ବହୁତ ସୁନ୍ଦର ଦେଖିବାକୁ Super ଷ୍ଟାର ଅଭିନେତ୍ରୀ Sridevi ଙ୍କ ଦୁଇ ଝିଅ

ଆପଣ ମାନେ ଶ୍ରୀ ଦେବୀଙ୍କୁ ଜାଣିଥିବେ, ସେ ୯୦ ଦଶକ ବହୁତ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ ଏହା ଛଡା ଶ୍ରୀ ଦେବୀ ସବୁ ପ୍ରକାର ଅଭିନୟ କରିବା ପିଆନ ପ୍ରସିଦ୍ଧଥିଲେ । ଶ୍ରୀ ଦେବୀଙ୍କ ଦେହାନ୍ତ ହୋଇ ଯାଇଛି କିନ୍ତୁ ସେ ଦର୍ଶକଙ୍କ ମନରେ ଆଜୀବ୍ୟ ବଞ୍ଚିଛନ୍ତି କାହିଁକିନା ତାଙ୍କ ଅଭିନୟ ଲୋକ ଦେଖିବା ପସନ୍ଦ କରିଥିଲେ ଶ୍ରୀ ଦେବୀଙ୍କ ପ୍ରଥମ ସୁପର ହିଟ ଫିଲ୍ମ ଆସିଥିଲା ହିମତୱାଲା ଯେଉଁଥିରେ ଜିତେନ୍ଦ୍ର ତାଙ୍କ ହିରୋ ଅଭିନୟରେ ଥିଲେ ।

ବକ୍ସ ଅଫିସରେ ଏହି ଯୋଡି ଓ ଏହି ଫିଲ୍ମ ବହୁତ ପ୍ରସିଦ୍ଧ ହୋଇଥିଲା ଯାହା ପରେ ଶ୍ରୀ ଦେବୀଙ୍କ ଫିଲ୍ମ ଆସିଲା ତୋଫା ଏହା ପରେ ଶ୍ରୀ ଦେବୀ କେବେ ପଛକୁ ବୁଲି ଅଣାଇଲେ ନାହିଁ କେବଳ ସଫଳତା ଉପରେ ସଫଳତା ହାସିଲ କରି ଚାଲିଲେ । ଶ୍ରୀ ଦେବୀଙ୍କ ନାଗିନ ଚଳଚିତ୍ର ଲୋକଙ୍କ ମଧ୍ୟରେ ଏତେ ପ୍ରସିଦ୍ଧ ହୋଇଥିଲା ଯେ ଲୋକ ଏହି ଚଳଚିତ୍ର ପର୍ଦାରେ ଲଗାଇ ଦେଖିବା ପସନ୍ଦ କରୁଥିଲେ ।

ଶ୍ରୀ ଦେବୀଙ୍କ ୨ଟି ଝିଅ ଅଛନ୍ତି ଯାହା ନାମ ଜାନ୍ଵୀ ଓ ଖୁସି କପୁର ଅଟେ, ଦୁହେଁ ନିଜ ମା ଭଳି ଦେଖିବାକୁ ବହୁତ ସୁନ୍ଦରୀ ଅଟନ୍ତି । ତେବେ ଶ୍ରୀ ଦେବୀଙ୍କ ବଡ ଝିଅ ଜାନ୍ଵୀ ଧଡକ ମୁଭି ଦ୍ଵାରା ବଲୀଉଡରେ ପାଦ ରଖିଛନ୍ତି କିନ୍ତୁ ଖୁସି ବର୍ତମାନ ସମୟରେ ପାଠ ପଢୁଛନ୍ତି ।

ଜାନ୍ଵୀ ନିଜ ସ୍କୁଲ ପାଠ ଦ୍ଧିରୁ ଭାଇ ଅମ୍ବାନୀ ସ୍କୁଲରୁ ସମାପ କରିଛନ୍ତି ଓ କେଲିଫୋରନିଆ ରେ ଏକଟିଙ୍ଗ ଶିଖିଛନ୍ତି, ତେବେ ତାଙ୍କ ଅଭିନୟ ଆପଣ ମାନେ ଧଡକ ମୁଭିରେ ଦେଖିବାକୁ ପାଇଥିବେ ଓ ତାଙ୍କ ଅଭିନୟ ବହୁତ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଛି କାହିଁକିନା ଜାନ୍ଵୀ ଦେଖିବା ପାଇଁ ବହୁତ ଶାନ୍ତ ସରଳ ଲାଗନ୍ତି ।

ଶ୍ରୀ ଦେବୀଙ୍କ ଦୁତୀୟ ଝିଅ ଖୁସି ବର୍ତମାନରେ ପାଠ ପଢୁଛନ୍ତି ଓ ତାଙ୍କ ସୁନ୍ଦରତା ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଖୁସି ନିଜ ପାଠରେ ଧ୍ୟାନ ଦଉଛନ୍ତି କାହିଁକିନା ସ୍ଵର୍ଗୀୟ ଶ୍ରୀ ଦେବୀ କହିଥିଲେ ଯେ ତାଙ୍କ ସାନ ଝିଅ ମଡଲୀଙ୍ଗ କରିବା ପସନ୍ଦ କରନ୍ତି ଓ ଆଗକୁ ଯାଇ ସେ ବଲୀଉଡରେ ଡେବ୍ୟୁ କରିବେ ।

ତେବେ ଖବର ଅନୁଯାଇ କରନ ଜୋହାର ତାଙ୍କୁ ଲଞ୍ଚ କରିଥାନ୍ତି କିନ୍ତୁ ବର୍ତମାନ ସିଚୁଏସନ ଖରାପ ଅଛି ଦେଖିବାକୁ ଆଗକୁ କଣ ହେଉଛି । ତେବେ ଜାନ୍ଵୀ ଓ ଖୁସି ମଧ୍ୟରେ ବହୁତ ଭଲ ସମ୍ପ୍ପ୍ର୍କ ଅଟେ, ଦୁଇ ଭଉଣୀ ପ୍ରାୟତଃ ସମୟରେ ସୋଶିଅଲ ମିଡିଆରେ ପରସ ପର ସହ ଫଟୋ ଅପଲୋଡ କରିଥାନ୍ତି ଯାହା ଜାନ୍ଵୀ ଓ ଶ୍ରୀ ଦେବୀଙ୍କ ଫ୍ୟାନ୍ସ ବହୁତ ଖୁସି ହୋଇ ଦେଖନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।