ହସିବା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ । ଏହା ତ ସମସ୍ତ ଜାଣିଛନ୍ତି । ହସିବାର କୌଣସି ବି ଚାନ୍ସ କିଏ ବି ଛାଡିବାକୁ ଚାହେଁ ନାହିଁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହା ସହିତ ଆପଣଙ୍କ ସମସ୍ତ ସମସ୍ୟା ବି ଦୂର କରିଥାଏ । ଏହି ଛୋଟ ଜୀବନରେ ସମସ୍ତଙ୍କୁ ଖୁସିରେ ରଖିବା ବହୁତ ଜରୁରୀ ଅଟେ । କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଏହା ଆସୁଛି କି ଖୁସିରେ କେମିତି ରହିବେ ? ଯଦି ଆପଣ ଖୁସିରେ ରହିବାକୁ ଚାହୁଁଛନ୍ତି ତେବେ ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ଜୋକ୍ସ ନେଇ ଆସିଛୁ ।
୧ – ଜନ୍ନତକୁ ଯିବାର ଅଛି ତ
ମାର ଗୋଡ଼ ଦବେଇ କି ଶୋଇ ଯାଅ
ତେବେ ସେ ତୁମର ମା ହେଉ କି
ତୁମ ପିଲାର ମା ହେଉ
କିଛି ଫରକ ପଡିବ ନାହିଁ…………
୨ – ପୂର୍ବରୁ ମୁଁ ବହୁତ ବୋର ହେଉଥିଲି
ପୁଣି ମୁଁ ଝିଅ ନାମରେ ଗୋଟିଏ ଆଇଡି ଖୋଲିଲି
ଏବେ ମୋ ପାଖରେ ୩୦ ଟା ବଏଫ୍ରେଣ୍ଡ ଅଛନ୍ତି…
୩ – କେତେ ଫରକ ଅଛି ପାଗଳ ଶବ୍ଦରେ
ସମାଜ କୁହେ ତ ରାଗ ଆସେ
କିନ୍ତୁ କୌଣସି ଝିଅ କହିଲେ
ଭଲ ଲାଗିଥାଏ…….
୪ – ଚା ରେ ଚିନି କେତେ ନବ
ଏହା କେବଳ ଫିଲ୍ମରେ ଶୁଣିବାକୁ ମିଳେ
ଆମର ଏଠି ଚା ଯେମିତି ହେଇଥାଉ
ଚା ପିଇବାକୁ ବାଧ୍ୟ…..
୫ – ଆଗରୁ ଡର ଲାଗୁଥିଲା କି
ଦୁଇ ହଜାର ନୋଟ ବନ୍ଦ ହୋଇଯିବ ନି ତ
କିନ୍ତୁ ଏବେ ଭୟ ଲାଗୁଛି କି
ନୋଟ ପୂର୍ବରୁ ବ୍ୟାଙ୍କ ବନ୍ଦ ହୋଇଯିବ ନି ତ….
୬ – ଯେତେବେଳେ ଦୁଇ ଜଣ ଡାକ୍ତର ବିବାହ କରନ୍ତି
ତ ସେମାନେ ସାତ ବଚନ ନିଅନ୍ତି ନାହିଁ
ଆଠ ବଚନ ନିଅନ୍ତି
ଆଠ ନମ୍ବର ବଚନ ଟି ହେଲା
ମିଶି ନର୍ସିଂହୋମ ଖୋଲିବା…..
୭ – ବିଡି ପିଇବା ପରେ ଲୋକମାନେ
ତାକୁ ଏମିତି ଭାବରେ ଜୋତାରେ ଦଳନ୍ତି କି
ଯେମିତି ସେ ତାଙ୍କ ବିରୁଦ୍ଧରେ
କୋଟରେ ଶାଖୀ ଦେବ
୮ – ୬୦ ବର୍ଷ ପରେ ପ୍ରେମ
ସ୍ତ୍ରୀ : ଆଜି ରାତିରେ ଘରେ କେହି ନାହାନ୍ତି
କେବଳ ଆମେ ଦୁଇ ଜଣ
ସ୍ୱାମୀ : ହଁ ଠିକ ଅଛି
ତେବେ ଆଜି ଖିଚିଡି ବନେଇ ଦିଅ….
୯ – ଦିନେ ଶାଶୁ ବୋହୂକୁ କହୁଲା
ତତେ ଖାଇବା ବନେଇବା ଆସେ ନାହିଁ
ବୋହୁ : ନା
ଶାଶୁ : ଆଗରୁ କାହିଁକି କହିଲୁ ନି ?
ବୋହୁ : ସରପ୍ରାଇଜ
୧୦ – ଆଜି ସକାଳେ ମୁଁ ଗୋଟିଏ ଛୋଟ ପିଲାକୁ ପଚାରିଲି
କେଉଁ ସ୍କୁଲରେ ପାଠ ପଢିବାକୁ ଯାଉଛ ?
ପିଲାଟି କହିଲା ମୁଁ ଯାଏନି
ମତେ ପଠେଇ ଦଉଛନ୍ତି………
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।