ଦେଶର ସବୁଠୁ ନାମୀ କ୍ରିକେଟରଙ୍କ ସହ ହୋଟେଲ ରୁମରେ ଥିଲେ ଏହି ସିଙ୍ଗର, ରଙ୍ଗେହାତ ଧରାପଡିଥିଲେ ସ୍ବାମୀଙ୍କ ହାତରେ

ପାକିସ୍ତାନର ପ୍ରସିଦ୍ଧ ଗାୟକ ନୁରଜହାଂଙ୍କ ବିଷୟରେ ପ୍ରାୟତଃ ଲୋକମାନେ ଜାଣିଛନ୍ତି । ତାଙ୍କର ନାମ ବଡ ବଡ ସଙ୍ଗୀତକାର ମାନଙ୍କ ମଧ୍ୟରେ ବି ସାମିଲ ଅଛି । କିନ୍ତୁ ଦୁଖର କଥା ଏହା ଅଟେ କି ସେ ବର୍ତ୍ତମାନ ଏହି ଦୁନିଆରେ ଆଉ ନାହାନ୍ତି । ୨୦୦୦ ମସିହାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । କିନ୍ତୁ ସେ ନିଜ ସମୟରେ ନିଜର ଗାୟିକା ଦ୍ଵାରା ଉଭୟ ଭାରତ ଓ ପାକିସ୍ତାନର ଲୋକମାନଙ୍କ ହୃଦୟକୁ ଜିତିଥିଲେ ।

ଆଜି କିନ୍ତୁ ଆମେ ଆପଣଙ୍କୁ ତାଙ୍କ ଜୀବନ ସହ ଜଡିତ କିଛି ରହସ୍ୟପୂର୍ଣ କଥା କହିବୁ । ଯାହା ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ । ନୁରଜହାଂଙ୍କ ଅସଲ ନାମ ଅଲ୍ଲାହ ରାଖୀ ୱସଈ ଥିଲା । ତାଙ୍କର ଆବାଜ ଏତେ ମଧୁର ଲାଗୁଥିଲା କି କୌଣସି ବି ବ୍ୟକ୍ତି ତାଙ୍କର ଆବାଜ ଶୁଣି ତାଙ୍କ ଆଡକୁ ଆକର୍ଷିତ ହୋଇ ଚାଲି ଆସିବେ । ତାଙ୍କର ଆବାଜରେ ଯେଉଁ କଥା ଥିଲା, ସେହିଭଳି ଆବାଜ ବଲୀଉଡରେ ଅନ୍ୟ କାହାର ବି ନ ଥିଲା ।

ସେ ସବୁ ଗୀତକୁ ବହୁତ ଗମ୍ଭୀର ହୋଇ ଗାଉଥିଲେ । ତାଙ୍କର ଆବାଜ କାରଣରୁ ପାକିସ୍ତାନର ସରକାର ତାଙ୍କୁ ମଲ୍ଲିକା-ଏ-ତରନ୍ନୁମ ନାମରେ ସମ୍ମାନିତ ବି କରିଥିଲେ । କିନ୍ତୁ ଅନ୍ୟ ପଟେ ନୁରଜହାଂଙ୍କ କିଛି ଏମିତି ବି ଗୁଣ ଥିଲା, ଯେଉଁ କାରଣରୁ କିଛି ଲୋକମାନେ ତାଙ୍କୁ ଘୃଣା ବି କରୁଥିଲେ । ତାଙ୍କର ଏକ ବନ୍ଧୁ ମିଡିଆରେ ଇଣ୍ଟରଭିୟୁ ଦେଇ କହିଥିଲେ କି ନୁରଜହାଂ ଏକ ଭଲ ଗାୟିକା ଥିଲେ । କିନ୍ତୁ ସେ ପୁରୁଷମାନଙ୍କୁ ବହୁତ ଭଲ ପାଉଥିଲେ ।

ଯେତେବେଳେ ସେ ଅଧିକ ରାତି ପର୍ଯ୍ୟନ୍ତ ଶୁଟିଙ୍ଗ କରୁଥିଲ୍ଲେ ତେବେ ସେ ରାସ୍ତା ଆସିବା ସମୟରେ ନିଜର କାର ପୁରୁଷମାନଙ୍କ ନିକଟକୁ ନେଇ ସ୍ଲୋ କରି ଦେଉଥିଲେ । ଥରେ ପାକିସ୍ତାନର ଏକ ଜଣା ଶୁଣା ବ୍ୟକ୍ତି ତାଙ୍କୁ ପଚାରି ଦେଇଥିଲା କି ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ କେତେ ଜଣଙ୍କୁ ପ୍ରେମ କରିଛନ୍ତି ? ନୁରଜହାଂ ସେତେବେଳେ ଜବାବ ଦେଇ ଥିଲେ କି ବର୍ତ୍ତମାନ ମୋର ପାଖାପାଖି ୧୬ ଜଣ ପ୍ରେମୀ ରହିସାରିଛନ୍ତି ଓ ସେ ନିଜର ସବୁ ପ୍ରେମୀ ସହ ଶାରୀରିକ ସମ୍ବନ୍ଧ କରିଛନ୍ତି ।

ତାଙ୍କର ଏହି ଜବାବ ସମସ୍ତଙ୍କ ସାମ୍ନାକୁ ଆସିବା ପରେ ଚାରିଆଡେ କେବଳ ତାଙ୍କର ହିଁ ଚର୍ଚା ହେଉ ଥିଲା । କିନ୍ତୁ ଏହା ସତ ଥିଲା । ନୁରଜହାଂ ନିଜ ଜୀବନକୁ ନିଜ ଇଚ୍ଛା ଅନୁସାରେ ବ୍ୟତିତ କରିଛନ୍ତି । ଏମିତି କୁହଯାଏ କି ତାଙ୍କର ଏହି ୧୬ ଜଣ ପ୍ରେମୀମାନଙ୍କ ମଧ୍ୟରେ ପାକିସ୍ତାନର ପୂର୍ବ କ୍ରିକେଟର ନଜର ମହୋମ୍ମଦଙ୍କ ନାମ ବି ସାମିଲ ଅଛି । ଅନ୍ୟ ପଟେ ନଜର ମହୋମ୍ମଦ ନିଜର ଜୀବନ ନୁରଜହାଂ ପାଇଁ ବର୍ବାଦ କରି ଦେଇ ଥିଲେ ।

କହିବାକୁ ଗଲେ ଥରେ ନଜର ମୋହମ୍ମଦ ପ୍ରସିଦ୍ଧ ଗାୟକ ନୁରଜହାଂଙ୍କ ସହିତ ଏକ ରୁମରେ ଥିଲେ । ସେହି ସମୟରେ ହଠାତ ନୁରଜହାଂଙ୍କ ସ୍ଵାମୀ ସେଠି ଆସିଗଲେ । ଏହା ପରେ ନଜର ମୋହମ୍ମଦ ବିଲଡିଙ୍ଗର ଗୋଟିଏ ମହଲାରୁ ତଳକୁ ଡେଇଁ ପଡିଥିଲେ । ଏହା ଦ୍ଵାରା ତାଙ୍କର ଗୋଟିଏ ହାତ ଭାଙ୍ଗି ଯାଇଥିଲା । କାରଣ ତାଙ୍କୁ ନୁରଜହାଂଙ୍କ ସ୍ଵାମୀ ନଜର ମୋହମ୍ମଦଙ୍କୁ ଓ ତାଙ୍କ ସ୍ତ୍ରୀ ନୁରଜହାଂଙ୍କୁ ଏକା ସହିତ ଧରି ନେଇଥିଲେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।