ୍କିଆ ମୁଦ୍ରା ରହିଛି ତେବେ କୋଟିପତି ହେବାକୁ ହେବାକୁ ଆପଣଙ୍କୁ ସମୟ ଲାଗିବା ନାହିଁ । ବାସ୍ତବରେ ଆମେ ଆପଣଙ୍କୁ ଯେଉଁ ଦୁଇ ଟଙ୍କିଆ ମୁଦ୍ରା କଥା କହୁଛୁ ତାହା ୧୯୯୪ ମସିହାରେ ତିଆରି ହୋଇଥିଲା । ଏହି ମୁଦ୍ରାର ପଛଭାଗରେ ଭାରତ ମାନଚିତ୍ର ଉପରେ ଜାତୀୟ ପତାକା ରହିଛି । କ୍ଵିକର (Quikr) ୱେବସାଇଟରେ ଏହି ବିରଳ ମୁଦ୍ରାର ମୂଲ୍ୟ ୫ ଲକ୍ଷ ଟଙ୍କା ସ୍ଥିର କରାଯାଇଛି ।

ସେହିଭଳି ସ୍ଵାଧୀନତା ପୂର୍ବରୁ ରାଣୀ ଭିକ୍ଟୋରିଆଙ୍କ ଗୋଟିଏ ଟଙ୍କା ରୂପା ମୁଦ୍ରାର ମୂଲ୍ୟ ୨ ଲକ୍ଷ ଟଙ୍କା ଓ ଜର୍ଜ ଭିକିଙ୍ଗ ସମ୍ରାଟ ୧୯୧୮ ମସିହାର ଗୋଟିଏ ଟଙ୍କା ବ୍ରିଟିଶ ମୁଦ୍ରାର ମୂଲ୍ୟ ୯ ଲକ୍ଷ ଟଙ୍କା ରହିଛି । ଏହି ପୁରୁଣା ମୁଦ୍ରା ଗୁଡିକର ଚାହିଦା ବହୁତ ଅଧିକ ଥିବାରୁ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ଲୋକେ ରାଜି ହୋଇ ଯାଉଛନ୍ତି । ଆପଣଙ୍କ ପାଖେ ଏହି ଟଙ୍କା ଥିଲେ ଓ ଆପଣ ବିକ୍ରୟ କରିବାକୁ ଚାହୁଁଥିଲେ ଆପଣଙ୍କୁ ପ୍ରଥମେ କ୍ଵିକର ୱେବସାଇଟକୁ ଯାଇ ପଞ୍ଜୀକରଣ କରିବାକୁ ପଡିବ ।

ଏହାପରେ ଆପଣ ଏହି ମୁଦ୍ରାର ଫଟୋ ଉଠାଇ ସାଇଟରେ ଅଫଲୋଡ କରିବା ପରେ କ୍ରେତାମାନେ ଆପଣଙ୍କୁ ସିଧାସଳଖ ଯୋଗାଯୋଗ କରିବେ । ସେଠାରେ ଆପଣ ମୁଦ୍ରା ଦର ଏବଂ ବିତରଣ ସର୍ତ୍ତାବଳୀ ଅନୁଯାୟୀ ବିକ୍ରୟ କରିପାରିବେ । ଯଦି ଆପଣ ପୁରୁଣା ମୁଦ୍ରା କିମ୍ବା ନୋଟ ସଂଗ୍ରହ କରିବାରେ ସଉକ ରଖନ୍ତି ତେବେ ଆପଣ କୋଟିପତି ହୋଇପାରିବେ । ପୁରୁଣା ମୁଦ୍ରା ଗୁଡିକର ମୂଲ୍ୟ ବର୍ତ୍ତମାନ ଆକାଶ ଛୁଆଁ ହୋଇଛି । ଆପଣଙ୍କ ପାଖରେ ଏଜାଡି ଏହି ପୁରୁଣା ଦୁଇ ଟଙ୍କିଆ ମୁଦ୍ରା ଅଛି ତେବେ ଆପଣ କୋଟିପତି ହୋଇପାରିବେ ।