ସଲମାନ ଖାନଙ୍କ କାରଣରୁ ଏହି ଗରିବ ଝିଅକୁ ବଲିଉଡ ରେ ମିଳିଥିଲା ମୌକା, ଆଜି ହେଇ ସାରିଲେଣି ସୁପରଷ୍ଟାର, ନହେଲେ କେହି ଜାଣିବି ନଥିଲେ ତାଙ୍କୁ

ବଲୀଉଡରେ ଗୋଟିରୁ ବଢି ଗୋଟିଏ ଟୈଲେଂଟେଡ ଷ୍ଟାର ଅଛନ୍ତି । କିଛି ଷ୍ଟାର ଏମିତି ଅଛନ୍ତି ଯାହାଙ୍କର ପପୁଲାରୀଟି ଯେମିତି ପୂର୍ବରୁ ଥିଲା ବର୍ତ୍ତମାନ ସେମିତି ହିଁ ଅଛି । ଯେମିତି – ଶାହରୁଖ ଖାନ, ସଲମାନ ଖାନ ଏବଂ ଆମିର ଖାନ । ଏମାନେ ବଲୀଉଡର ଏମିତି କାଳକାର ଅଟନ୍ତି ଯାହାଙ୍କର ଫିଲ୍ମ ଦେଖିବା ପାଇଁ ପୂର୍ବରୁ ବି ଦର୍ଶକମାନଙ୍କର ଭିଡ ଲାଗୁଥିଲା ଏବଂ ବର୍ତ୍ତମାନ ବି । ଆଜି ଆମେ ଏହି ଆର୍ଟିକଲରେ ବଲୀଉଡର ଦବଙ୍ଗ ଖାନ ସଲମାନ ଖାନଙ୍କ ବିଷୟରେ କହିବାକୁ ଯାଉଛୁ ।

ସାହାର୍ଯ୍ୟ ପାଇଁ ରୁହନ୍ତି ସବୁବେଳ ଆଗରେ

ଯେମିତି କି ସମସ୍ତେ ଜାଣନ୍ତି କି ସଲମାନ ଖାନଙ୍କୁ ରାଗ ବହୁତ ଜଲ୍ଦି ଆସିଥାଏ । କେତେବେଳ ସେ କାହା ଉପରେ ରାଗିଯିବେ ତାହା କେହି କହିପାରିବେ ନାହିଁ । ତାଙ୍କ ରାଗର ଶିକାର ଅନୁରାଗ କଶ୍ୟପ, ଅରିଜୀତ ସିଂହ, ବିବେକ ଓବେରୟ, ଋଷି କପୂର ଏବଂ ରେଣୁକା ଶହାଣେ ଭଳି ଷ୍ଟାରମାନେ ହୋଇ ସାରିଛନ୍ତି । କିନ୍ତୁ ସେ ବଲୀଉଡର ଏମିତି ଏକ କଳାକାର ଅଟନ୍ତି ଯିଏକି ସାହାର୍ଯ୍ୟ ପାଇଁ ସବୁବେଳ ନିଜର ହାତ ବଢାଇ ଥାନ୍ତି । କିନ୍ତୁ ସମସ୍ତଙ୍କୁ ତ ସେ ସାହାର୍ଯ୍ୟ କରି ପାରିବେ ନାହିଁ କିନ୍ତୁ ସେ ଚେଷ୍ଟା କରନ୍ତି କି ତାଙ୍କ ପାଖକୁ ଆସୁଥିବା ସମସ୍ତଙ୍କୁ କିଛି ନା କିଛି ସାହାର୍ଯ୍ୟ ନିଶ୍ଚିତ କରିବେ ।

