Bollywoodର ଏହି 8 ଷ୍ଟାରମାନେ ବିଦେଶରେବି ଦେଖେଇ ସାରିଛନ୍ତି ନିଜର ଜଲୱା, ଦେଖନ୍ତୁ କିପରି ଥିଲା ତାଙ୍କର ବଲିଉଡରୁ ହଲିଉଡର ଯାତ୍ରା

ଯଦି ଫିଲ୍ମ ବିଷୟରେ କଥାବାର୍ତ୍ତା କରିବୁ ତେବେ ଭାରତରେ ସବୁଠୁ ବଡ ଫିଲ୍ମ ଇଣ୍ଡଷ୍ଟ୍ରି ବଲୀଉଡ ଅଟେ । କିନ୍ତୁ ଯଦି ବିଶ୍ଵ ସ୍ତରରେ ଦେଖାଯିବ ତେବେ ହଲିଉଡର ମୁକାବାଲା କେହି ବି କରି ପାରିବେ ନାହିଁ । ଏହି କାରଣ ଅଟେ କି ଦୁନିଆର କୌଣସି ବି କଳାକାର ପାଇଁ ହଲିଉଡରେ କାମ କରିବା ଗୋଟିଏ ବହୁତ ବଡ ଉପଲବ୍ଧି ହୋଇଥାଏ । ସେହିଭଳି ବଲୀଉଡରେ ଏହିଭଳି କିଛି କଳାକାର ଅଛନ୍ତି ଯେଉଁମାନେ ନିଜର ଅଭିନୟ ଦମରେ କେବଳ ବଲୀଉଡରେ ନୁହେଁ ହଲିଉଡରେ ବି ଅଭିନୟ କରିଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ୮ ଜଣ ଏମିତି ବଲୀଉଡ ଷ୍ଟାରଙ୍କ ବିଷୟରେ କହିବୁ ଯେଉଁମାନେ ହଲିଉଡରେ କାମ କରିଛନ୍ତି ।

ଇରଫାନ ଖାନ

ଇରାଫନ ଖାନ ଜଣେ ଏମିତି କଳାକାର ଥିଲେ ଯିଏ କେବଳ ବଲୀଉଡରେ ନୁହେଁ ହଲିଉଡରେ ବି ନିଜର ଅଭିନୟର ଜଲୱା ଦେଖାସାରିଛନ୍ତି । ଇରଫାନ ଖାନ ଲାଇଫ ଅପ ପାଏ, ଜୁରାସିକ ୱାର୍ଲ୍ଡ, ଓ ସ୍ପାଇଡ଼ର ମ୍ୟାନ ଭଳି ଅନ୍ୟ କେତେକ ଫିଲ୍ମରେ ନଜର ଆସିଛନ୍ତି ।

ଓମ ପୁରୀ

ଓମ ପୁରୀଙ୍କ ଗଣନା ବଲୀଉଡରେ ସବୁଠୁ ମହାନ ଓ ସମ୍ମାନିତ କଳାକାରମାନଙ୍କ ମଧ୍ୟରେ କରାଯାଏ । ବଲୀଉଡ ଫିଲ୍ମରେ ତାଙ୍କର ଜବରଦସ୍ତ ଅଭିନୟକୁ ଦେଖି ତାଙ୍କୁ ହଲିଉଡର କେତେକ ଫିଲ୍ମରେ ବି ଚାନ୍ସ ମିଳିଛି । ଓମ ପୁରୀ ସିଟି ଅଫ ଜୟ ଓ ଊଲ୍ଫ ଭଳି ଅନ୍ୟ କିଛି ଫିଲ୍ମରେ ଅଭିନୟ କରିଛନ୍ତି ।

ଅମରେଶ ପୁରୀ

ଅମରେଶ ପୁରୀ ବଲୀଉଡ ଫିଲ୍ମରେ ନିଜର ଖଳନାୟକ ଭୂମିକା ପାଇଁ ଜଣା ଯାଆନ୍ତି । ଅମରେଶ ପୁରୀ କେବଳ ବଲୀଉଡରେ ନୁହେଁ ହଲିଉଡରେ ବି ସେ କାମ କରିଛନ୍ତି । ସେ ୧୯୮୪ରେ ହଲିଉଡ ଫିଲ୍ମ ଇଣ୍ଡିଆନା ଜୋନ୍ସରେ ନଜର ଆସିଥିଲେ ।

