କ୍ଷୀରରେ ହଳଦୀ ମିଶେଇ ପିଇବାର ଫାଇଦା ଲକ୍ଷେ ଟଙ୍କା ଖର୍ଚ୍ଚ କଲେବି ମିଳିବନି, ପିଇବା ଦ୍ଵାରା ଭଲ ହେଇଥାଏ ଏହି 6 ବଡ ରୋଗ

ଆଜିକାଲି ଏତେ ବିଶ୍ବାସ କାହାଉପରେ ନାହିଁ ଯେତିକି ବିଶ୍ଵାସ ଡକ୍ଟରଙ୍କ ଉପରେ ଅଛି । ଆପଣ ଯେକୌଣସି ଡକ୍ଟରଙ୍କ ପାଖକୁବି ଯାଉଛନ୍ତି ପ୍ରଥମେ ଆପଣ ପେକ୍ସିସନ ଲେଖିଥାନ୍ତି, ତାପରେ ଏକଘଣ୍ଟା ଦୁଇଘଣ୍ଟା ପରେ ଡକ୍ଟର ବାହାରକୁ ଆସିବେ ଆପଣଙ୍କୁ ଆପଣଙ୍କ ଚିକିତ୍ସା ବତେଇ ଦେବେ, ଏ ଚିକିସାବି ଅଦ୍ଭୁତ ପ୍ରକାରର । ଡକ୍ଟର ଙ୍କୁ କିଛିବି ରୋଗ ବିଷୟରେ କୁହସେ କେବଳ ମେଡ଼ିସିନ ଦେଇଥାନ୍ତି, ସେ ଆପଣଙ୍କୁ କଣ କରିବାକୁ ହେବ କହିଥାନ୍ତି କିନ୍ତୁ ରୋଗ କେଉଁ କାରଣରୁ ହୋଇଛି କହି ନଥାନ୍ତି ଯଦି ସେମାନେ ରୋଗର କାରଣ କୁହନ୍ତି ତାହେଲେ ଆପଣ ତାଙ୍କ ପାଖକୁ ଯିବେ କଣପାଇଁ ?

ଏଇଠି ବଡ ଭୁଲ କରି ଦେଇଥାଉ, ଯଦି ଆପଣଙ୍କୁ କିଛି ସାଧାରଣ ରୋଗ ହେଉଛି ଆପଣ ଡକ୍ଟରଙ୍କ ପାଖକୁ ଯାଆନ୍ତୁ ନାହିଁ କେବଳ ଜାଣନ୍ତୁ ଏହି ରୋଗ କଣପାଇଁ ହୋଇଛି? ଯେମିତିକି ଗଛ, ଆମ ଘରେ ଆମେ ଗଛ ଲଗେଇଥାଉ ହେଲେ ଗଛତ ଗୋଟେ ସେଥିରୁ ଆମକୁ ଫଳମିଳେ, ଫୁଲମିଳେ, ପତ୍ର ମିଳେ ହେଲେ ଗଛତ ଗୋଟେ ।

ଯଦି ଗଛପରି ଆମେ ସବୁଜିନିସ କୁ ଦେଖିବା ତାହେଲେ ସବୁକିଛି ଠିକ ରହିବ, ଯେମିତିକି ହାଇ ବ୍ଲଡ଼ପେସର ଯଦି ଆପଣଙ୍କ ସରୀରରେ ହାଇ ବ୍ଲଡ଼ପ୍ରେସର ନାହିଁ ପ୍ରଥମେ ଆପଣଙ୍କ ମୁଣ୍ଡ ବିନ୍ଧିବ ମୁଣ୍ଡ ବିନ୍ଧା ହେଲେ ଆପଣ ମୁଣ୍ଡବିନ୍ଧା ମେଡ଼ିସିନ ଆଣିବେ ନା ହାଇବିପି ମେଡ଼ିସିନ ଆଣିବେ ଯଦି ଆପଣ ହାଇବିପି ମେଡ଼ିସିନ ଆଣିବେ ଭୁଲ ହେବ ହାଇବିପିର କାରଣ ଆପଣଙ୍କୁ ଜଣା ନାହିଁ, ହାଇବିପିର କାରଣ ହେଲା ରକ୍ତ ଗାଢାହେବା, ତାହେଲେ ଆପଣ ରକ୍ତକୁ ପତଳା କରନ୍ତୁ ରକ୍ତ ପତଳା ହେବାପରେ ଆପଣଙ୍କ ହାଇବିପି ଠିକ ହେଇଯିବ ।

