ସୁଶାନ୍ତଙ୍କ ଆକାଉଣ୍ଟରୁ ରିୟା କରିଥିଲେ ତାଙ୍କ ଭାଇଙ୍କ ଆକାଉଣ୍ଟକୁ ଏତେ ଟଙ୍କା ଟ୍ରାନ୍ସଫର, ବ୍ୟାଙ୍କ ଷ୍ଟେଟମେଣ୍ଟରେ ହେଲା ଖୁଲାସା

ଯେମିତି କି ସମସ୍ତ ଜାଣିଛନ୍ତି କି ବର୍ତ୍ତମାନ ସମୟରେ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାକୁ CBI ନିଜ ଅଧୀନକୁ ନେଇ ସାରିଛି । ଯାହା ପର ଠାରୁ CBI ସୁଶାନ୍ତଙ୍କ ସମସ୍ତ ଡିଟେଲ୍ସକୁ ବହୁତ ଗମ୍ଭୀରତାର ସହ ଯାଞ୍ଚ କରୁଛି । କହିବାକୁ ଗଲେ ଗତ କିଛି ଦିନ ତଳେ ରିୟା ଚକ୍ରବତୀ ଓ ତାଙ୍କ ଭାଇ ସୋବିକ ଚକ୍ରବତୀଙ୍କୁ ED ଅଫିସରେ ଜେରା କରିବା ପାଇଁ ଡକା ଯାଇ ଥିଲା ।

ED ଅଫିସରେ ରିୟାଙ୍କ ସହିତ ତାଙ୍କର ପିତା, ଭାଇ ଓ ସୁଶାନ୍ତଙ୍କ ମ୍ୟାନେଜର ସ୍ରୁତି ମୋଦୀ ବି ଆସିଥିଲେ । ଯେଉଁଠି ରିୟାଙ୍କ ଭାଇ ସହିତ CBI ଅଫିସର ପାଖାପାଖି ୨ ଘଣ୍ଟା ଜେରା କରିଲେ । ଯେଉଁଥିରେ ବହୁତ ମହତ୍ଵପୂର୍ଣ ସୂଚନା ହାତରେ ଲାଗିଛି ।

ଆପଣଙ୍କୁ କହିଦେଉଛୁ କି ସୁଶାନ୍ତଙ୍କ ପିତା କେ କେ ସିଂହ ରିୟାଙ୍କ ଉପରେ ଆରୋପ ଲଗାଇଛନ୍ତି କି ରିୟା ସୁଶାନ୍ତଙ୍କ ଆକାଉଣ୍ଟ ପାଖପାଖି ୧୫ କୋଟି ଟଙ୍କା ବାହାର କରିଛନ୍ତି । ଯାହା ପର ଠାରୁ CBI ସୁଶାନ୍ତଙ୍କ ଆକାଉଣ୍ଟ ସ୍ଟେଟମେଣ୍ଟ ବାହାର କରିଥିଲେ । ଯେଉଁଥିରେ ବହୁତ କିଛି ତଥ୍ୟ ସାମ୍ନାକୁ ଆସୁଛି ।

ଯେଉଁଥିରେ ଜଣା ପଡିଛି କି ତାଙ୍କ ଖାତାରୁ ପ୍ରାୟତଃ ରିୟାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଇଛି । ଏହା ସହିତ CBI ସୋଭିକ ଚକ୍ରବତୀର ବି ଆକାଉଣ୍ଟ ସ୍ଟେଟମେଣ୍ଟକୁ ବି ଯାଞ୍ଚ କରିଛି । ଯେଉଁଥିରେ ଗୋଟିଏ ବଡ ଟ୍ରାନ୍ସଫର ସାମ୍ନାକୁ ଆସୁଛି । ସୁଶାନ୍ତଙ୍କ ଆକାଉଣ୍ଟରୁ ସୋଭିକଙ୍କ ଆକାଉଣ୍ଟକୁ ସବୁଠୁ ବଡ ଟ୍ରାନ୍ସଫର ୪ ଲକ୍ଷ ଟଙ୍କା ୧୦ ଜୁନ ୨୦୧୯କୁ ହୋଇଥିଲା । ଏହା ଛଡା ବି ଏହା ଠାରୁ କମ ରାଶିର ପ୍ରାୟତଃ ଟ୍ରାନ୍ସଫର କରାଯାଇଛି ।

ସୁଶାନ୍ତଙ୍କ ପରିବାର ଲୋକମାନେ ବିହାର ପୋଲିସକୁ କହିଛନ୍ତି କି ସୁଶାନ୍ତଙ୍କ ଆତ୍ମହତ୍ୟାର କିଛି ଦିନ ପୂର୍ବେ ସେ ନିଜର ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରିବା ପାଇଁ ଚାହୁଁଥିଲେ ଓ ସେ ବ୍ୟାଙ୍କ ଯାଇ ନିଜର ପୁରୁଣା ଆକାଉଣ୍ଟକୁ ବନ୍ଦ କରି ନୂଆ ଆକାଉଣ୍ଟକୁ ଖୋଲିବା ପାଇଁ ଚାହୁଁ ଥିଲେ ।

ଖବର ଅନୁସାରେ ରିୟା ଓ ସୋଭିକ ସୁଶାନ୍ତଙ୍କ ୪ଟି କମ୍ପାନୀର ପାର୍ଟନର ବି ଅଟନ୍ତି । ଏହା ସହିତ ଆପଣଙ୍କୁ କହିଦେଉଛୁ କି ସୁଶାନ୍ତଙ୍କୁ ନିଜ ଖାତାରୁ ବାରମ୍ବାର ଟଙ୍କା ବାହାରୁଥିବା କାରଣରୁ ସେ ବହୁତ ଚିନ୍ତିତ ରହୁଥିଲେ ଓ ସେ ଜାଣି ସାରିଥିଲେ କି ତାଙ୍କୁ ଓ ତାଙ୍କର ଟଙ୍କାକୁ ମିସଇଉଜ କର ଯାଉଛି । ଆପଣଙ୍କୁ କହିଦେଉଛୁ କି ରିୟାଙ୍କ ଭାଇଙ୍କ ସହିତ ସୁଶାନ୍ତ ଭଲ ବନ୍ଧୁତା ବି ଥିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।