ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ପଚାରିବୁ ଯାହା ଦ୍ଵାରା ଆପଣଙ୍କ ଜେନେରାଲ ନଲେଜ ଆହୁରି ବି ବଢିଯିବ । ଏହି ପ୍ରଶ୍ନ ଗୁଡିକ ଅଳ୍ପ ଭିନ୍ନ ପ୍ରକାରର ଅଟେ । ଏହି ପ୍ରଶ୍ନର ଉତ୍ତର ବି ସେହିଭଳି ଅଜବ ଗଜବ ଅଟେ । କହିବାକୁ ଗଲେ ଏସବୁ ପ୍ରଶ୍ନର ଉତ୍ତର ସହଜ ଅଟେ, କିନ୍ତୁ ଏହାର ଉତ୍ତର ବିଷୟରେ ଆପଣ କେବେ ବି ଚିନ୍ତା କରି ନ ଥିବେ । ଏହା ଆପଣଙ୍କ ବୁଦ୍ଧିକୁ ପରୀକ୍ଷା କରିଥାଏ । ତେବେ ଚାଲନ୍ତୁ ଜାଣିବା ସେହିଭଳି କିଛି ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ ।
୧- ଭାରତର ସେକ୍ସପୀୟର କାହାକୁ କୁହାଯାଏ?
ଉ: କାଳି ଦାସ
୨- ସବୁ ଠୁ ଅଧିକ ରୋବୋଟ୍ କେଉଁ ଦେଶ ପାଖରେ ଅଛି?
ଉ: ଜାପାନ
୩- କେଉଁ ସହରକୁ ତାଲା ନଗରୀ କୁହାଯାଏ?
ଉ: ଆଲିଗଡ
୪- କେଉଁ ଦେଶରେ ରାତିରେ ଚାଷକାର୍ଯ୍ୟ କରା ଯାଏ?
ଉ: ନରୱେ
୫- କେଉଁ ପକ୍ଷୀ କ୍ଷୀରରୁ ପାଣି ଅଲଗା କରି ଦେଇ ପାରେ?
ଉ: ହଂସ
୬- ନୀତି ନାମକ ଉପତ୍ୟକା ଭାରତର କେଉଁ ରାଜ୍ୟରେ ଅବସ୍ଥିତ?
ଉ: ଉତ୍ତରାଖଣ୍ଡ
୭- କେଉଁ ଜିନିଷ ଆଲୋକରେ ଆପଣଙ୍କ ପାଖେ ଥାଏ କିନ୍ତୁ ଅନ୍ଧାରରେ ରୁହେ ନାହିଁ?
ଉ: ଛାଇ/ଛାୟା
୮- ଗୁଗୁଲ୍ କେଉଁ ଦେଶର କମ୍ପାନୀ ଅଟେ?
ଉ: ଆମେରିକା
୯- ସୂର୍ଯ୍ୟାସ୍ତ ର ଦେଶ କାହାକୁ କୁହାଯାଏ?
ଉ: ବ୍ରିଟେନ
୧୦- ଗୋଲାପୀ କ୍ରାନ୍ତି କାହା ସହ ସମ୍ବନ୍ଧିତ ଅଟେ?
ଉ: ଚିଙ୍ଗୁଡି ମାଛ ଉତ୍ପାଦନ
୧୧- ଶ୍ରୀଲଙ୍କାର ମୁଦ୍ରା ର ନାମ କଣ?
ଉ: ରୁପୟା
୧୨- କବାଡି କେଉଁ ଦେଶର ଜାତୀୟ ଖେଳ ଅଟେ?
ଉ: ବାଂଲାଦେଶ
୧୩- କାନ୍ଦଲା ବନ୍ଦର କେଉଁଠି ଅବସ୍ଥିତ?
ଉ: ଗୁଜରାଟ
୧୪- କେଉଁ ନଦୀ ଭାରତର ରାଷ୍ଟ୍ରୀୟ ନଦୀ ଅଟେ?
ଉ: ଗଙ୍ଗା
୧୫- ଭାରତରେ ୨୫ ପଇସାର ଚଳନ କେବେ ଠୁ ବନ୍ଦ କରାଗଲା?
ଉ: ୨୦୦୫
୧୫- କେଉଁ ସହର ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ହେଇଥିଲା ?
ଉ- ଇଲାହାବାଦ