ଭୟଙ୍କର ଶସ୍ତା ହେଲା ସୁନାଦର, ଦେଖନ୍ତୁ କେତେ ଅଛି ଆଜି 9 ଡିସେମ୍ବର Gold Rate

କହିବାକୁ ଗଲେ ଆଜି ସୁନାର ମୂଲ୍ୟ ଭୟଙ୍କର ରୂପରେ କମିଛି । ଏମିତିରେ କିଛି ଦିନ ହେବ ସୁନାର ଦାମ ବଢୁଥିଲା କିନ୍ତୁ ଆଜି କମିଛି । କେବଳ ସୁନା ନୁହେଁ ଚାନ୍ଦି ବି ଆଜି ବହୁତ କମ ହୋଇଛି । ଯାହା ଦ୍ଵାରା ସମସ୍ତ ବର୍ଗର ଲୋକମାନେ ନିଜ ହିସାବରେ ସୁନା କିଣି ପାରିବେ । ତେବେ ଚାଳନ୍ତୁ ଜାଣିବା ସୁନା ଓ ଚାନ୍ଦିର ମୂଲ୍ୟ ଆଜି କେତେ ଶସ୍ତା ହୋଇଛି । କହିବାକୁ ଗଲେ ଆଜି ୯ ଡିସେମ୍ବର ୨୦୨୦ରେ ସୁନାର ମୂଲ୍ୟ କିଛି ଏହିଭଳି ଅଟେ ।

ଆଜି ୧୮ କ୍ୟାରେଟ ସୁନାର ମୂଲ୍ୟ ୧ ଗ୍ରାମକୁ ୩,୮୯୨ ଟଙ୍କା, ୮ ଗ୍ରାମକୁ ୩୧,୧୩୬ ଟଙ୍କା, ୧୦ ଗ୍ରାମକୁ ୩୮,୯୨୦ ଟଙ୍କା ଓ ୧୦୦ ଗ୍ରାମକୁ ୩,୮୯,୨୦୦ ଟଙ୍କା ଅଟେ । ଗତ କାଲି ସୁନାର ଦାମ ୧୮ କ୍ୟାରେଟ ୧୦ ଗ୍ରାମକୁ ୩୯,୧୧୭ ଟଙ୍କା ଥିଲା । ଏମିତିରେ ଆଜି ସୁନା ଗତ କାଲି ଅପେକ୍ଷା ୧୯୬ ଟଙ୍କା କମ ହୋଇଛି ।

ସେହିଭଳି ଆଜି ୨୨ କ୍ୟାରେଟ ସୁନାର ମୂଲ୍ୟ ୧ ଗ୍ରାମକୁ ୪,୬୩୦ ଟଙ୍କା, ୮ ଗ୍ରାମକୁ ୩୭,୦୪୦ ଟଙ୍କା, ୧୦ ଗ୍ରାମକୁ ୪୬,୩୦୦ ଟଙ୍କା ଓ ୧୦୦ ଗ୍ରାମକୁ ୪,୬୩,୦୦୦ ଟଙ୍କା ଅଟେ । ଗତ କାଲି ସୁନାର ଦାମ ୨୨ କ୍ୟାରେଟ ୧୦ ଗ୍ରାମକୁ ୪୬,୬୦୦ ଟଙ୍କା ଥିଲା । ଏମିତିରେ ଆଜି ସୁନା ଗତ କାଲି ଅପେକ୍ଷା ୩୦୦ ଟଙ୍କା କମ ହୋଇଛି ।

ସେହିଭଳି ଆଜି ୨୪ କ୍ୟାରେଟ ସୁନାର ମୂଲ୍ୟ ୧ ଗ୍ରାମକୁ ୫,୦୫୦ ଟଙ୍କା, ୮ ଗ୍ରାମକୁ ୪୦,୪୦୦ ଟଙ୍କା, ୧୦ ଗ୍ରାମକୁ ୫୦,୫୦୦ ଟଙ୍କା ଓ ୧୦୦ ଗ୍ରାମକୁ ୫,୦୫,୦୦୦ ଟଙ୍କା ଅଟେ । ଏମିତିରେ ଗତ କାଲି ୨୨ କ୍ୟାରେଟ ସୁନା ୧୦ ଗ୍ରାମକୁ ୫୦,୮୩୦ ଟଙ୍କା ଥିଲା । ଏମିତିରେ ଆଜି ୨୪ କ୍ୟାରେଟ ସୁନା ୧୦ ଗ୍ରାମକୁ ୩୩୦ ଟଙ୍କା କମିଛି ।

ଯଦି ଚାନ୍ଦି ବିଷୟରେ କହିବା ତେବେ ଆଜି ଚାନ୍ଦି ୧ ଗ୍ରାମକୁ ୬୮ ଟଙ୍କା, ୮ ଗ୍ରାମକୁ ୫୪୪ ଟଙ୍କା, ୧୦ ଗ୍ରାମକୁ ୬୮୦ ଟଙ୍କା, ୧୦୦ ଗ୍ରାମକୁ ୬,୮୦୦ ଟଙ୍କା ଓ ୧ କିଲୋ ଚାନ୍ଦିର ଦାମ ୬୮,୦୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ଚାନ୍ଦି ଗତ କାଲି ଅପେକ୍ଷା ୧ କିଲୋକୁ ୧୫୦୦ ଟଙ୍କା କମିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।