ଆପଣଙ୍କର ବ୍ଲଡ଼ପ୍ରେସର ଠିକ ହେଇଯିବ ହେଲେ ଆପଣ ପରଲିସିସରେ ପଡିଯିବେ ହାର୍ଟ ରୋଗରେ ପଡିଯିବେ, ବ୍ରେନଷ୍ଟ୍ରୋକରେ ପଡିଯିବେ ଆପଣଙ୍କ ରୋଗ ସେମତି ଚାଲିଥିବ । ଆମେ ଗୋଟେ ରୋଗକୁ ଭଲ କରିଥାଉ ଅଉ ଗୋଟେ ରୋଗର ଆରମ୍ଭ କରିଥାଉ । ଯେମିତିକି ଆମକୁ ଥଣ୍ଡା ହୋଇଥାଏ ଆମେ ଡକ୍ଟର ପାଖକୁ ଯାଇଥାଉ ଡାକ୍ତର ଆମକୁ ଥଣ୍ଡା ମେଡ଼ିସିନ ଦେଇଥାନ୍ତି ଆମେ ମେଡ଼ିସିନ ଖାଇ ଥଣ୍ଡା ଭଲ କରିଦେଇଥାଉ ।

ଏହି ଥଣ୍ଡା ଭଲ ହେବାପରେ ଆମ ଛାତିରେ ଜମାହେଇ କଠୁଆ ହୋଇ ଯାଇଥାଏ । ଯାହାକୁ ଆମେ ଖଙ୍କାର କହି ଥାଉ ଖଙ୍କାର ଜମା ହେବାପରେ ଆମର କାସ ହୋଇଥାଏ କାସ ପାଇଁ ଆମେ ଡକ୍ଟରଙ୍କ ପାଖକୁ ଯାଇଥାଉ ଡକ୍ଟର କାସ ଭଲ ହେବାପାଇଁ ମେଡ଼ିସିନ ଦେଇଥାନ୍ତି ଆପଣଙ୍କର କାସ ଭଲ ହୋଇଯାଇଥାଏ କିନ୍ତୁ କିଛିଦିନ ପରେଏହା ଆଜ୍ମାର ରୂପ ନେଇଥାଏ ।

ଏହା ଦ୍ଵାରା ଗଳାରେ କାସ ହୋଇଥାଏ ପୁରୁଣା କାସରେ ପରିବର୍ତ୍ତନ ହୋଇଥାଏ କିଛି ଲୋକଙ୍କୁ ନିମୁନିଆ କିଛି ଲୋକଙ୍କୁ ଟିଭି ହୋଇଥାଏ । ଆମକୁ ଛୋଟ ମୋଟ ରୋଗ ହେଲେ ଡାକ୍ତରଙ୍କ ପାଖକୁ ଜୀବା କିଛି ଦରକାର ନାହିଁ, ଆମେ ଭାବିବା ଦରକାର ଘରେଥିବା ଜିନ୍ସ ଦ୍ଵାରା କିପରି ଆମେ ରୋଗକୁ ଭଲ କରିପାରିବା ଓ ନିଜ ଅଜା ଆଇ ଙ୍କ ର ପରାମର୍ଶ ନେବା ସେମାନେ ଆମକୁ ଜଣେଇଦେବେ । କିନ୍ତୁ ରୋଗ ମେଡ଼ିସିନ ଦ୍ଵାରା ଭଲ ହୋଇ ନଥାଏ ଆଇରୁବେଦିକ ଦ୍ଵାରା ଭଲ ହୋଇଥାଏ । ଆଜି ଆମେ ଆପଣଙ୍କୁ ଜଣେଇବୁ ହଳଦୀ ଓ କ୍ଷୀର ବିଷୟରେ ।

