ଆଜି ଠାରୁ LPG ଗ୍ଯାସ ଠାରୁ ଆରମ୍ଭ କରି ବ୍ଯାଙ୍କ କ୍ଷେତ୍ରରେ ରେ ହେବ ଅନେକ ପରିବର୍ତ୍ତନ । ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ ।

ବନ୍ଧୁଗଣ ଆଜିଠୁ ଆରମ୍ଭ ହେଲା ସେପ୍ଟେମ୍ବର ମାସ ଆଉ ଆଜି ଆଜିଠୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି ଅନେକ କ୍ଷେତ୍ରରେ । LPG ଠାରୁ ବ୍ୟାକିଙ୍ଗ ସବୁ କ୍ଷେତ୍ରରେ ବଦଳିବା ନିୟମ । ମାସ ଆରମ୍ଭରୁ ପ୍ରତେକ କ୍ଷେତ୍ରରେ କିଛି ନା କିଛି ପରିବର୍ତ୍ତନ ହୋଇଥାଏ । ଏହି ସବୁଠୁ ଅତି ଆବଶ୍ୟକ ଜିନିଷ ହେଉଛି ରନ୍ଧନ ଗ୍ଯାସ ବା LPG ଗ୍ଯାସ । କେନ୍ଦ୍ର କ୍ଯାବିନେଟ LPG ସିଲିଣ୍ଡର ପରେ 200 ଟଙ୍କା ସବସିଟି ମଧ୍ୟ ଘୋଷଣା କରିଛନ୍ତି ।

ଏହି ଆଧାର ରେ ଉଜ୍ବଳ ହିତାଧିକାରୀଙ୍କୁ ସ୍ଵତନ୍ତ୍ର ଲାଭ ମିଳିବ । ଉଜ୍ବଳ ଯୋଜନାରେ ପ୍ରତି ସିଲିଣ୍ଡର ପିଛା 400 ଟଙ୍କା ସବସିଟି ମିଳିବ । ଅଗଷ୍ଟ 30 ରେ ହୋଇଥିବା ଏହି ଘୋଷଣାକୁ ସେପ୍ଟେମ୍ବର 14 ଯାଏଁ ଲାଗୁ କରି ହେବ । ପରିବର୍ତ୍ତନ କଥା ଆସିଲେ ବ୍ୟାକିଙ୍ଗ ସେକ୍ଟର କଥା ଉଠିଥାଏ , RBI ର ଘୋଷଣା ଅନୁସାରେ 2000 ଟଙ୍କା ବଦଳାଇବାକୁ ସ୍ଦେପ୍ଟେମ୍ବର 30 ତାରିଖ ଧାର୍ଯ୍ୟ କରାଯାଇଛି ।

ଏଭଳି ନ କରିଲେ 2000 ଟଙ୍କିଆ ନୋଟ ରଖିଥିବା ବ୍ୟକ୍ତି ଆଉ ଏହାକୁ ବଦଳାଇ ପାରିବେନି । ଯଦି କୌଣସି ବ୍ୟକ୍ତି ଆଧାର ଅପଡେଟ କରିବାକୁ ଚାହୁଁଛନ୍ତି ତେବେ ସେପ୍ଟେମ୍ବର 14 ତାରିଖ ସୁଧା ଏହା କରିବାକୁ ହେବ । ଏଥିପାଇଁ ସେପ୍ଟେମ୍ବର 14 କୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରା ଯାଇଥିଲା । ପୂର୍ବରୁ ଏହି ସମୟ ସୀମା ଜୁନ 14 ଶେଷ ସମୟ ଥିବା ବେଳେ ପରେ ସେପ୍ଟେମ୍ବର 1 କୁ ଘୁଞ୍ଚା ଯାଇଥିଲା ।

ଯଦି ଚଳିତ ମାସ ଶେଷରେ ପ୍ୟା ଆଧାର ଲିଙ୍କ ନ କରାଯାଏ ତେବେ ପ୍ୟାନ କାର୍ଡ ଅକାମି ହୋଇଯିବ । ଯଦିଓ କୌଣସି ବ୍ୟକ୍ତିଙ୍କ ପାଖରେ ଆକ୍ସିସ ବ୍ୟାଙ୍କର କ୍ରେଡିଟ କାର୍ଡ ଅଛି । ତେବେ ଏହାର ନିୟମ ଓ ସର୍ତ୍ତ ରେ ପରିବର୍ତ୍ତନ ହେବାକୁ ଯାଉଛି । ସୂଚନା ଅନୁଯାୟୀ ଲେନଦେନ ଉପରେ ଗ୍ରାହକଙ୍କୁ ଆଜି ଠାରୁ ଲାଭ ହୋଇପାରେ । ଏହା ସହ ଗ୍ରାହକ ଙ୍କୁ ଆଜି ଠାରୁ କିଛି ସ୍ଵତନ୍ତ୍ର ଲାଭ ମିଳିବ ନାହିଁ ।

ଏହା ସହ ଏହି କାର୍ଡଧାରୀ ଗ୍ରାହକଙ୍କ ବାର୍ଷିକ ଫିସ ଭାବେ 12,500 ଟଙ୍କା GST ସୁଧା ଦେବାକୁ ହେବ । ପୁରୁଣା କାର୍ଡଧାରୀ ମାନେ 10 ହଜାର ଟଙ୍କା GST ଭରିବେ । ଯେଉଁ ଗ୍ରାହକ ମାନେ ପୁରା ବର୍ଷ 25 ଲକ୍ଷ ଯାଏ ନ କ୍ରୟ କରିଛନ୍ତି ସେମାନଙ୍କୁ ଟ୍ୟାକ୍ସ ଦେବାକୁ ପଡିବନି । ଏହା ସହ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ର କିଛି ନିୟମ ମଧ୍ୟ ପରିବର୍ତ୍ତନ ହେଉଛି ଆଜିଠୁ ।

ଯଦି ଗ୍ରାହକ ୱି-କେୟାର ସ୍କିମରେ ଡିପୋଜିତ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଶେଷ ତାରିଖ ସେପ୍ଟେମ୍ବର 30 ଯାଏଁ ରହିଛି । ଏହି ସ୍କିମ ଖାଲି ବରିଷ୍ଠ ନାଗରିକଙ୍କ ପାଇଁ ଉପଲବ୍ଧ । ଏହି ସ୍କିମରେ ଅନ୍ୟ ଗ୍ରାହକଙ୍କ ଅପେକ୍ଷା ବରିଷ୍ଠ ନାଗରିକଙ୍କୁ 5 ବର୍ଷ ଯାଏଁ 7.50 ଯାଏଁ ସୁଧା ମିଳିବ । ଆଗକୁ ପାର୍ବଣ ଋତୁ ଆସୁଥିବା ପେଟ୍ରୋଲ ଡିଜେଲ ଦର ହ୍ରାସ ପାଇବାର ସମ୍ଭାବନା ରହିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।