ନସରୁଦିନ ଶାହା

ନସରୁଦିନ ଶାହା ବର୍ତ୍ତମାନ ସମୟରେ ବଲୀଉଡର ଜଣେ ସମ୍ମାନିତ କଳାକାର ଅଟନ୍ତି । ବଲୀଉଡ ଫିଲ୍ମ ସହିତ ହଲିଉଡର ଦ ପର୍ଫେକ୍ଟ ମର୍ଡର, ଦ ଗ୍ରେଟ ନିଉ ୱଣ୍ଡରଫୁଲ ଭଳି ବହୁତ ହଲିଉଡ ଫିଲ୍ମରେ ନଜର ଅସିସାରିଛନ୍ତି ।

ଅନିଲ କପୁର

କହିବାକୁ ଗଲେ ବଲୀଉଡର ଅଭିନେତା ଅନିଲ କପୁର ଫିଟନେସ ମାମଲାରେ ଯବାନ ଲୋକମାନଙ୍କୁ ବି ପଛରେ ଛାଡି ଦିଅନ୍ତି । ଅନିଲ କପୁରଙ୍କ ଅଭିନୟର ଜଳୱା କେବଳ ବଲୀଉଡରେ ନୁହେଁ ହଲିଉଡରେ ବି ଦେଖିବାକୁ ମିଳିଛି । ହଲିଉଡର ଫିଲ୍ମ ସ୍ଲମଡଗ ମିଲିନିୟର ଓ ମିସନ ଇମ୍ପପଶିବୁଲ ଭଳି ବଡ ବଡ ହଲିଉଡ ଫିଲ୍ମରେ ଅଭିନୟ କରିସାରିଛନ୍ତି ।

ଐଶ୍ୱର୍ୟା ରାୟ ବଚ୍ଚନ

ଐଶ୍ୱର୍ୟା ରାୟ ବଚ୍ଚନ ବଲୀଉଡ ଇତିହାସରେ ସବୁଠୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ଅଟନ୍ତି । ସେ ନିଜର ଆରମ୍ଭ କ୍ୟାରିୟରରୁ ହିଁ ବଲୀଉଡ ସହିତ ହଲିଉଡରେ ବି ଜଣେ ଜଣା ଶୁଣା ଅଭିନେତ୍ରୀ ରହିସାରିଛନ୍ତି । ଐଶ୍ୱର୍ୟା ରାୟ ବଚ୍ଚନ ହଲିଉଡର ଫିଲ୍ମ ବ୍ରାଇଡ ଆଣ୍ଡ ପ୍ରେଜୁଡିସ ଓ ଦ ମିଷ୍ଟ୍ରେସ ଅଫ ସ୍ପାଇସ ଓ ଦ ଲାସ୍ଟ ଲିଜନ ଭଳି କିଛି ଫିଲ୍ମରେ ନଜର ଅସିସାରିଛନ୍ତି ।

ଅନୁପମ ଖେର

ବଲୀଉଡରେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକମାନଙ୍କର ହୃଦୟ ଜିତିଥିବା ଅଭିନେତା ଅନୁପମ ଖର ହଲିଉଡରେ ବି ନିଜର ଜାଦୁ ଦେଖାଇସାରିଛନ୍ତି । ସେ ହଲିଉଡର ଫିଲ୍ମ ସିଲଭର ଲାଇନିଙ୍ଗ ପ୍ଲେବୁକ ଓ ବ୍ରାଇଡ ଆଣ୍ଡ ପ୍ରେଜୁଡିକେ ଭଳି ଫିଲ୍ମରେ ନଜର ଆସିସାରିଛନ୍ତି ।

ଅମିତାଭ ବଚ୍ଚନ

ବଲୀଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ କେବଳ ବଲୀଉଡରେ ନୁହେଁ ପୁରା ବିଶ୍ଵରେ ଜଣେ ମହାନ ଅଭିନେତା ରୂପରେ ସମ୍ମାନିତ କରାଯାଏ । ଅମିତାଭ ବଚ୍ଚନ ହଲିଉଡର କେବଳ ଦ ଗ୍ରେଟ ଗଟସବି ଫିଲ୍ମରେ ନଜର ଆସିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।