କେତେକଙ୍କୁ ଦେଇଥିଲେ ସଫଳତାର ଉପହାର

ସଲମାନ ଖାନଙ୍କ କାରଣରୁ ଆଜି ଏହି ବଲୀଉଡରେ ବହୁତ କଳକାରମାନେ କାମ କରୁଛନ୍ତି ଏବଂ କିଛି ତ ସୁପରଷ୍ଟାର ହୋଇ ସାରିଛନ୍ତି । ସବୁଠୁ ବଡ ଉଦାହରଣ ହେଉଛି ଅଭିନେତ୍ରୀ କଟରିନା କୈଫ । କଟରିନାଙ୍କୁ ନିଜ ଫିଲ୍ମରେ ବ୍ରେକ ଦେଇ ସେ ତାଙ୍କୁ ରାତାରାତି ଷ୍ଟାର କରିଦେଲ । ଆଜି ସେ ବଲୀଉଡ ଇଣ୍ଡଷ୍ଟ୍ରିର ନମ୍ବର ୧ ହିରୋଇନ ।

ଏହି ଲିସ୍ଟରେ ଆଉ ଏକ ଅଭିନେତ୍ରୀ ଆସେ ଯିଏକି ବହୁତ ଗରିବ ପରିବାର ରୁ ଥିଲେ ଏବଂ ଗୋଟିଏ ସମୟରେ ସେ ସଲମାନ ଖାନଙ୍କର ବୈକଗ୍ରାଉଂଡ ଡାଂସର ବି ରହି ସାରିଛନ୍ତି ।

ବହୁତ ଗରିବ ପରିବାରରୁ ଆସିଥିଲେ ଡେଜି

ଆମେ କହୁଛୁ ବଲୀଉଡର ଜଣାଶୁଣା ଅଭିନେତ୍ରୀ ଡେଜି ଶାହାଙ୍କ ବିଷୟରେ । ଫିଲ୍ମ ‘ତେରେ ନାମ’ର ଗୀତାରେ ‘ଲଗନ ଲଗୀ’ରେ ଡେଜି ବୈକଗ୍ରାଉଂଡ ଡାଂସର ଥିଲେ । କିନ୍ତୁ ଯେତେବେଳ ସଲମାନଙ୍କର ନଜର ତାଙ୍କ ଉପରେ ପଡିଲା ତାଙ୍କର ଜୀବନ ବଦଳିଗଲା । ସଲମାନ ତାଙ୍କୁ ନିଜର ଫିଲ୍ମ ‘ଜୟ ହୋ’ ରେ ଲିଡ ଅଭିନେତ୍ରୀ କରିଥିଲେ ।

କହିଦେଉଛୁ ଯେ ଡେଜି ଶାହା ଏକ ବହୁତ ଗରିବ ଘରରୁ ଆସି ଛନ୍ତି । ତାଙ୍କ ବାପା ଜଣେ ଡ୍ରାଇଭର ଅଟନ୍ତି । ବର୍ତ୍ତମାନ ହିଁ ଡେଜି ସଲମାନଙ୍କ ସହିତ ‘ରେସ ୩’ ନଜର ଆସିଥିଲେ । ଡେଜି ଆଜି ବି ସଲମାନଙ୍କର ସାହାର୍ଯ୍ୟକୁ ଭୁଲି ନାହନ୍ତି ଆଉ କେବେ ବି ଭୁଲି ବେନି । ସେ ମିଡିୟାକୁ କେତେ ଥର କହିଛନ୍ତି କି ସଲମାନ ଯଦି ନଥାନ୍ତେ ତେବେ ସେ ଏହି ଇଣ୍ଡଷ୍ଟ୍ରିରେ ଆସି ପାରି ନଥାନ୍ତେ । ସଲମାନ ଡେଜୀ ଶାହ, କଟରୀନା କୈଫ, ସ୍ନେହା ଉଲ୍ଲାଲ ଏବଂ ଜରୀନ ଖାନ ଭଳି ବହୁତ ଅଭିନେତ୍ରୀଙ୍କୁ ଲଞ୍ଚ କରିଛନ୍ତି ।