ଆସନ୍ତା କାଲି ଏହି ୱେବସାଇଟରେ ପ୍ରକାଶ ପାଇବ ମାଟ୍ରିକ Result, କେମିତି ଦେଖିବେ ଦେଖନ୍ତୁ

କହିବାକୁ ଓଡିଶାର ମାଟ୍ରିକ ରେଜଲ୍ଟ ଆସନ୍ତା ୨୯ ଜୁଲାଇ ଦିନ ପ୍ରକାଶିତ ହେବ । ଓଡିଶାର ମାଧ୍ୟମିକ ଶିକ୍ଷା ପରିଷଧ ଏହିଭଳି ଘୋଷଣା କରିଛନ୍ତି । ଯଦି ଆପଣଙ୍କ ମଧ୍ୟରୁ କେହି ଏହି ବର୍ଷ ମାଟ୍ରିକ ପରୀକ୍ଷା ଦେଇଛନ୍ତି ତେବେ ଆପଣ ଗତ କାଲୀ ନିଜର ରେଜଲ୍ଟ ଦେଖି ପାରିବେ । କିନ୍ତୁ ଆପଣ ନିଜର ରେଜଲ୍ଟ କେମିତି ସହଜ ଓ ସୁବିଧାରେ ଦେଖିବେ ତାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

କହିବାକୁ ଗଲେ ଆସନ୍ତା କାଲି ଦିନ ୧୧.୩୦ରେ ମାଟ୍ରିକ ରେଜଲ୍ଟ ପ୍ରକାଶିତ ହେବ । ଆପଣ ମାଧ୍ୟାମିକ ଶିକ୍ଷା ପରିଷଧର ଅନ୍ଲାଇନ ୱେବସାଇଟ କିମ୍ବା ଏସଏମଏସ ଜରିଆରେ ନିଜର ରେଜଲ୍ଟ ଜାଣି ପାରିବେ । ଆପଣଙ୍କୁ କହିଦେଉଛୁ କି ଏହି ବର୍ଷ ଓଡିଶାର ୫ ଲକ୍ଷ ୬୦,୦୦୦ ଛାତ୍ର ଓ ଛାତ୍ରୀମାନେ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ବର୍ତ୍ତମାନ ଆମେ ଆପଣଙ୍କୁ କହିଦେଉଛୁ କି କେଉଁଭଳି ଭାବରେ ଆପଣ ନିଜର ମୋବାଇଲ ମାଧ୍ୟମରେ ନିଜର ରେଜଲ୍ଟ ଦେଖି ପାରିବେ ।

ପ୍ରଥମେ ଆପଣ ନିଜର ମୋବାଇଲରେ googleକୁ ଯାଆନ୍ତୁ । ଏହା ପରେ ଆପଣ ସେଠି odisha result ସର୍ଚ କରନ୍ତୁ । ଏହା ପରେ ଆପଣଙ୍କୁ ଓଡିଶା ମାଟ୍ରିକର ରେଜଲ୍ଟର ୱେବସାଇଟ ମିଳିଯିବ । ଯାହାକି orissaresults.nic.in ଅଟେ । ଏହା ପରେ କିଳ୍କ କରିବା ପରେ ଆପଣଙ୍କୁ ଏହା ଭିତରେ BSE Odisha ଲେଖା ହୋଇଥିବା ଅପସନ ଉପରେ କିଳ୍କ କରିବାର ଅଛି । ଫୋଟୋରେ ଯେମିତି HSC ରେଜଲ୍ଟସ 2019 ଅଛି ସେମିତି 2020 ପାଇଁ ମଧ୍ୟ ଲିଙ୍କ ଉପରେ ଦେଖେଇବ । ଏହା ଉପରେ କ୍ଲିକ କରିବେ । ଏହା ପରେ ଏକ ନୂଆ ପେଜ ଖୋଲିବ ।

ଯେଉଁଠି ଆପଣଙ୍କୁ ନିଜର roll no. ଓ date of birth ଦେବାର ଅଛି । ଏହା ପରେ submit ଉପରେ କିଳ୍କ କରିବା ପରେ ଆପଣଙ୍କୁ ଆପଣଙ୍କ ରେଜଲ୍ଟ ମିଳିଯିବ । ଫଟୋରେ ଦିଆଯାଇଥିବା ୨୦୧୯ ଲିଙ୍କ ସ୍ଥାନରେ ଆସନ୍ତା କଲି ୨୦୨୦ର ଲିଙ୍କ ଆସିବ ଓ ଆପଣ ସେହି ଲିଙ୍କ ଉପରେ କିଳ୍କ କରିବେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।