ହଳଦୀ ସମସ୍ତଙ୍କ ଘରେ ଅଛି କ୍ଷୀରବି ଅଛି ଆମେ ଗୋଟେ ଗ୍ଳାସ କ୍ଷୀରରେ ଅଧ ଚାମଚ ହଲଦି ଗୁଣ୍ଡକୁ ଦଶ ମିନୀଟ ପର୍ଯ୍ୟନ୍ତ ଗୋଳେଇବା ମିଠା ଖାଇବାକୁ ହେଲେ ସେଥିରେ ଗୁଡ କିମ୍ବା ମହୁ ମିଶେଇ ଦେବେ ଏହା ପରେ ଆପଣଙ୍କୁ ଏହି କ୍ଷୀର ରାତିରେ ପିବାକୁ ପଡିବ । ଏହାକୁ ପିବା ଦ୍ଵାରା ଆପଣଙ୍କର ବିଭିନ୍ନ ରୋଗର ନିରାକରଣ ହୋଇଥାଏ ଆସନ୍ତୁ ଜାଣିବା ।

ଡାଇବେଟିସ

ଡାଇବେଟିସ ହୋଇଥିଲେ ପ୍ରତିଦିନ ରାତିରେ ବିନା ମିଠା ବାଲା ହଳଦି କ୍ଷୀର ସେବନ କରି ସୁଅନ୍ତୁ ଆପଣଙ୍କ ଡାଇବେଟିସ ୨-୩ ମାସ ଭିତରେ କଣ୍ଟ୍ରୋଲକୁ ଆସିଯିବା ।

ଗୋରା ହେବାପାଇଁ

ଗୋରା ହେବା ପାଇଁ ବହୁତ ଲୋକ ଚାହିଁ ଥାନ୍ତି ହେଲେ ହଳଦୀ କ୍ଷୀର ପିବା ଦ୍ଵାରା ଆପଣଙ୍କର ମୁଁହ ଚମକିଥାଏ । ପିମ୍ପଲ୍ସ ଓ ଦାଗ ଭଲ ହୋଇଥାଏ ।

କେଉଁଠି ବି ଛୋଟ ଖଣ୍ଡିଆ ହେଇ ଗଲେ

ଖଣ୍ଡିଆ ହେଇ ଗଲେ ଘରେ ହଳଦୀ କ୍ଷୀର ପିଥାନ୍ତି କାରଣ କ୍ଷୀରରେ ଆଣ୍ଟିଫଙ୍ଗଲ, ଅଣ୍ଟିବାକ୍ଟ୍ରିଆଲ ଅଛି ।

ଜରଥଣ୍ଡା ହେଲେ

ଜରଥଣ୍ଡା ହେଲେ ଆପଣ ହଳଦୀ କ୍ଷୀର ପିଅନ୍ତୁ ଏହା ଦେହ ପାଇଁ ଉପକାର ।

ଗ୍ଯାସ ହେଲେ

ଗ୍ଯାସ ହେଲେ ଆପଣ କ୍ଷୀର ହଳଦୀ ପିଅନ୍ତୁ ଏହା ଗ୍ଯାସ ର ନିରାକରଣ କରିଥାଏ ।

ପେଟ ବଢିଲେ

ପେଟ ବଢିଲେ ଆପଣ ହଳଦୀ କ୍ଷୀର ସେବନ କରନ୍ତୁ ଏହା ଦେହ ପାଇଁ ବହୁତ ଭଲ । ଏହା ସେବନ କରବା ଦ୍ଵାରା ଚର୍ବି କମିଥାଏ ତାପରେ ପେଟ ବଢିବା କମି ଯାଇଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।