ଶାରୀରିକ ସମ୍ପର୍କକୁ ନେଇ ଅନୁଭବ କରିଥିବା ଅଭିଯୋଗର ଏମିତି ଜବାବ ଦେଲେ ବର୍ଷା, କହିଲେ ମୋ ଚରିତ୍ରକୁ ନେଇ ଯାହାବି କହୁଛ…

ଅଲିଉଡ ର ଲୋକପ୍ରିୟ ହିରୋଇନ ବର୍ଷା ପ୍ରିୟଦର୍ଶିନୀ ନିଜ ସାଂସଦ ସ୍ଵାମୀ ଅନୁଭବଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ପିଟିସନ ଦାଖଲ କରିଛନ୍ତି । ଏହା ପର ଠାରୁ ବର୍ଷା ଓ ଅନୁଭାବଙ୍କା ସମପରକର ଚର୍ଚ୍ଚା ସବୁ ଆଡେ ଚାଲିଛି । ସେ ଅନୁଭାବଙ୍କ ବିରୁଦ୍ଧରେ ଘରୋଇ ହିଂସା ବା ଡୋମେଷ୍ଟିକ ଭାଯୋଳାଂଶ ର କେସ କରିଛନ୍ତି ।

ଅନୁଭବ ମଦ ପିଆ ତାଙ୍କୁ ମାଡ ମାରୁଥିବାର ସେ ଅଭିଯୋଗ କରିବା ପରେ ସ୍ଵାମୀ ଅନୁଭବ ମହାନ୍ତି ମଧ୍ୟ ବରଷାଙ୍କ ବିରୁଦ୍ଧରେ ଦିଲ୍ଲୀ ପଟିଆଲା କୋର୍ଟ ରେ ବର୍ଷା ଙ୍କ ବିରୁଦ୍ଧରେ ପିଟିସନ ଦାଖଲ କରିଛନ୍ତି ଓ ସେ ବରଷାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି କି ବର୍ଷା ବାହାଘର ଆରମ୍ଭରୁ ହିଁ ତାଙ୍କ ସହିତ ଶାରିରୀର୍କ ସମ୍ପର୍କ ରଖିବାକୁ ଚାହୁଁ ନଥିଲେ । ସେ ବହୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ଯେଉଁଥି ପାଇଁ ସେ ନିଜକୁ ଅସୁଖୀ ଓ ଅସହଜ ମନେ କରୁଥିଲେ ।

ଏହା ପରେ ସୋସିଆଲ ମିଡିଆରେ ଅନୁଭବ ଙ୍କ ଅଭିଯୋଗର ଜବାବ ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସେ ନିଜ ଇଂଷ୍ଟାଗ୍ରାମ ରେ ଭଗବାନ ଜଗନ୍ନାଥଙ୍କର ଏକ ଫୋଟୋ ଶେୟାର କରି ଲେଖିଛନ୍ତି କି ସତ କେବେ ବି ଲୁଚି ରୁହେନା । ଜଣଙ୍କ ଉପରେ ମିଛ ଅଭିଯୋଗ କରି ତାକୁ ବ୍ଲେମ କରିବା ପୂର୍ବରୁ ଭଗବାନଙ୍କୁ ଡରିବା ଦରକାର । ଭଗବାନଙ୍କ ଉପରେ ମୋର ପୁରା ବିଶ୍ଵାସ ଅଛି । ମୋର ଏପରି ଖରାପ ସମୟରେ ସମସ୍ତଙ୍କର ଆଶୀର୍ବାଦ କାମନା କରୁଛି ।

ଏହା ପରେ ଅନୁଭବ ମଧ୍ୟ ଚୁପ ବସି ନାହାନ୍ତି । ସେ ଏକ ପ୍ରେସ ରିଲିଜ କରି କହିଛନ୍ତି କି ‘ “ଛାଡପତ୍ର ପିଟିସନ ଦାଖଲ କରିବା ପର ଠାରୁ ମୁଁ ନିରବ ଥିଲି କିନ୍ତୁ ଏବେ ବାଧ୍ୟ ହେଉଛି ମୁହଁ ଖୋଲିବା ପାଇଁ । ମୋର ବର୍ଷାଙ୍କ ପ୍ରତି ବହୁତ ସମ୍ମାନ ରହିଛି। ଏବେ ବି ଛାଡପତ୍ର ପ୍ରସଙ୍ଗ ବିଚାରାଧୀନ ଅଛି ।

ଆମର ବୈବାହିକ ଜୀବନ ଭଲ ନଥିଲା । ସମାଧାନ ପାଇଁ ବହୁ ଉଦ୍ୟମ ପରେ ମଧ୍ୟ ବିଫଳ ହୋଇଛି। ଆମର ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଦିଆଯାଉ”। ଏହା ସହିତ ସେ ମାନ୍ୟବର ନ୍ୟାୟାଳୟ କୁ ମଧ୍ୟ ପ୍ରାର୍ଥନା କରିଛନ୍ତି କି ସର୍ବ ସାଧାରଣରେ ଏହି ଖବର ର ପ୍ରଚାର ରୋକାଯାଉ ।

ଏବେ ସମୟ ତ କହିବ କି ଏମାନଙ୍କ ସମ୍ପର୍କ କେଉଁ ମୋଡ ନେଉଛି । ଏମାନେ ନିଜ ମଧ୍ୟରେ ସାମାଧାନ କରିନେବେ ନା ଏମାନଙ୍କର ବିବାହ ଭାଙ୍ଗିଯିବ, ଆପଣଙ୍କୁ କଣ ଲାଗୁଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।