ଦେଖନ୍ତୁ କେତେ ଅଛି ଆଜି 6 ଅକ୍ଟୋବରର Gold rate

ବର୍ତ୍ତମାନ ସମୟରେ କରୋନା କାରଣରୁ ସୁନାର ମୂଲ୍ୟ ଏତେ ଦ୍ରୁତ ଗତିରେ ବଢିଚାଲିଛି କି ଲୋକମାନେ ସୁନା କିଣିବାକୁ ଚାହୁଁଥିଲେ ବି ସୁନା କିଣି ପାରୁ ନାହାନ୍ତି । ଲୋକମାନଙ୍କ ସାହସ ବି ହେଉ ନାହିଁ । କହିବାକୁ ଗଲେ ସମସ୍ତଙ୍କର ସୁନା ବହୁତ ପ୍ରିୟ ହୋଇଥାଏ କିନ୍ତୁ ସୁନାର ମୂଲ୍ୟ ଅଧିକ ଥିବା କାରଣରୁ ସୁନା କିଣିବା ପାଇଁ କେହି ଇଚ୍ଛା ପ୍ରକାଶ କରୁ ନାହାନ୍ତି । କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ପାଇଁ ଗୋଟିଏ ବଡ ଖୁସି ଖବର ଆସିଯାଇଛି ।

କହିବାକୁ ଗଲେ ବର୍ତ୍ତମାନ ସମୟରେ ସରକାର ଲକଡାଉନ ଉଠାଇ ଦେଇଛନ୍ତି ଓ ସବୁ ଜିନିଷ ପୂର୍ବ ଭଳି ସଠିକ ରୂପରେ ଚାଲିଛି । ଏମିତିରେ ସୁନାର ମୂଲ୍ୟ  ଧୀରେ ଧୀରେ ହ୍ରାସ ପାଉଛି । କହିବାକୁ ଗଲେ ବର୍ତ୍ତମାନର ସୁନାର ମୂଲ୍ୟ ପୂର୍ବ ଦିନ ଅପେକ୍ଷା ବହୁ କମ ହୋଇ ଯାଇଛି ।

ଏମିତିରେ ଆମେ ଆଶା କରୁଛୁ କି ସୁନାର ମୂଲ୍ୟ ଆହୁରି କମ ହୋଇ ଯାଉ । ଯାହା ଦ୍ଵାରା ସମସ୍ତ ବର୍ଗର ଲୋକମାନେ ନିଜ ହିସାବରେ ସୁନା କିଣି ପାରିବେ । ତେବେ ଚାଳନ୍ତୁ ଜାଣିବା ସୁନା ଓ ଚାନ୍ଦିର ମୂଲ୍ୟ ଆଜି କେତେ ଶସ୍ତା ହୋଇଛି ନା ବଢିଛି । କହିବାକୁ ଗଲେ ଆଜି ୬ ଅକ୍ଟୋବର ୨୦୨୦ରେ ସୁନାର ମୂଲ୍ୟ କିଛି ଏହିଭଳି ଅଟେ । ଆଜି ୧୮ କ୍ୟାରେଟ ସୁନାର ମୂଲ୍ୟ ୧ ଗ୍ରାମକୁ ୪,୦୪୦ ଟଙ୍କା, ୮ ଗ୍ରାମକୁ ୩୨,୩୨୦ ଟଙ୍କା, ୧୦ ଗ୍ରାମକୁ ୪୦,୪୦୦ ଟଙ୍କା ଓ ୧୦୦ ଗ୍ରାମକୁ ୪,୦୪୦,୦୦୦ ଟଙ୍କା ଅଟେ ।

ସେହିଭଳି ଆଜି ୨୨ କ୍ୟାରେଟ ସୁନାର ମୂଲ୍ୟ ୧ ଗ୍ରାମକୁ ୪,୮୪୫ ଟଙ୍କା, ୮ ଗ୍ରାମକୁ ୩୮,୭୬୦ ଟଙ୍କା, ୧୦ ଗ୍ରାମକୁ ୪୮,୪୫୦ ଟଙ୍କା ଓ ୧୦୦ ଗ୍ରାମକୁ ୪,୮୪,୫୦୦ ଟଙ୍କା ଅଟେ । ସେହିଭଳି ଆଜି ୨୪ କ୍ୟାରେଟ ସୁନାର ମୂଲ୍ୟ ୧ ଗ୍ରାମକୁ ୫,୨୮୫ ଟଙ୍କା, ୮ ଗ୍ରାମକୁ ୪୨,୨୮୦ ଟଙ୍କା, ୧୦ ଗ୍ରାମକୁ ୫୨,୮୫୦ ଟଙ୍କା ଓ ୧୦୦ ଗ୍ରାମକୁ ୫୨,୨୮,୫୦୦ ଟଙ୍କା ଅଟେ । ଏମିତିରେ ଗତ କାଲି ୨୨ କ୍ୟାରେଟ ସୁନା ୧୦ ଗ୍ରାମକୁ ୪୯୦ ଟଙ୍କା କମିଥିବା ବେଳେ ଆଜି ୪୩୦ ଟଙ୍କା ବଢିଛି ।

ଅନ୍ୟ ପଟେ ଗତ କାଲି ୨୪ କ୍ୟାରେଟ ସୁନା ୧୦ ଗ୍ରାମକୁ ୫୩୦ ଟଙ୍କା କମିଥିବା ବେଳେ ଆଜି ୪୭୦ ଟଙ୍କା ବଢିଛି । ଯଦି ଚାନ୍ଦି ବିଷୟରେ କହିବା ତେବେ ଆଜି ଚାନ୍ଦି ୧ ଗ୍ରାମକୁ ୬୨ ଟଙ୍କା, ୮ ଗ୍ରାମକୁ ୪୯୬ ଟଙ୍କା, ୧୦ ଗ୍ରାମକୁ ୬୨୦ ଟଙ୍କା, ୧୦୦ ଗ୍ରାମକୁ ୬୨୦୦ ଟଙ୍କା ଓ ୧ କିଲୋ ଚାନ୍ଦିର ଦାମ ୬୨,୦୦୦ ଟଙ୍କା ଅଛି । କହିବାକୁ ଗଲେ ଚାନ୍ଦି ଗତ କାଲି ଅପେକ୍ଷା ୧ କିଲୋକୁ ୧୩୦୦ ଟଙ୍କା ବଢିଛି । ଏମିତିରେ କହିବାକୁ ଗଲେ ପୁଣି ଥରେ ସୁନା ଓ ଚାନ୍ଦିର ଦାମ ବଢିବାରେ ଲାଗିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।