ସାଧାରଣତଃ ଲୋକମାନେ ତାଙ୍କ ଜୀବନରେ ବହୁତ ସାରା ପରୀକ୍ଷା ଦେଇଥାନ୍ତି । ଉଭୟ ସରକାରୀ କିମ୍ବା ବେସରକାରୀ ଚାକିରି ପାଇଁ ଆପଣଙ୍କୁ କିଛି ସାଧାରଣ ଜ୍ଞାନ ଜଣା ଥିବା ଆବଶ୍ୟକ । ଏହା ଆପଣଙ୍କର ଭବିଷ୍ୟତରେ ମଧ୍ୟ ବହୁତ କାର୍ଯ୍ୟକାରୀ ହୋଇଥାଏ । ତେଣୁ ଆଜି ଆମେ ଆପଣଙ୍କୁ କିଛି ସାଧାରଣ ଜ୍ଞାନ ବିଷୟରେ କହିବୁ, ଯେଉଁଥିରେ ପ୍ରଶ୍ନ ସହ ଆପଣ ଏହାର ଉତ୍ତର ମଧ୍ୟ ଜାଣିପାରିବେ । ତେବେ ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।
ପ୍ରଶ୍ନ – ସବୁ ପକ୍ଷୀ ଆଗକୁ ଉଡନ୍ତି କିନ୍ତୁ କେଉଁ ପକ୍ଷୀ ପଛ ପଟକୁ ଉଡିଥାଏ ?
ଉତ୍ତର – କିୱି ପକ୍ଷୀ
ପ୍ରଶ୍ନ – ଯଦି କୌଣସି ବ୍ୟକ୍ତି ଲୁଣ କମ ଖାଆନ୍ତି ତେବେ ତାଙ୍କୁ କେଉଁ ରୋଗ ହେବାର ଅଧିକ ସମ୍ଭାବନା ଥାଏ ?
ଉତ୍ତର – Goiter
ପ୍ରଶ୍ନ – ଯଦି କୌଣସି ମଣିଷକୁ କୌଣସି କାମ କରିବାକୁ ମନା କରାଯାଏ ତ ସେ ପ୍ରଥମେ କଣ କରିଥାଏ ?
ଉତ୍ତର – ସେ ସର୍ବପ୍ରଥମେ ସେହି କାମ କରିବ
ପ୍ରଶ୍ନ – କେଉଁ ଦେଶ ପାଖରେ ସବୁଠୁ ଅଧିକ ସୈନିକ ଅଛି ?
ଉତ୍ତର – ଆମେରିକା
ପ୍ରଶ୍ନ – କେଉଁ ଜିନିଷକୁ ପିଇଲେ ସକାଳୁ ସକାଳୁ ସତେଜ ଲାଗେ ?
ଉତ୍ତର – ଚାହା ଓ କଫି
ପ୍ରଶ୍ନ – ସବୁଠୁ ଅଧିକ ଦୟାଳୁ କେଉଁ ପଶୁ ଅଟେ ?
ଉତ୍ତର – ହାତୀ
ପ୍ରଶ୍ନ – କେଉଁ ଦେଶରେ ୫୦୦୦୦ ଟଙ୍କାର ନୋଟ ଚାଲେ ?
ଉତ୍ତର – ଭିଏତନାମ
ପ୍ରଶ୍ନ – ଭାରତର କେଉଁ ରାଜ୍ୟରେ ଇଣ୍ଟରନେଟ ସବୁଠୁ କମ ବ୍ୟବହାର ହୋଇଥାଏ ?
ଉତ୍ତର – ହିମାଚଳ ପ୍ରଦେଶ
ପ୍ରଶ୍ନ – କେଉଁ ଦେଶରେ ସବୁଠୁ ଅଧିକ ଫାସୀ ଦଣ୍ଡ ଦିଆଯାଏ ?
ଉତ୍ତର – ଦକ୍ଷିଣ କୋରିୟା
ପ୍ରଶ୍ନ – ଭାରତର ସବୁଠୁ ପୁରୁଣା ବିଶ୍ୱବିଦ୍ୟାଳୟର ନାମ କଣ ?
ଉତ୍ତର – ବିହାରର ନାଳନ୍ଦା ବିଶ୍ୱବିଦ୍ୟାଳୟ
ପ୍ରଶ୍ନ – କେଉଁ ଦେଶରେ ନୂଆ ବର୍ଷର ତାରିଖ ପ୍ରତ୍ୟେକ ବର୍ଷ ବଦଳି ଥାଏ ?
ଉତ୍ତର – ଚୀନ
ପ୍ରଶ୍ନ – କେଉଁ ଦେଶରେ ସୂର୍ଯ୍ୟ ୭୬ ଦିନ ପର୍ଯ୍ୟନ୍ତ ଅସ୍ତ ହୋଇ ନ ଥାଏ ?
ଉତ୍ତର – ବେଟିକନ ସିଟି
ପ୍ରଶ୍ନ – ଝିଅଙ୍କ ଶରୀରର କେଉଁ ଜିନିଷ ଆମେ ଖାଇ ପାରିବା ?
ଉତ୍ତର – ଲେଡି ଫିଙ୍ଗର
ପ୍ରଶ୍ନ – କେଉଁ ଦେଶରେ ଫିଲ୍ମ ଦେଖିଲେ ଜୋରିମାନା ଦେବାକୁ ପଡିଥାଏ ?
ଉତ୍ତର – ଦକ୍ଷିଣ କୋରିୟା
ଆଶକରୁଛୁ ଆମର ଏହି ମେଜେଦାର ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟ ପାଇଁ ପେଜକୁ ଲାଇକ କରନ୍ତୁ ।