ମହିଳାଙ୍କ ମୃତ୍ୟୁ ପରେ ଜନ୍ମ ଦେଲେ ଜୀଅନ୍ତା ଛୁଆ । ଦୁନିଆ ଚକିତ ।

କେବେ ଶୁଣିଛନ୍ତି ଏମିତି କଥା :

ଗୋଟିଏ ମହିଳା ର ମୃତ୍ୟୁ ପରେ ୧୦ ଦିନ ପରେ ଗୋଟିଏ ଝିଅ କୁ ଜନ୍ମ କରିଛି । ବିଗ୍ୟାନ ମଧ୍ୟ ଜାଣିନି ଏହା କିପରି ସମ୍ଭବ ହୋଇ ପାରିଲା। ଏହି ଘଟଣା ଟି ଦକ୍ଷିଣ ଆଫ୍ରିକା ର । ଜଣା ପଡିଛି କି ୧୦ ଦିନ ପୂର୍ବ ରୁ ଜଣେ ମହିଳା ମରିଯାଇ ଥିଲେ ଓ କବର ମଧ୍ୟ ଦିଆଯାଇ ଥିଲା । କିନ୍ତୁ ୧୦ ଦିନ ପରେ ସେହି କବର ଭିତରୁ ଶୁଣାଯାଇ ଥିଲା କୁଆଁ କୁଆଁ ରାବ । ତେବେ ୩୩ ବର୍ଷ ବୟସୀୟ ମହିଳା ର ମୃତ୍ୟୁ ର ୧୦ ଦିନ ପରେ କିପରି ଜନ୍ମ ହେଲା ଗୋଟିଏ ସନ୍ତାନ । ଏହି ମହିଳା ଙ୍କ ମୃତ୍ୟୁ ପୂର୍ବ ରୁ ତାଙ୍କ ପେଟରେ ୯ ମାସ ର ପିଲା ଥିଲା ଓ ଆଗରୁ ସେ ୫ ଟି ସନ୍ତାନ ଜନ୍ମ ମଧ୍ୟ କରିଥିଲେ । ଦକ୍ଷିଣ ଆଫ୍ରିକା ର ପୂର୍ବକେ ପ୍ରୋବିନ୍ସ୍ରେ ଏହି ଘଟଣା ଲିଣ୍ଡେକୁହେଲ୍ ନାମକ କବର ସ୍ଥାନରେ ହୋଇଥିଲା ।

କାମ କରୁଥିବା କର୍ମଚାରୀ ବି ଆଶ୍ଚର୍ଯ୍ୟ

ଏହି କବର ସ୍ଥାନରେ କାମ କରୁଥିବା କର୍ମଚାରୀ କହିଲେ ଯେ, କୋଡିଏ ବର୍ଷ ହେବ ସେ କବର ଦେବା କାର୍ଯ୍ୟ କରୁଛନ୍ତି ହେଲେ ଏପରି ଘଟଣା ତାଙ୍କ ଜୀବନ କାଳରେ ସେ କେବେ ବି ଦେଖି ନାହାଁନ୍ତି ସେ ମଧ୍ୟ ଏହି ଜିନିଷ ଦେଖି ଆଶ୍ଚର୍ଯ୍ୟ ଓ ଚକିତ ହୋଇଗଲେ । ଝିଅ ଙ୍କର ମା ଙ୍କ କହିବା ଅନୁସାରେ ତାଙ୍କ ଝିଅ ର ମୃତ୍ୟୁ ହୋଇଥିଲା କୈଣସି ଶ୍ୱ ।ସ ଜନିତ କାରଣ ରୁ , ଯେତେବେଳେ ପ୍ରାକୃତିକ ଭାବେ ମୃତ୍ୟୁ ହେଲା ସେତେବେଳେ ତାକୁ ଡ଼ାକ୍ତରଖାନା ନିଆଯାଇ ଥିଲା । ସେଠି ଜଣାଗଲା ଝିଅ ଟି ର ମୃତ୍ୟୁ ହୋଇଛି କିନ୍ତୁ ପିଲା ବିଷୟରେ କିଛି ଜଣା ପଡ଼ିଲା ନାହିଁ,

ଏହି ଖବର ଶୁଣି ସାରା ଦୁନିଆ ମଧ୍ୟ ଚକିତ ।

ସମସ୍ତ ଲୋକ ଭାବିଲେ ସନ୍ତାନ ମଧ୍ୟ ମୃତ୍ୟୁ ବରଣ କରିଛି । କବର ଦେବା ର ୧୦ ଦିନ ପରେ ସନ୍ତାନ ଜନ୍ମ ନେଲା ଓ ଲୋକେ କବର ଖୋଲି ସନ୍ତାନ କୁ ଦେଖିଲେ । ଡ଼ାକ୍ତର ଓ ବୈଗ୍ୟାନିକ ମାନେ କହୁଛନ୍ତି ମହିଳା ର ପେଟରେ ଗ୍ୟାସ ଥିବା ରୁ ସନ୍ତାନ ଟି ଜନ୍ମ ନେଇଛି । ଏହି ଘଟଣା ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି । ଏହି ଘଟଣା ସାରା ଦୁନିଆକୁ ସ୍ତବ୍ଧ କରିଦେଇଛି ଏଭଳି ଘଟଣା ଦୁନିଆରେ ନୂଆ ।