ଅଧା ରାତିରେ ନିଦ ଭାଙ୍ଗିଯାଉଛି କି? ତେବେ ଭଗବାନ ଆପଣଙ୍କୁ ଦେଉଛନ୍ତି ଏହି ସଂକେତ !

ସମସ୍ତଙ୍କୁ ନିଜର ରାତିର ନିଦ ବହୁତ ଭଲ ଲାଗେ । କିନ୍ତୁ କିଛି ଲୋକମାନେ ଏମିତି ଅଛନ୍ତି ଯାହାଙ୍କର ଅଚାନକ ନିଦ ଖୋଲିଯାଏ କିମ୍ବା କିଛି ସମୟ ପର୍ଯ୍ଯନ୍ତ ନିଦ ନ ଲାଗିବାର ସମସ୍ୟା ଲାଗିଥାଏ । ବ୍ୟସ୍ତ ହୁଅନ୍ତୁ ନାହିଁ ଆପଣ ଯଦି କୌଣସି କାରଣରୁ ନିଜର ନିଦ ପୁରା କରି ପାରୁ ନାହାନ୍ତି ତେବେ ଆମ ପାଖରେ ଆପଣଙ୍କ ପାଇଁ ଶାନ୍ତିରେ ଶୋଇବା ପାଇଁ ଉପାୟ ଅଛି । କୌଣସି ସମୟରେ ଅଚାନକ ନିଦ ଖୋଲିଯିବା, ସେହି ସମୟ ସଂକେତ ଦେଇ ଥାଏ କି ଆପଣ ମାନସିକ ଚିନ୍ତାରେ ଅଛନ୍ତି । ଏହାର ଭଲ ଏବଂ ଖରାପ ଦୁଇଟି ସଂକେତ ହୋଇପାରେ । ଆଜି ଏହି ଆର୍ଟିକିଲ ମାଧ୍ୟମ ରେ ଆମେ ଆପଣଙ୍କୁ ଏହି ସଂକେତ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଜାଣିବା ଆପଣ ପାଇଁ ବହୁତ ଆବଶ୍ୟକ ଅଟେ ।

ରାତିରେ ୯ଟା ରୁ ୧୧ଟା ମଧ୍ୟରେ ନିଦ ନ ଆସିବା

Image courtesy: Google

ଯଦି ଆପଣଙ୍କୁ ୯ଟା ରୁ ୧୧ଟା ମଧ୍ୟରେ ନିଦ ଆସୁନାହିଁ ତେବେ ଆପଣ ମାନସିକ ଯନ୍ତ୍ରଣା ରେ ଅଛନ୍ତି । ସେଥିପାଇଁ ଆପଣ ମେଡିଟେସନ କରିବା ଆରମ୍ଭ କରିଦେବା ଉଚିତ ।

ରାତିରେ ୧୧ଟା ରୁ ୧ ମଧ୍ୟରେ ନିଦ ଖୋଲିବା

Image courtesy: Google

ଯଦି ଆପଣଙ୍କର ନିଦ ୧୧ ରୁ ୧ ମଧ୍ୟରେ ଆସୁନାହିଁ ତେବେ ଏହା ସିଧା ଦର୍ଶାଇ ଥାଏ କି ଆପଣଙ୍କ ଇମୋଶନଲ ସ୍ଥିତୀ ଖରାପ ଅଛି, ସେଥିପାଇଁ ଆପଣ ଏହି ପରିସ୍ଥିତିରୁ ବଞ୍ଚିବା ପାଇଁ ପବିତ୍ର ମନ୍ତ୍ରର ଜପ କରିବା ଆରମ୍ଭ କରି ଦିଅନ୍ତୁ ।

ରାତିରେ ୧ ରୁ ୩ ମଧ୍ୟରେ ନିଦ ଖୋଲିବା

Image courtesy: Google

ଆପଣଙ୍କର ଯଦି ୧ ରୁ ୩ ମଧ୍ୟରେ ଯଦି ନିଦ ଖୋଲି ଯାଉଛି ତେବେ ଏହା ଆପଣଙ୍କୁ ଲିଭର କମଜୋର ଅଛି ବୋଲି ସଂକେତ ଦେଉଛି । ଏବଂ ଆପଣଙ୍କର ରାଗିବା ସ୍ଵଭାବ ଉପରେ ଇସାରା କରିଥାଏ । ଏଥିପାଇଁ ଆପଣ ଥଣ୍ଡା ପାଣି ପିଇବା ଏବଂ ଧ୍ୟାନ କରିବା ଦ୍ଵାରା ଏହା ଠିକ ହୋଇଥାଏ ।

ରାତିରେ ୩ ଟା ରୁ ୫ ମଧ୍ୟରେ ନିଦ ଖୋଲିବା

Image courtesy: Google

ଯଦି ଆପଣଙ୍କର ନିଦ ୩ ଟା ରୁ ୫ଟା ମଧ୍ୟରେ ଖୋଲି ଯାଉଛି ତେବେ ଏହା ଅନୁସାରେ ଗୋଟିଏ ନେଗେଟିବ ଏନର୍ଜି ଆପଣଙ୍କୁ ସମ୍ପର୍କ କରିବାକୁ ଚାହୁଁଛି । ଏବଂ ଏହା ଆପଣଙ୍କୁ ଦୁଖୀ ମନ ଥିବା ର ସଂକେତ ମଧ୍ୟ ଦେଇଥାଏ । ସେଥିପାଇଁ ଆପଣ ବ୍ରୀଥିଂଗ ରିଲେଟେଡ ଏକ୍ସରସାଇଜ ଆରମ୍ଭ କରିଦିଅନ୍ତୁ ।

ରତାୟରେ ୫ ରୁ ୭ ମଧ୍ୟରେ ନିଦ ଖୋଲିବା

Image courtesy: Google

ଯଦି ଆପଣଙ୍କର ୫ ରୁ ୭ ମଧ୍ୟରେ ନିଦ ଖୋଲିଯାଉଛି କିମ୍ବା ଆସୁନାହିଁ ତେବେ ଏହା ଦର୍ଶାଇ ଥାଏ କି ଆପଣ ଇମୋଶନଲୀ ବହୁତ କମ୍ଜୋର ଅଛନ୍ତି । ଏହାର ସମାଧାନ ହେଉଛି ସ୍ଟ୍ରେଚିଂଗ ଏକ୍ସରସାଇଜ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।