ଆନ୍ଧ୍ର ରେ ଘଟିଲା ଲଜ୍ୟାଜନକ ଘଟଣା । ନାବାଳିକା ସହ ଏମିତି କିଛି କରିଲେ 13 ଜଣ ଯୁବକ ।

ଆନ୍ଧ୍ର ରେ ଲଜ୍ଜିତ ହେଲା ଓଡିଆ ଝିଅ । ଗୋଟେ ଝିଅ କୁ 13 ଜଣ ଘେରିଗଲେ । ପ୍ରଥମେ ପୁରୁଷ ବନ୍ଧୁ ଓ ତାର ଦୁଇ ସାଙ୍ଗ ଦୁଇ ଦିନ ରଖିଲେ । ପରେ ବିଶ୍ଵାସ ଜନ୍ମାଇ ଫୋଗ୍ରାଫର କରିଲେ ଦୁଷ୍କର୍ମ । 5 ଦିନରେ ଝିଅ କୁ 13 ଜଣ ମିଶି କରିଲେ ଦୁଷ୍କର୍ମ । ପୀଡ଼ିତା କହିଛନ୍ତି ତାଙ୍କର ଛାତିଥରା କାହାଣୀ । ହଁ ଦର୍ଶକ ବନ୍ଧୁ ଏଭଳି ମଣିଷ କୁ ଅମାନବୀୟ, ନିର୍ଦ୍ଦୟ କହିଲେ କିଛି ବି ଭୁଲ ହେବ ନାହିଁ । ଏହି ଘଟଣା ବିଷୟରେ ଜାଣିଲେ ମୁଣ୍ଡ ତଳକୁ ଖସିଯିବ ।

ଆନ୍ଧ୍ର ପ୍ରଦେଶ ଭାଇଜାର ବ୍ରିଜ ରେ ଜେଣେ ନାବାଳିକା ଙ୍କୁ 5 ଦିନ ଧରି ଦୁଷ୍କର୍ମ କରା ଯାଇଛି । ଏହି ଘଟଣାକୁ ଏବେ ସାରା ଦେଶର ଚହଲ ସୃଷ୍ଟି ହୋଇଛି । ଗଣ ଦୁଷ୍କର୍ମ ର ଶିକାର ହୋଇଥିବା ନାବାଳିକା ଜଣକ ଓଡିଶାର କଳାହାଣ୍ଡି ଜିଲ୍ଲା ରେ । ନାବାଳିକା ଜଣକ ଅଭାବ ଅନଟନ କାରଣରୁ ପରିବାର ସହ ଦାଦନ ଖଟିବାକୁ ଆନ୍ଧ୍ର ଚାଲି ଯାଇଥିଲେ । 2 ବର୍ଷ ହେବ ସେ ବିଶାଖପଟନା ର ଜଣେ ସରକାରୀ କର୍ମଚାରୀ ଙ୍କ ଘରେ ସହାୟିକା ଭାବେ କାମ କରୁଥିଲେ ।

ଏହି ସମୟରେ ସେ ପଡୋଶୀ ଙ୍କ ଘରେ କାମ କରୁଥିବା ଜଣେ ଯୁବକ ଙ୍କ ସହ ସମ୍ପର୍କ ରେ ଆସିଥିଲେ । ଡିସେମ୍ବର 17 ରେ ଯୁବକ ଜଣକ ଜନ୍ମଦିନ ପାର୍ଟି ରେ ସାମିଲ ହେବା ପାଇଁ ନାବାଳିକା ଙ୍କୁ ଡ଼ାକିଥିଲେ । ଆଉ ପୁରୁଷ ବନ୍ଧୁଙ୍କୁ ବିଶ୍ଵାସ କରି ନାବାଳିକା ତାଙ୍କ ସହ ଲଜ କୁ ଯାଇଥିଲେ । କିନ୍ତୁ ସେଠାରେ ନାବାଳିକା ଜଣକ ନିଜର ପୁରଷା ବନ୍ଧୁ ର ପ୍ରକୃତ ଚେହେରା ଦେଖିବାକୁ ପାଇଥିଲେ ।

ନିଜର ଦୁଇ ସାଙ୍ଗ ଙ୍କ ସହ ମିଶି ତାଙ୍କୁ ଦୁଷ୍କର୍ମ କରିଥିଲେ ପୁରୁଷ ବନ୍ଧୁ ଓ ତାର ଡି ସାଙ୍ଗ । ଦୁଇ ଦିନ ଯାଏଁ ଦୁଷ୍କର୍ମ କରିବା ପରେ ଯୁବକଙ୍କର ବନ୍ଧୁ ଚାଲି ଯାଇଥିଲେ । ଲଜ୍ୟାରେ ଭାଙ୍ଗି ପଡି ନାବାଳିକା ଜଣକ ଆରକେ ବ୍ରିଜ ପାଖକୁ ଯାଇ ଜୀବନ ହାରିଥିଲେ । କିନ୍ତୁ ସେହି ସମୟରେ ଜଣେ ଫୋଟୋଗ୍ରାଫର ତାଙ୍କୁ ବୁଝାଇବା ସହ ବିଶ୍ଵାସ ଜନ୍ମାଇ ନିଜ ରୁମକୁ ନେଇ ଯାଇଥିଲେ ।

ଆଉ ଏହା ପରେ ଫୋଟଗ୍ରାଫର ଜଣକ ମଧ୍ୟ ସେଭଳି କରିଲା ଯାହା ନାବାଳିକା କେବେ ଭାବି ନ ଥିଲା । ସେ ମଧ୍ୟ ନାବାଳିକାଙ୍କୁ ଦୁଷ୍କର୍ମ କରି ଚାଲିଲା ଦୀର୍ଘ 3 ଦିନ ଧରି । ଖାଲି ଏତିକି ନୁହେଁ ଫୋଟଗ୍ରାଫର ଜଣକ ନିଜର 9ଜଣ ଫୋଟୋଗ୍ରାଫର ବନ୍ଧୁ ଙ୍କୁ ଡକାଇ 3 ଦିନ ଧରି 17 ବର୍ଷିୟା ନାବାଳିକା ଙ୍କୁ ଦୁଷ୍କର୍ମ କରି ଚାଲିଲେ ।

ଏହାପରେ କୌଶଳ କ୍ରମେ ନାବାଳିକା ସେମାନଙ୍କ କବଳରୁ ଖସି ଆସି ଓଡିଶା ଚାଲି ଆସିଥିଲେ । ଅନ୍ୟ ପକ୍ଷରେ ଝିଅକୁ ନ ପାଇ ପରିବାର ଲୋକେ ଫୋର୍ଥ ଟାଉନ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମାମଲାର ତଦନ୍ତ କରି ଚିହ୍ନଟ କରି ନାବାଳିକାକୁ ଆନ୍ଧ୍ର ଆଣିଥିଲା ଓ ପୋଲିସ ଆଗରେ ସବୁ ସତ କହିଥିଲା ନାବାଳିକ ଜଣକ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।